ଡିଫ୍ଲାଜାକର୍ଟ

ଉଇକିପିଡ଼ିଆ‌ରୁ
ଡିଫ୍ଲାଜାକର୍ଟ
Clinical data
Trade namesCalcort, Emflaza, others
AHFS/Drugs.commonograph
Pregnancy
category
  • US: N (Not classified yet)
Routes of
administration
By mouth
Legal status
Legal status
Pharmacokinetic data
Protein binding40%
MetabolismBy plasma esterases, to active metabolite
Elimination half-life1.1–1.9 hours (metabolite)
ExcretionKidney (70%) and fecal (30%)
Identifiers
  • (11β,16β)-21-(Acetyloxy)-11-hydroxy-2′-methyl-5′H-pregna-1,4-dieno[17,16-d]oxazole-3,20-dione
ECHA InfoCard100.034.969 Edit this at Wikidata
Chemical and physical data
FormulaC25H31NO6
Molar mass୪୪୧.୫୨ g·mol−1
3D model (JSmol)
  • O=C(OCC(=O)[C@]25/N=C(\O[C@@H]5C[C@H]1[C@H]4[C@H]([C@@H](O)C[C@@]12C)[C@]/3(/C=C\C(=O)\C=C\3CC4)C)C)C
  • InChI=1S/C25H31NO6/c1-13-26-25(20(30)12-31-14(2)27)21(32-13)10-18-17-6-5-15-9-16(28)7-8-23(15,3)22(17)19(29)11-24(18,25)4/h7-9,17-19,21-22,29H,5-6,10-12H2,1-4H3/t17-,18-,19-,21+,22+,23-,24-,25+/m0/s1 ☒N
  • Key:FBHSPRKOSMHSIF-GRMWVWQJSA-N ☒N
  (verify)

ଡିଫ୍ଲାଜାକର୍ଟ, ଏକ ବେପାର ନାମ କାଲକର୍ଟ, ହେଉଛି ଏକ ଗ୍ଲୁକୋକର୍ଟିକଏଡ ଯାହା ଆଲର୍ଜି ଏବଂ ପ୍ରଦାହ ଜନିତ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଡୁସେନ ମସ୍କୁଲାର ଡିସ୍ଟ୍ରୋଫି ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୨] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, କେଶ ବୃଦ୍ଧି, ଲାଲ ଚର୍ମ ଏବଂ ଚିଡ଼ଚିଡ଼ା ଭାବ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଆଡ୍ରେନାଲ୍ ଅଭାବ, କୁସିଙ୍ଗ ସିଣ୍ଡ୍ରୋମ, ଉଚ୍ଚ ରକ୍ତ ଶର୍କରା, ଆନାଫିଲାକ୍‌ସିସ, ରକ୍ତ ଜମାଟ ବାନ୍ଧିବା ଏବଂ ଟକ୍ସିକ ଏପିଡର୍ମାଲ୍ ନେକ୍ରୋଲାଇସିସ୍ ହୋଇପାରେ ।[୨] ଡିଫ୍ଲାଜାକର୍ଟ ସ‌ହିତ ପ୍ରେଡନିସୋନ ୬ ମିଗ୍ରାର ସମାନ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ପ୍ରଭାବ ରହିଛି ।[୧]

ଡିଫ୍ଲାଜାକର୍ଟ ୧୯୬୫ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୮୫ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଯୁକ୍ତରାଜ୍ୟରେ ୬ ମିଗ୍ରାର ୬୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ୧୬ ପାଉଣ୍ଡ ଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୧୦୦ ଡଲାର ଅଟେ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 714. ISBN 978-0857114105.
  2. ୨.୦ ୨.୧ ୨.୨ "Deflazacort Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 22 December 2021.
  3. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 486. ISBN 9783527607495. Archived from the original on 2021-08-28. Retrieved 2021-07-01.
  4. "Emflaza Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 August 2020. Retrieved 22 December 2021.