Jump to content

ସୁଡୋଏଫେଡ୍ରିନ

ଉଇକିପିଡ଼ିଆ‌ରୁ
ସୁଡୋଏଫେଡ୍ରିନ
Clinical data
Pronunciation/ˌsd.ɪˈfɛdrɪn, -ˈɛfɪdrn/
Trade namesAfrinol, Sudafed, Sinutab, others
AHFS/Drugs.commonograph
MedlinePlusa682619
data
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    • AU: S3 (Pharmacist only)
    • CA: OTC; NDS Schedule II (BTC) for single-drug products, NDS Schedule III (OTC) when part of a combination product
    • UK: Pharmacy medicines
    • US: Behind the counter (BTC); Rx-only in Oregon and Mississippi
    Pharmacokinetic data
    Bioavailability~100%[]
    Metabolism10–30% liver
    Elimination half-life4.3–8 hours[]
    Excretion43–96% kidney[]
    Identifiers
    • (S,S)-2-methylamino-1-phenylpropan-1-ol
    ECHA InfoCard100.001.835 Edit this at Wikidata
    Chemical and physical data
    FormulaC10H15NO
    Molar mass165.23
    3D model (JSmol)
    • O[C@@H](c1ccccc1)[C@@H](NC)C
    • InChI=1S/C10H15NO/c1-8(11-2)10(12)9-6-4-3-5-7-9/h3-8,10-12H,1-2H3/t8-,10+/m0/s1 checkY
    • Key:KWGRBVOPPLSCSI-WCBMZHEXSA-N checkY
      (verify)

    ସୁଡୋଏଫେଡ୍ରିନ ( PSE ) ହେଉଛି ଏକ ଔଷଧ ଯାହା ଆଲର୍ଜିକ ନାକ ପ୍ରଦାହ କିମ୍ବା ଶର୍ଦ୍ଦି ଯୋଗୁ ନାକ ବାଟେ ନିଶ୍ୱାସ ପ୍ରଶ୍ୱାସ ନେବା ବନ୍ଦ ହୋଇଗଲେ ବ୍ୟବହୃତ ହୁଏ । [] ଇଉଷ୍ଟାସିଆନ ନଳୀ ଅବରୋଧ ହେତୁ ହେଉଥିବା କାନର ଚାପ ସମସ୍ୟକୁ ରୋକିବା ପାଇଁ ଏହା ମଧ୍ୟ ବ୍ୟବହୃତ ହୋଇପାରେ । [] ଏହା ସାଇନୁସାଇଟିସ୍ ପାଇଁ ଉପଯୋଗୀ ବୋଲି ଜଣାପଡିଛି । [] ଛଅ ବର୍ଷରୁ କମ୍ ପିଲାମାନଙ୍କରେ ବ୍ୟବହାର ସୁପାରିଶ କରାଯାଏ ନାହିଁ । [] ଏହା ଦୋକାନରେ ବିନା ପ୍ରେକ୍ରିପସନରେ ବିକ୍ରୟ ହୁଏ ଓ ଆଣ୍ଟିହିଷ୍ଟାମିନ, ଗୁଏଫେନେସିନ୍, ଡେକ୍ସଟ୍ରୋମେଥୋଏଫାନ, ପାରାସେଟାମଲ (ଆସେଟାମିନୋଫେନ୍), କିମ୍ବା ଏନଏସଏଆଇଡି ସହିତ ଅନ୍ୟ ସକ୍ରିୟ ଉପାଦାନ ସହିତ ମିଶି ବିକ୍ରି ହୁଏ । [] [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଦତ ହୃଦଗତି, ମୁଣ୍ଡବିନ୍ଧା ଏବଂ ମୁଣ୍ଡ ବୁଲାଇବା ଅନ୍ତର୍ଭୁକ୍ତ । [] ଅନ୍ୟାନ୍ୟ ବିଷୟ ମଧ୍ୟରେ ଅପବ୍ୟବହାର ଏକ ଚିନ୍ତାର ବିଷୟ ଥାଏ । [] ଗର୍ଭଧାରଣର ପ୍ରଥମାବସ୍ଥାରେ ଏହାର ବ୍ୟବହାର ଶିଶୁର କ୍ଷତିକାରକ ହୋଇପାରେ, ସ୍ତନ୍ୟପାନର ପ୍ରାରମ୍ଭରେ କ୍ଷୀରର ଉତ୍ପାଦନ ହ୍ରାସ ହୋଇପାରେ । [] ଏହା ଏକ ସିମ୍ପାଥୋମାଇମେଟିକ ଏବଂ ବିଟା ଆଡ୍ରେଜର୍ଜିକ ଆଗୋନିଷ୍ଟ ଔଷଧ ।[] []

    ୧୮୮୯ ମସିହାରେ ମର୍କ ଔଷଧ କମ୍ପାନୀରେ ଜର୍ମାନ ରସାୟନ ବିଜ୍ଞାନୀ ଲାଡେନବର୍ଗ ଏବଂ ଓଲସ୍ଲାଗେଲ ଦ୍ୱୟ ଏଫେଡ୍ରା ଭଲଗାରିସରୁ ସୁଡୋଏଫେଡ୍ରିନ ପୃଥକ କରିଥିଲେ ।[] [] ଏହି ଔଷଧ ଧାରଣ କରିଥିବା ଉଦ୍ଭିଦ ୫,୦୦୦ ବର୍ଷ ଧରି ଚୀନରେ ଔଷଧ ରୂପରେ ବ୍ୟବହୃତ ହେଉଛି | [] ଅଧିକ ମାତ୍ରାରେ ଦେଲେ ଏହା ଏକ ଜାଗ୍ରତ-ପ୍ରୋତ୍ସାହନ‌କାରୀ ଭାବରେ କାମ କରେ ଓ ସେଥିପାଇଁ ଆଥଲେଟିକ୍ ପ୍ରଦର୍ଶନକୁ ଉନ୍ନତ କରିବା ପାଇଁ ବ୍ୟବହୃତ ହୁଏ । [] ଏହିପରି ବ୍ୟବହାରକୁ ବିଭିନ୍ନ ସମୟରେ ଅଲିମ୍ପିକ କମିଟି ଅନୁମତି ଦିଏ ନାହିଁ । [୧୦] ବେଆଇନ ଭାବରେ ମେଥାଅମ୍ଫେଟାମିନ ଉତ୍ପାଦନ ପାଇଁ ସୁଡୋଏଫେଡ୍ରିନ ବ୍ୟବହୃତ ହୋଇଛି । [] ଯୁକ୍ତରାଜ୍ୟରେ ୬୦ମିଗ୍ରାର ୨୪ଟି ବଟିକାର ମୂଲ୍ୟ ପ୍ରାୟ ୨ ପାଉଣ୍ଡ । []

    1. 1 2 3 Laurence L Brunton, ed. (2006). Goodman & Gilman's The Pharmacological Basis of Therapeutics (11th ed.). New York: McGraw-Hill Medical Publishing Division. ISBN 0-07-142280-3.
    2. 1 2 3 "Pseudoephedrine Monograph for Professionals". Drugs.com (in ଇଂରାଜୀ). Archived from the original on 9 March 2021. Retrieved 5 October 2020.
    3. 1 2 3 4 5 6 "Pseudoephedrine Monograph for Professionals". Drugs.com (in ଇଂରାଜୀ). Archived from the original on 9 March 2021. Retrieved 5 October 2020.
    4. 1 2 3 BNF 79. London: Pharmaceutical Press. March 2020. p. 1239. ISBN 978-0857113658.
    5. 1 2 BNF 79. London: Pharmaceutical Press. March 2020. p. 1239. ISBN 978-0857113658.
    6. Ladenburg, A.; Oelschlägel, C. (1889). "Ueber das "Pseudo-Ephedrin"" [On pseudo-ephedrine]. Berichte der Deutschen Chemischen Gesellschaft (in German). 22 (2): 1823–1827. doi:10.1002/cber.18890220225. Archived from the original on 2021-03-08. Retrieved 2019-05-19.{{cite journal}}: CS1 maint: unrecognized language (link)
    7. Farmer, Steven (2017). Strange Chemistry: The Stories Your Chemistry Teacher Wouldn't Tell You (in ଇଂରାଜୀ). John Wiley & Sons. p. 294. ISBN 978-1-119-26529-0. Archived from the original on 29 August 2021. Retrieved 6 October 2020.
    8. Farmer, Steven (2017). Strange Chemistry: The Stories Your Chemistry Teacher Wouldn't Tell You (in ଇଂରାଜୀ). John Wiley & Sons. p. 294. ISBN 978-1-119-26529-0. Archived from the original on 29 August 2021. Retrieved 6 October 2020.
    9. Trinh, KV; Kim, J; Ritsma, A (15 November 2015). "Effect of Pseudoephedrine in Sport: a Systemic Review". BMJ Open Sport & Exercise Medicine. 1 (1): e000066. doi:10.1136/bmjsem-2015-000066. PMC 5117033. PMID 27900142.
    10. Trinh, KV; Kim, J; Ritsma, A (15 November 2015). "Effect of Pseudoephedrine in Sport: a Systemic Review". BMJ Open Sport & Exercise Medicine. 1 (1): e000066. doi:10.1136/bmjsem-2015-000066. PMC 5117033. PMID 27900142.