ଦେବେଶ ଆଚାର୍ଯ୍ୟ

ଉଇକିପିଡ଼ିଆ‌ରୁ
(Debesh Acharyaରୁ ଲେଉଟି ଆସିଛି)
ଦେବେଶ ଆଚାର୍ଯ୍ୟ
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀସାଧୁ ନେପାକ
ନିର୍ବାଚନ ମଣ୍ଡଳୀବରଗଡ଼
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-01-18) ୧୮ ଜାନୁଆରୀ ୧୯୭୩ (ବୟସ ୫୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମହାଶ୍ୱତା ଆଚାର୍ଯ୍ୟ
ସମ୍ପର୍କପ୍ରସନ୍ନ ଆଚାର୍ଯ୍ୟ
ବାପା/ବୋଉଆନନ୍ଦ ଆଚାର୍ଯ୍ୟ (ବାପା‌)
ବୀଣାପାଣି ଆଚାର୍ଯ୍ୟ (ମାଆ)
ବୃତ୍ତିରାଜନୀତିଜ୍ଞ

ଦେବେଶ ଆଚାର୍ଯ୍ୟ (ଜନ୍ମ: ୧୮ ଜାନୁଆରୀ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବା ଓ ଶିକ୍ଷା[ସମ୍ପାଦନା]

ଦେବେଶ ଆଚାର୍ଯ୍ୟ ୧୯୭୩ ମସିହାର ଜାନୁଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଆନନ୍ଦ ଆଚାର୍ଯ୍ୟ ଓ ମାଆଙ୍କ ନାମ ବୀଣାପାଣି ଆଚାର୍ଯ୍ୟ ଏବଂ ପତ୍ନୀଙ୍କ ନାମ ମହାଶ୍ୱତା ଆଚାର୍ଯ୍ୟ ।[୧] ତାଙ୍କ ବାପା ଆନନ୍ଦ ଆଚାର୍ଯ୍ୟ ଜଣେ ବିଧାୟକ ଭାବରେ ଓଡ଼ିଶା ବିଧାନ ସଭାରେ ତିନି ଥର କାର୍ଯ୍ୟ କରିଥିଲେ ।[୨]

ରାଜନୈତିକ ଜୀବନ[ସମ୍ପାଦନା]

ଦେବେଶ ଆଚାର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଏବେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shri Debesh Acharya". odishaassembly.nic.in. Odisha Assembly. Retrieved 28 October 2021.
  2. Mar 21, TNN | Updated:; 2014; Ist, 11:35. "Odisha royals set to fight it out on home turfs - Times of India". The Times of India (in ଇଂରାଜୀ). Retrieved 2021-10-29. {{cite web}}: |last2= has numeric name (help)CS1 maint: extra punctuation (link) CS1 maint: numeric names: authors list (link)

ବାହାର ଆଧାର[ସମ୍ପାଦନା]