ଡେସ୍ଲୋରାଟାଡାଇନ
Clinical data | |
---|---|
Trade names | Aerius, Allex, Clarinex, others[୧][୨] |
AHFS/Drugs.com | monograph |
MedlinePlus | a602002 |
data |
|
Pregnancy category | |
Routes of administration | By mouth (tablets, solution) |
Legal status | |
Legal status | |
Pharmacokinetic data | |
Bioavailability | Rapidly absorbed |
Protein binding | 83 to 87% |
Metabolism | UGT2B10, CYP2C8 |
Metabolites | 3-Hydroxydesloratadine |
Onset of action | Within 1 hour[୩] |
Elimination half-life | 27 hours |
Duration of action | Up to 24 hours[୩] |
Excretion | 40% as conjugated metabolites into urine Similar amount into the feces |
Identifiers | |
| |
ECHA InfoCard | 100.166.554 |
Chemical and physical data | |
Formula | C19H19ClN2 |
Molar mass | ୩୧୦.୮୩ g·mol−1 |
3D model (JSmol) | |
| |
| |
(verify) |
ଡେସ୍ଲୋରାଟାଡାଇନ, ଏକ ବେପାର ନାମ କ୍ଲାରିନକ୍ସ, ଏକ ଔଷଧ ଯାହା ଅର୍ଟିକାରିଆ ଏବଂ ଆଲର୍ଜିକ ନାକ ପ୍ରଦାହ ଭଳି ଆଲର୍ଜି ସମ୍ପନ୍ନ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହି ଔଷଧର ପ୍ରଭାବ ଏଇ ଘଣ୍ଟାରେ ଆରମ୍ଭ ହୋଇ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ ।[୩] ଏହା ପାଟିରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକାପଣ, ଶୁଖିଲା ପାଟି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] ବୃକ୍କ କିମ୍ବା ଯକୃତ ଜନିତ ସମସ୍ୟାରେ କମ ମାତ୍ରା ଦେବାକୁ ସୁପାରିଶ କରାଯାଏ ।[୩] ଯଦିଓ ଗର୍ଭାବସ୍ଥାରେ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ, ସାଧାରଣତଃ ଏହାର ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୪][୫] ଏହା ଏକ ଦ୍ୱିତୀୟ ପିଢ଼ିର ଆଣ୍ଟିହିଷ୍ଟାମିନ ଔଷଧ ।[୩] ଏହା ଲୋରାଟାଡାଇନର ଏକ ସକ୍ରିୟ ମେଟାବୋଲାଇଟ ।[୩]
୧୯୮୪ ମସିହାରେ ଡେସ୍ଲୋରାଟାଡାଇନ୍ ପେଟେଣ୍ଟ୍ ହୋଇଥିଲା ଏବଂ ୨୦୦୧ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୬] ଯୁକ୍ତରାଜ୍ୟରେ ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଏବଂ ପ୍ରତି ମାସରେ ଏହା ବାବଦ ପ୍ରାୟ ୧.୫ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୧୭ ଡଲାର ଅଟେ ।[୭] ଏହା ସୁଡୋଏଫେଡ୍ରିନ ସହିତ ଏକ ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ ।[୩]
ଆଧାର
[ସମ୍ପାଦନା]- ↑ Murdoch, David; Goa, Karen L.; Keam, Susan J. (April 7, 2003). "Desloratadine: an update of its efficacy in the management of allergic disorders". Drugs. 63 (19): 2051–2077. doi:10.2165/00003495-200363190-00010. PMID 12962522.
- ↑ "Allex EPAR". European Medicines Agency (EMA). Archived from the original on 2020-12-27. Retrieved 2020-04-05.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Desloratadine Monograph for Professionals". Drugs.com (in ଇଂରାଜୀ). Archived from the original on 2020-08-12. Retrieved 2021-07-16.
- ↑ ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 294. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Desloratadine Use During Pregnancy". Drugs.com (in ଇଂରାଜୀ). Archived from the original on 6 May 2021. Retrieved 16 July 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 549. ISBN 9783527607495. Archived from the original on 2020-12-27. Retrieved 2020-05-09.
- ↑ "Desloratadine Prices, Coupons & Savings Tips - GoodRx". GoodRx. Archived from the original on 10 September 2016. Retrieved 16 July 2021.