ତାଲିପାରାମ୍ବା

ଉଇକିପିଡ଼ିଆ ରୁ
Jump to navigation Jump to search
Taliparamba (തളിപ്പറമ്പ)
Town/Municipality/Taluk
Taliparamba-skyline.jpg
Taliparamba (തളിപ്പറമ്പ) is located in Kerala
Taliparamba (തളിപ്പറമ്പ)
Taliparamba (തളിപ്പറമ്പ)
Location in Kerala, India
ଅବସ୍ଥିତି: 12°02′13″N 75°21′36″E / 12.037002°N 75.359945°E / 12.037002; 75.359945Coordinates: 12°02′13″N 75°21′36″E / 12.037002°N 75.359945°E / 12.037002; 75.359945
Country India
StateKerala
DistrictKannur
କ୍ଷେତ୍ରଫଳ
 • ମୋଟ km2 (ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର । acres)
ଉଚ୍ଚତା56 m (184 ft)
ଜନସଂଖ୍ୟା (2011)[୧]
 • ମୋଟ୭୨
 • ଘନତା/km2 (140/sq mi)
Languages
 • OfficialMalayalam, English
IST (UTC+5:30)
ପିନ କୋଡ଼670141
Telephone code0460
ଗାଡ଼ି ପଞ୍ଜିକରଣKL 59
ୱେବସାଇଟtaliparambamunicipality.in
Sir Syed College, Taliparamba


ତାଲିପାରାମ୍ବା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା କେରଳର କନ୍ନୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ତାଲିପାରାମ୍ବା ୧୨.୦୩୪୫ ଉତ୍ତର ଅକ୍ଷାଂଶ ଓ ୭୫.୩୬୧୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାଲିପାରାମ୍ବା ସହରର ମୋଟ ଜନସଂଖ୍ୟା ୬୭୪୪୧ ଅଟେ ।[୩] ସେଥି ମଧ୍ୟରୁ ୪୮.୨୧% ଜଣ ପରୁଷ ହୋଇଥିବା ବେଳେ ୫୧.୭୯% ଜଣ ନାରୀ ଅଟନ୍ତି । ତାଲିପାରାମ୍ବାର ସାକ୍ଷରତା ହାର ୮୧.୬୮% ଅଟେ । ଏହା ଜାତୀୟ ହାର ଠାରୁ -୧୬.୮୪% ପ୍ରତିଶତ କମ ଅଟେ । ସେଥିରୁ ୪୧.୧୦% ପ୍ରତିଶତ ପୁରୁଷ ଓ ୪୦.୫୮% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ମାଲୟଲାମ ତାଲିପାରାମ୍ବାର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=673734
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]