ଡାଇକ୍ଲୋକ୍ସାସିଲିନ

ଉଇକିପିଡ଼ିଆ‌ରୁ
ଡାଇକ୍ଲୋକ୍ସାସିଲିନ
Clinical data
Pronunciationdye klox' a sil' in[୧]
AHFS/Drugs.commonograph
MedlinePlusa685017
Pregnancy
category
  • AU: B2
  • US: B (No risk in non-human studies)
Routes of
administration
By mouth
Legal status
Legal status
Pharmacokinetic data
Bioavailability60 to 80%
Protein binding98%
MetabolismLiver
Elimination half-life0.7 hours
ExcretionKidney and biliary
Identifiers
  • (2S,5R,6R)-6-{[3-(2,6-dichlorophenyl)-5-methyl-
    oxazole-4-carbonyl]amino}-3,3-dimethyl-7-oxo-4-thia-
    1-azabicyclo[3.2.0]heptane-2-carboxylic acid
ECHA InfoCard100.019.535 Edit this at Wikidata
Chemical and physical data
FormulaC19H17Cl2N3O5S
Molar mass୪୭୦.୩୨ g·mol−1
3D model (JSmol)
  • O=C(O)[C@@H]3N4C(=O)[C@@H](NC(=O)c2c(onc2c1c(Cl)cccc1Cl)C)[C@H]4SC3(C)C
  • InChI=1S/C19H17Cl2N3O5S/c1-7-10(12(23-29-7)11-8(20)5-4-6-9(11)21)15(25)22-13-16(26)24-14(18(27)28)19(2,3)30-17(13)24/h4-6,13-14,17H,1-3H3,(H,22,25)(H,27,28)/t13-,14+,17-/m1/s1 checkY
  • Key:YFAGHNZHGGCZAX-JKIFEVAISA-N checkY
  (verify)

ଡାଇକ୍ଲୋକ୍ସାସିଲିନ ହେଉଛି ଏକ ଆଣ୍ଟିବାୟୋଟିକ୍ ଯାହା ଷ୍ଟାଫିଲୋକୋକାଲ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ସଂକ୍ରମଣ ମଧ୍ୟରେ ସେଲ୍ୟୁଲାଟିସ, ଓଷ୍ଟିଓମାୟେଲାଇଟିସ ଏବଂ ନିମୋନିଆ ଅନ୍ତର୍ଭୁକ୍ତ ହୋଇପାରେ ।[୩] ପେନିସିଲିନେଜ ପ୍ରତିରୋଧକ ରୋଗରେ ଏହା ପ୍ରଭାବଶାଳୀ ଥିବାବେଳେ ଏହା ମେଥିସିଲିନ ରେଜିଷ୍ଟାଣ୍ଟ ସ୍ଟାଫିଲୋକୋକସ (MRSA) ପାଇଁ ପ୍ରଭାବଶାଳୀ ନୁହେଁ | [୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ତରଳ ଝାଡ଼ା, ରାସ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, କ୍ଲୋଷ୍ଟ୍ରିଡିଅମ୍ ଡିଫିସିଲ ତରଳ ଝାଡ଼ା ଏବଂ କମ୍ ଶ୍ୱେତ ରକ୍ତ କଣିକା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ଅପେକ୍ଷାକୃତ ନିରାପଦ ମନେହୁଏ, କିନ୍ତୁ ଭଲ ଭାବରେ ଏହାର ଅଧ୍ୟୟନ କରାଯାଇ ନାହିଁ ।[୪] ଏହା ଏକ β- ଲାକ୍ଟାମ ଆଣ୍ଟିବାୟୋଟିକ୍ ଏବଂ ପେନିସିଲିନ।[୧] ଜୀବାଣୁ କୋଷ କାନ୍ଥରେ ହସ୍ତକ୍ଷେପ କରି ଏହା କାର୍ଯ୍ୟକ୍ଷମ ହୁଏ ।[୧]

୧୯୬୧ ମସିହାରେ ଡାଇକ୍ଲୋକ୍ସାସିଲିନ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୬୮ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୪୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୦ ଡଲାର ଥିଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Dicloxacillin". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 28 August 2021. Retrieved 24 December 2021.
  2. ୨.୦ ୨.୧ ୨.୨ "Dicloxacillin Monograph for Professionals". Drugs.com (in ଇଂରାଜୀ). Archived from the original on 20 January 2021. Retrieved 24 December 2021.
  3. "289107 DICLOXACILLIN MYLAN 500 dicloxacillin (as sodium) 500 mg capsule bottle". Archived from the original on 11 January 2022. Retrieved 24 December 2021.
  4. "Dicloxacillin Use During Pregnancy". Drugs.com (in ଇଂରାଜୀ). Archived from the original on 3 December 2020. Retrieved 24 December 2021.
  5. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 491. ISBN 9783527607495. Archived from the original on 2021-05-20. Retrieved 2020-12-01.
  6. "Dicloxacillin Prices, Coupons & Savings Tips - GoodRx". GoodRx. Archived from the original on 6 February 2017. Retrieved 24 December 2021.