Jump to content

ଡିଗୋକ୍ସିନ ଇମ୍ୟୁନ ଫାବ

ଉଇକିପିଡ଼ିଆ‌ରୁ
ଡିଗୋକ୍ସିନ ଇମ୍ୟୁନ ଫାବ
Bottle of digoxin immune fab
Clinical data
Trade namesDigibind, DigiFab, others
SynonymsDigoxin-specific antibody
AHFS/Drugs.commonograph
Pregnancy
category
  • US: C (Risk not ruled out)
    Routes of
    administration
    IV infusion, injection
    Pharmacokinetic data
    Onset of action30 min[]
    Elimination half-life15 hours for DigiFab, 23 hours for Digibind
    Duration of action15 to 20 hrs[]
    ExcretionKidney
    Identifiers
    • Anti-digoxin antibody fragment
    Chemical and physical data
    FormulaC2085H3223N553O672S16
    Molar mass୪୭,୩୦୧.୮୮ g·mol−1
      (verify)

    ଡିଗୋକ୍ସିନ ଇମ୍ୟୁନ ଫାବ (ଇଂରାଜୀ ଭାଷାରେ Digoxin immune fab), ଅନ୍ୟମାନଙ୍କ ମଧ୍ୟରେ ଡିଜିବିଣ୍ଡ ବ୍ରାଣ୍ଡ ଏକ ବିକ୍ରୟ ନାମ, ହେଉଛି ଡିଗୋକ୍ସିନ ବିଷକ୍ରିୟାର ପ୍ରତିକାର ପାଇଁ ଏକ ଆଣ୍ଟିଡୋଟ ।[] ଏହା ଏକ୍ଲାମ୍ପସିଆ ରୋଗ ପାଇଁ ଏବଂ ଓଲିଆଣ୍ଡର ବା ଫକ୍ସଗ୍ଲୋଭ୍ ଭଳି କେତେକ ଉଦ୍ଭିଦର ବିଷକ୍ରିୟା ପାଇଁ ବ୍ୟବହାର କରାଯାଇପାରେ ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] ୩୦ ମିନିଟ୍ ମଧ୍ୟରେ ଏହି ଔଷଧର ଉପକାର ମିଳେ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ରକ୍ତ ପୋଟାସିୟମ୍ ଏବଂ ହୃଦ୍‌ପାତ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ସହିତ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଯେତେବେଳେ ଆବଶ୍ୟକ ହୁଏ, ଏହାକୁ ଗର୍ଭାବସ୍ଥା କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର କରାଯାଇପାରେ ।[] ଏହା ରକ୍ତରେ ଡିଗୋକ୍ସିନ୍ ଏବଂ ଅମତୁଲ ଯୌଗିକ ପଦାର୍ଥମାନଙ୍କ ସ‌ହିତ ସଂଯୁକ୍ତ ହୋଇ କାର୍ଯ୍ୟକ୍ଷମ ହୁଏ ।[]

    ୧୯୮୬ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡିଗୋକ୍ସିନ ଇମ୍ୟୁନ ଫାବ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଜ୍ୟରେ ଗୋଟିଏ ୪୦ ମିଗ୍ରାର ଭାଏଲର ଭିଆଲ୍ ମୂଲ୍ୟ ପ୍ରାୟ ୭୫୦ ପାଉଣ୍ଡ ଅଟେ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୪,୨୦୦ ଡଲାର ଅଟେ । [] ଏହା ଡିଗୋକ୍ସିନ୍ ଡେରିଭେଟିଭଦ୍ୱାରା ଇମ୍ୟୁନାଇଜ୍‌ଡ ବା ପ୍ରତିରୋପିତ ହୋଇଥିବା

    ମେଣ୍ଢାମାନଙ୍କର ଆଣ୍ଟିବଡିରୁ ତିଆରି ହେଉଛି ।[] []

    1. 1 2 "digoxin immune Fab (ovine)". www.glowm.com. Archived from the original on 29 August 2021. Retrieved 8 September 2020.
    2. 1 2 3 4 5 6 7 8 "Digoxin Immune Fab Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 22 July 2021.
    3. Briggs, Gerald G.; Freeman, Roger K.; Yaffe, Sumner J. (2008). Drugs in Pregnancy and Lactation: A Reference Guide to Fetal and Neonatal Risk (in ଇଂରାଜୀ). Lippincott Williams & Wilkins. p. 542. ISBN 978-0-7817-7876-3. Archived from the original on 2021-08-28. Retrieved 2021-07-22.
    4. Shagufta, Dr Chandrawati Jee; Jee, Chandrawati (2008). Textbook Of Biotechnology (in ଇଂରାଜୀ). APH Publishing. p. 117. ISBN 978-81-313-0367-2. Archived from the original on 2021-08-28. Retrieved 2021-07-22.
    5. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1440. ISBN 978-0-85711-369-6.{{cite book}}: CS1 maint: date format (link)
    6. "DigiFab Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 27 January 2021. Retrieved 22 July 2021.
    7. Sealock, Kara; Seneviratne, Cydnee; Lilley, Linda Lane; Collins, Shelly Rainforth; Snyder, Julie S. (18 October 2020). Lilley's Pharmacology for Canadian Health Care Practice - E-Book (in ଇଂରାଜୀ). Elsevier Health Sciences. p. 417. ISBN 978-0-323-69481-0. Archived from the original on 29 August 2021. Retrieved 22 July 2021.