Jump to content

ଡ୍ରୋନଡାରୋନ

ଉଇକିପିଡ଼ିଆ‌ରୁ
ଡ୍ରୋନଡାରୋନ
Clinical data
Trade namesMultaq
SynonymsDronedarone hydrochloride, SR33589
AHFS/Drugs.commonograph
MedlinePlusa609034
data
Pregnancy
category
  • AU: D
  • US: X (Contraindicated)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability15% (with a high-fat meal)[]
    Protein binding>98%
    MetabolismExtensive liver (mainly by CYP3A)
    Elimination half-life13–19 hours
    ExcretionFeces (84%), urine (~6%)
    Identifiers
    • N-(2-Butyl-3-(p-(3-(dibutylamino)propoxy)benzoyl)-5-benzofuranyl)methanesulfonamide
    ECHA InfoCard100.109.411 Edit this at Wikidata
    Chemical and physical data
    FormulaC31H44N2O5S
    Molar mass୫୫୬.୭୬ g·mol−1
    3D model (JSmol)
    • O=S(=O)(Nc3cc1c(oc(c1C(=O)c2ccc(OCCCN(CCCC)CCCC)cc2)CCCC)cc3)C
    • InChI=1S/C31H44N2O5S/c1-5-8-12-29-30(27-23-25(32-39(4,35)36)15-18-28(27)38-29)31(34)24-13-16-26(17-14-24)37-22-11-21-33(19-9-6-2)20-10-7-3/h13-18,23,32H,5-12,19-22H2,1-4H3 checkY
    • Key:ZQTNQVWKHCQYLQ-UHFFFAOYSA-N checkY
      (verify)

    ,

    ଡ୍ରୋନଡାରୋନ, ଏକ ବେପାର ନାମ ମଲ୍ଟାକ, ହେଉଛି ଏକ ଔଷଧ ଯାହା ଅନିୟମିତ ହୃତ୍ ସ୍ପନ୍ଦନ ଥିବା ବା ଆଟ୍ରିଆଲ୍ ଫାଇବ୍ରିଲେସନ୍ ଇତିହାସ ଥିବା ଲୋକଙ୍କ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଆମିଓଡାରୋନ୍ ଭଳି କାମ ନ କରିପାରିଲେ ମଧ୍ୟ ନିରାପଦ ହୋଇପାରେ ।[] ଯେଉଁମାନେ ସର୍ବଦା ଆଟ୍ରିଆଲ୍ ଫାଇବ୍ରିଲେସନରେ ଥାଆନ୍ତି ସେମାନଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା ଏବଂ ଦୁର୍ବଳତା ଅନୁଭବ ହୁଏ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ହାଇପୋକାଲେମିଆ ବା କମ୍ ପୋଟାସିଅମ୍, କମ୍ ମ୍ୟାଗ୍ନେସିୟମ୍ ଏବଂ ବୃକ୍‌କ ସମସ୍ୟା ହୋଇପାରେ ।[] ଏହା ହୃଦ୍‌ପାତରେ ବ୍ୟବହୃତ ହେବା ଉଚିତ ନୁହେଁ | [] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି କରିପାରେ | [] ଏହା ମୁଖ୍ୟତଃ ଏକ ତୃତୀୟ ଶ୍ରେଣୀର ଆଣ୍ଟିଅରିଥମିକ୍ ଔଷଧ ।[]

    ୨୦୦୯ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଡ୍ରୋନେଡେରୋନ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ମାସକୁ ଏହାର ମୂଲ୍ୟ ପ୍ରାୟ ୬୮୦ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୬୭ ପାଉଣ୍ଡ ।[]

    1. 1 2 3 4 5 6 7 8 "Multaq- dronedarone tablet, film coated". DailyMed. 15 October 2020. Archived from the original on 14 September 2015. Retrieved 18 November 2020.
    2. 1 2 3 "Dronedarone Monograph for Professionals". Drugs.com (in ଇଂରାଜୀ). Archived from the original on 5 October 2021. Retrieved 27 December 2021.
    3. 1 2 "Multaq". Archived from the original on 28 December 2021. Retrieved 27 December 2021.
    4. 1 2 BNF 81: March-September 2021. BMJ Group and the Pharmaceutical Press. 2021. p. 115. ISBN 978-0857114105.
    5. "Dronedarone Prices, Coupons & Savings Tips - GoodRx". GoodRx. Retrieved 27 December 2021.