ଡେସ୍ଲୋରାଟାଡାଇନ

ଉଇକିପିଡ଼ିଆ‌ରୁ
ଡେସ୍ଲୋରାଟାଡାଇନ
Clinical data
Trade namesAerius, Allex, Clarinex, others[୧][୨]
AHFS/Drugs.commonograph
MedlinePlusa602002
data
Pregnancy
category
  • AU: B1
  • US: C (Risk not ruled out)
Routes of
administration
By mouth (tablets, solution)
Legal status
Legal status
  • AU: S2 (Pharmacy only)
  • CA: OTC
  • UK: POM (Prescription only)
  • US: ℞-only
  • EU: Rx-only
Pharmacokinetic data
BioavailabilityRapidly absorbed
Protein binding83 to 87%
MetabolismUGT2B10, CYP2C8
Metabolites3-Hydroxydesloratadine
Onset of actionWithin 1 hour[୩]
Elimination half-life27 hours
Duration of actionUp to 24 hours[୩]
Excretion40% as conjugated metabolites into urine
Similar amount into the feces
Identifiers
  • 8-chloro-6,11-dihydro-11-(4-piperdinylidene)- 5H-benzo[5,6]cyclohepta[1,2-b]pyridine
ECHA InfoCard100.166.554 Edit this at Wikidata
Chemical and physical data
FormulaC19H19ClN2
Molar mass୩୧୦.୮୩ g·mol−1
3D model (JSmol)
  • Clc4cc2c(C(/c1ncccc1CC2)=C3/CCNCC3)cc4
  • InChI=1S/C19H19ClN2/c20-16-5-6-17-15(12-16)4-3-14-2-1-9-22-19(14)18(17)13-7-10-21-11-8-13/h1-2,5-6,9,12,21H,3-4,7-8,10-11H2 checkY
  • Key:JAUOIFJMECXRGI-UHFFFAOYSA-N checkY
  (verify)

ଡେସ୍ଲୋରାଟାଡାଇନ, ଏକ ବେପାର ନାମ କ୍ଲାରିନକ୍ସ, ଏକ ଔଷଧ ଯାହା ଅର୍ଟିକାରିଆ ଏବଂ ଆଲର୍ଜିକ ନାକ ପ୍ରଦାହ ଭଳି ଆଲର୍ଜି ସମ୍ପନ୍ନ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଏହି ଔଷଧର ପ୍ରଭାବ ଏଇ ଘଣ୍ଟାରେ ଆରମ୍ଭ ହୋଇ ୨୪ ଘଣ୍ଟା ପର୍ଯ୍ୟନ୍ତ ରହେ ।[୩] ଏହା ପାଟିରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଥକାପଣ, ଶୁଖିଲା ପାଟି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୩] ବୃକ୍‌କ କିମ୍ବା ଯକୃତ ଜନିତ ସମସ୍ୟାରେ କମ ମାତ୍ରା ଦେବାକୁ ସୁପାରିଶ କରାଯାଏ ।[୩] ଯଦିଓ ଗର୍ଭାବସ୍ଥାରେ କ୍ଷତିର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ, ସାଧାରଣତଃ ଏହାର ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୪][୫] ଏହା ଏକ ଦ୍ୱିତୀୟ ପିଢ଼ିର ଆଣ୍ଟିହିଷ୍ଟାମିନ ଔଷଧ ।[୩] ଏହା ଲୋରାଟାଡାଇନର ଏକ ସକ୍ରିୟ ମେଟାବୋଲାଇଟ ।[୩]

୧୯୮୪ ମସିହାରେ ଡେସ୍ଲୋରାଟାଡାଇନ୍ ପେଟେଣ୍ଟ୍ ହୋଇଥିଲା ଏବଂ ୨୦୦୧ରେ ଡାକ୍ତରୀ ବ୍ୟବହାରରେ ଆସିଥିଲା ।[୬] ଯୁକ୍ତରାଜ୍ୟରେ ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ଏବଂ ପ୍ରତି ମାସରେ ଏହା ବାବଦ ପ୍ରାୟ ୧.୫ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶି ପ୍ରାୟ ୧୭ ଡଲାର ଅଟେ ।[୭] ଏହା ସୁଡୋଏଫେଡ୍ରିନ ସହିତ ଏକ ମିଶ୍ରଣ ଭାବରେ ମଧ୍ୟ ଉପଲବ୍ଧ ।[୩]

ଆଧାର[ସମ୍ପାଦନା]

  1. Murdoch, David; Goa, Karen L.; Keam, Susan J. (April 7, 2003). "Desloratadine: an update of its efficacy in the management of allergic disorders". Drugs. 63 (19): 2051–2077. doi:10.2165/00003495-200363190-00010. PMID 12962522.
  2. "Allex EPAR". European Medicines Agency (EMA). Archived from the original on 2020-12-27. Retrieved 2020-04-05.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ "Desloratadine Monograph for Professionals". Drugs.com (in ଇଂରାଜୀ). Archived from the original on 2020-08-12. Retrieved 2021-07-16.
  4. ୪.୦ ୪.୧ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 294. ISBN 978-0-85711-369-6.{{cite book}}: CS1 maint: date format (link)
  5. "Desloratadine Use During Pregnancy". Drugs.com (in ଇଂରାଜୀ). Archived from the original on 6 May 2021. Retrieved 16 July 2021.
  6. Fischer, Jnos; Ganellin, C. Robin (2006). Analogue-based Drug Discovery. John Wiley & Sons. p. 549. ISBN 9783527607495. Archived from the original on 2020-12-27. Retrieved 2020-05-09.
  7. "Desloratadine Prices, Coupons & Savings Tips - GoodRx". GoodRx. Archived from the original on 10 September 2016. Retrieved 16 July 2021.