ତାରକେଶ୍ୱର
ଦେଖଣା
Tarakeswar
তারকেশ্বর | |
---|---|
Town | |
Country | India |
State | West Bengal |
District | Hoogly |
Elevation | 18 m (59 ft) |
Population (2011)[୧] | |
• Total | ୩୦,୯୪୭ |
Languages | |
• Official | Bengali, English |
Time zone | UTC+5:30 (IST) |
Telephone code | 91 3212 |
Lok Sabha constituency | Arambag |
Vidhan Sabha constituency | Tarakeswar |
ତାରକେଶ୍ୱର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ହୁଗ୍ଲି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତାରକେଶ୍ୱର ୨୨.୮୮୬୧ ଉତ୍ତର ଅକ୍ଷାଂଶ ଓ ୮୮.୦୧୩୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତାରକେଶ୍ୱର ସହରର ମୋଟ ଜନସଂଖ୍ୟା ୨୮୧୭୮ ଅଟେ ।[୩] ସେଥି ମଧ୍ୟରୁ ୫୩.୧୮% ଜଣ ପରୁଷ ହୋଇଥିବା ବେଳେ ୪୬.୮୨% ଜଣ ନାରୀ ଅଟନ୍ତି । ତାରକେଶ୍ୱରର ସାକ୍ଷରତା ହାର ୭୨.୧୭% ଅଟେ । ଏହା ଜାତୀୟ ହାରଠାରୁ -୭.୩୩% ପ୍ରତିଶତ କମ ଅଟେ । ସେଥିରୁ ୪୧.୪୫% ପ୍ରତିଶତ ପୁରୁଷ ଓ ୩୦.୭୧% ନାରୀ ଅଟନ୍ତି । ୧୦.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ବଙ୍ଗାଳୀ ତାରକେଶ୍ୱରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ http://www.censusindia.gov.in/pca/SearchDetails.aspx?Id=343377
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.