ଟ୍ରାବେକ୍ଟେଡିନ
Clinical data | |
---|---|
Trade names | Yondelis |
Synonyms | ecteinascidin 743, ET-743 |
AHFS/Drugs.com | monograph |
MedlinePlus | a615059 |
data |
|
Pregnancy category |
|
Routes of administration | Intravenous |
Legal status | |
Legal status | |
Pharmacokinetic data | |
Bioavailability | Not applicable (IV only) |
Protein binding | 94 to 98% |
Metabolism | Liver (mostly CYP3A4-mediated) |
Elimination half-life | 180 hours (mean) |
Excretion | Mostly fecal |
Identifiers | |
| |
ECHA InfoCard | 100.223.368 |
Chemical and physical data | |
Formula | C39H43N3O11S |
Molar mass | ୭୬୧.୮୪ g·mol−1 |
3D model (JSmol) | |
| |
| |
(verify) |
ଟ୍ରାବେକ୍ଟେଡିନ, ୟୋଣ୍ଡେଲିସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଗେଇଯାଇଥିବା କୋମଳ-ତନ୍ତୁ ସାର୍କୋମା ଏବଂ ଓଭାରି କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଅନ୍ୟ କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪] ପାର୍ଶ୍ୱ ପ୍ରତିକ୍ରିୟାର ବିପଦକୁ ହ୍ରାସ କରିବା ପାଇଁ ଡେକ୍ସାମେଥାଜୋନ ବ୍ୟବହୃତ ହୁଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍ ସ୍ତର, ବାନ୍ତି, ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା ସ୍ତର, ଥକାପଣ, କମ ପ୍ଲାଟେଲେଟ ସ୍ତର ଏବଂ ତରଳ ଝାଡ଼ା ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାବଡୋମାୟୋଲାଇସିସ, ହୃଦ୍ପାତ ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଔଷଧ ଯୋଗୁଁ ୨% ଲୋକଙ୍କର ମୃତ୍ୟୁ ଘଟିଥାଏ ।[୪] ଏହା ଏକ ଆଲକିଲେଟିଂ ଏଜେଣ୍ଟ।[୫]
୨୦୦୭ ମସିହାରେ ୟୁରୋପରେ ଏବଂ ୨୦୧୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାବେକ୍ଟେଡିନ୍ ଅନୁମୋଦିତ ହୋଇଥିଲା ।[୪] [୫] ଏହା ପ୍ରଥମେ ୨୦୦୧ରେ ୟୁରୋପରେ ଏକ ଅନାଥ ଔଷଧ (orphan medicine) ଭାବରେ ନାମିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ଏହାର ୧ ମିଗ୍ରାର ମୂଲ୍ୟ ୧୪୦୦ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨୫୦ ଡଲାର ଅଟେ ।[୭] ଏହା ମୂଳତଃ ଏକ ସମୁଦ୍ର ସ୍କ୍ୱିର୍ଟରୁ (sea squirt) ଉତ୍ପନ୍ନ ହୋଇଥିଲା ।[୪]
ଆଧାର
[ସମ୍ପାଦନା]- ↑ "Yondelis EPAR". European Medicines Agency (EMA). Archived from the original on 22 October 2020. Retrieved 30 September 2020.
- ↑ "Yondelis 1 mg powder for concentrate for solution for infusion - Summary of Product Characteristics (SmPC)". (emc). 21 September 2020. Archived from the original on 29 August 2021. Retrieved 30 September 2020.
- ↑ "Yondelis- trabectedin injection, powder, lyophilized, for solution". DailyMed. 22 September 2020. Archived from the original on 25 October 2020. Retrieved 30 September 2020.
- ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Yondelis". Archived from the original on 22 October 2020. Retrieved 8 October 2021.
- ↑ ୫.୦ ୫.୧ ୫.୨ ୫.୩ ୫.୪ "Trabectedin Monograph for Professionals". Drugs.com (in ଇଂରାଜୀ). Retrieved 8 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 972. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Yondelis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 8 October 2021.