ନୂଆ ଦିଲ୍ଲୀ
Appearance
ଭାରତର ରାଜଧାନୀ ନୂଆଦିଲ୍ଲୀ | |
— ରାଜଧାନୀ — | |
ଭାରତରେ ଦିଲ୍ଲୀର ଅବସ୍ଥାନ
| |
ଦିଗବାରେଣି | 28°36′36″N 77°13′48″E / 28.61000°N 77.23000°E |
ଦେଶ | ଭାରତ |
ରାଜ୍ୟ | ଦିଲ୍ଲୀ |
ରାଜ୍ୟପାଳ | ତେଜେନ୍ଦ୍ର ଖାନ୍ନା |
ମୁଖ୍ୟମନ୍ତ୍ରୀ | ଅରବିନ୍ଦ କେଜ୍ରୀଆଲ |
ମେୟର | ପ୍ରଫେସର ରଜନୀ ଅବ୍ୱୀ |
ନ୍ୟାୟ ପାଳିକା (seats) | ଏକ ନ୍ୟାୟପାଳିକା (୭୦) |
ଲୋକସଂଖ୍ୟା • ଘନତା |
୧,୬୭,୫୩,୨୩୫ (ଦ୍ୱିତୀୟ) (2010[update]) |
ଏଚଡିଆଇ (୨୦୦୫) | ୦.୮୭୫ (ଅଧିକ) |
ସରକାରୀ ଭାଷାସବୁ | ଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ |
---|---|
ସମୟ ଜୋନ | ଆ.ଏସ.ଟି (ୟୁଟିସି +୫.୩୦) |
ପରିସୀମା |
[convert: invalid number] (ପ୍ରଥମ) |
ବେବସାଇଟ | delhigovt.nic.in |
ଭାରତର ରାଜଧାନୀର ମୋହର |
ନୂଆ ଦିଲ୍ଲୀ ହେଉଛି ଭାରତର ରାଜଧାନୀ ଓ ବୃହତ୍ତମ ମହାନଗର । ୧୯୩୧ ଫେବୃଆରୀ ୧୩ରେ ନୂଆଦିଲ୍ଲୀ ଭାରତର ରାଜଧାନୀ ଭାବେ ଆତ୍ମପରିପ୍ରକାଶ କରିଥିଲା ।୧୯୧୧ ଡିସେମ୍ବର ୧୫ରେ ନୂଆ ରାଜଧାନୀର ଶିଳାନ୍ୟାସ ହୋଇଥିଲା । [୧] ବିଂଶ ଶତାବ୍ଦୀର ଦୁଇ ବ୍ରିଟିଶ ସ୍ଥପତି ସାର୍ ହର୍ବର୍ଟ ବ୍ରେକର ଏହାର ମୂଳଦୂଆ ପ୍ରତିଷ୍ଠା କରିଥିଲେ । ୧୯୨୭ରେ ଏହାର ନାମ ନୂଆଦିଲ୍ଲୀ ରଖାଯାଇଥିଲା । ତତକାଳୀନ ବ୍ରିଟିଶ ଇଣ୍ଡିଆର ଭାଇସରୟ ଲର୍ଡ ଇରୱ୍ଇନ ନୂଆ ରାଜଧାନୀର ଶୁଭ ଉଦଘାଟନ କରିଥିଲେ ।[୨]
ଇତିହାସ
[ସମ୍ପାଦନା]-
ପୁରାତନ ଯୋଗମାୟା ମନ୍ଦିର ଯାହା ମହାଭାରତ ଯୁଗର ଇନ୍ଦ୍ରପ୍ରସ୍ଥରେ ଥିବା ଦାବୀ କରାଯାଏ[୩]
-
ଦିଲ୍ଲୀର ଆଇରନ ପିଲାର, ଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ ଅମଳର ତିଆରି (ଖ୍ରୀ:ପୂ:୩୭୫–୪୧୩), ଗୁପ୍ତ ସାମ୍ରାଜ୍ୟ [୪]
-
The bastion of Lal Kot fort in Delhi's Mehrauli built by Tomara Rajput ruler, Anangpal in c. 736 CE.[୬]
ଭୂଗୋଳ
[ସମ୍ପାଦନା]ଦର୍ଶନୀୟ ସ୍ଥାନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://blogs.wsj.com/indiarealtime/2011/11/08/one-of-historys-best-kept-secrets/
- ↑ "ଆର୍କାଇଭ୍ କପି". Archived from the original on 2013-11-03. Retrieved 2013-02-25.
{{cite web}}
: Cite has empty unknown parameter:|1=
(help) - ↑ Prabha Chopra (1976). Delhi Gazetteer. The Unit. p. 1078.
- ↑ Finbarr Barry Flood, 2003, "Pillar, palimpsets, and princely practices" Archived 30 September 2016 at the Wayback Machine., Res, Xliii, New York University, p. 97.
- ↑ Mittal, J.P. (2006), History of Ancient India (4250 BCE to 637 CE) p. 675, ISBN 978-81-269-0616-1 (This author considers King Agrasen an actual historical figure)
- ↑ Mukherji, Anisha Shekhar (2002). The red fort of Shahjahanabad. Delhi: Oxford University Press. p. 46. ISBN 978-0-19-565775-3. Archived from the original on 27 March 2019. Retrieved 12 December 2018.
ଅଧିକ ତଥ୍ୟ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ New Delhi
ବାବଦରେ ମାଧ୍ୟମ ରହିଛି ।