ଡାଇସାଇକ୍ଲୋଭେରିନ

ଉଇକିପିଡ଼ିଆ‌ରୁ
ଡାଇସାଇକ୍ଲୋଭେରିନ
Clinical data
Trade namesByclomine, Bentyl, Dibent, others
AHFS/Drugs.commonograph
MedlinePlusa684007
Pregnancy
category
  • AU: B1
  • US: B (No risk in non-human studies)
ATC code
Legal status
Legal status
Pharmacokinetic data
Protein binding>99%
Elimination half-life5 h
Identifiers
  • 2-(Diethylamino)ethyl 1-cyclohexylcyclohexane-1-carboxylate
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.000.919 Edit this at Wikidata
Chemical and physical data
FormulaC19H35NO2
Molar mass୩୦୯.୪୯ g·mol−1
3D model (JSmol)
  • O=C(OCCN(CC)CC)C1(CCCCC1)C2CCCCC2
  • InChI=1S/C19H35NO2/c1-3-20(4-2)15-16-22-18(21)19(13-9-6-10-14-19)17-11-7-5-8-12-17/h17H,3-16H2,1-2H3 checkY
  • Key:CURUTKGFNZGFSE-UHFFFAOYSA-N checkY
  (verify)

ଡାଇସାଇକ୍ଲୋଭେରିନ (ଇଂରାଜୀ ଭାଷାରେ Dicycloverine, ଅନ୍ୟ ଏକ ନାମ ଡାଇସାକ୍ଲୋମିନ/ dicyclomine ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ରୋଗ ଭଳି ଅନ୍ତନଳୀର ସଙ୍କୋଚନ ହେଉଥିବା ରୋଗରେ ଦିଆଯାଏ ।[୧][୨] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ । [୨] ଏହା ବେବି କଲିକଏଣ୍ଟେରୋକୋଲାଇଟିସ (enterocolitis) ରୋଗମାନଙ୍କରେ ଦିଆଯାଉଥିଲେ ମଧ୍ୟ ଏହାର ଉପକାର ବିଷୟରେ କୌଣସି ସମର୍ଥନ ମିଳୁନି ।[୨]

ଡାଇସାଇକ୍ଲୋଭେରିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ଝାପସା ଦୃଷ୍ଟି, ଦୁର୍ବଳତା, ନିଦ୍ରାଳୁ ଭାବ ଓ ହାଲୁକା ମୁଣ୍ଡ ଅନୁଭବ ହୁଏ ।[୨] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସାଇକୋସିସ, ଶିଶୁଙ୍କର ଶ୍ୱାସ ସମସ୍ୟା ହୋଇପାରେ ।[୨] ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ କିନ୍ତୁ ସ୍ତନ୍ୟପାନ ସମୟରେ ଦେବାକୁ ମନାକରାଯାଏ ।[୩] ଏହାର କାର୍ଯ୍ୟବିଧି ସ୍ପଷ୍ଟ ହୋଇନାହିଁ ।[୨] {{^| ଡାଇସାଇକ୍ଲୋଭେରିନ ସନ ୧୯୫୦ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୧] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ଡୋଜ ପିଛା ପ୍ରାୟ ୧.୮୪ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ହୋଲସେଲ ମୂଲ୍ୟ ୦.୧୫ ଆମେରିକୀୟ ଡଲାର ।[୪] ସନ ୨୦୧୬ରେ ଏହାର ୩ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୭୮ତମ ସ୍ଥାନରେ ଥଲା ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ British national formulary : BNF 76 (76 ed.). Pharmaceutical Press. 2018. p. 759. ISBN 9780857113382.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Dicyclomine Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 3 March 2019.
  3. "Dicyclomine Pregnancy and Breastfeeding Warnings". Drugs.com (in ଇଂରାଜୀ). Retrieved 3 March 2019.
  4. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  5. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]