Jump to content

ଟେଡିଜୋଲିଡ

ଉଇକିପିଡ଼ିଆ‌ରୁ
ଟେଡିଜୋଲିଡ
Clinical data
Trade namesSivextro
SynonymsTR-700, torezolid
AHFS/Drugs.commonograph
MedlinePlusa614038
Pregnancy
category
  • US: N (Not classified yet)
Routes of
administration
By mouth, intravenous
Legal status
Legal status
Pharmacokinetic data
Bioavailability91%
Protein binding70–90%
Elimination half-life12 hours
ExcretionFeces
Identifiers
  • (5R)-3-{3-fluoro-4-[6-(2-methyl-2H-tetrazol-5-yl)pyridin-3-yl]phenyl}-5-(hydroxymethyl)-1,3-oxazolidin-2-one
ECHA InfoCard100.249.430 Edit this at Wikidata
Chemical and physical data
FormulaC17H15FN6O3
Molar mass୩୭୦.୩୪ g·mol−1
3D model (JSmol)
  • O=C4O[C@H](CN4c3cc(F)c(c1ccc(nc1)c2nn(nn2)C)cc3)CO
  • InChI=1S/C17H15FN6O3/c1-23-21-16(20-22-23)15-5-2-10(7-19-15)13-4-3-11(6-14(13)18)24-8-12(9-25)27-17(24)26/h2-7,12,25H,8-9H2,1H3/t12-/m1/s1 checkY
  • Key:XFALPSLJIHVRKE-GFCCVEGCSA-N checkY
  (verify)

ଟେଡିଜୋଲିଡ (ଇଂରାଜୀ ଭାଷାରେ Tedizolid), ସିଭେକ୍ସଟ୍ରୋ ଏହାର ବିକ୍ରୟ ନାମ, ହେଉଛି ଏକ ଆଣ୍ଟିବାୟୋଟିକ ଯାହା ଚର୍ମ ଓ ତାହାର ସେଲୁଲିଟିସ୍ ଏବଂ ଚର୍ମ ଆବସେସ୍ ସହିତ ଚର୍ମ ଏବଂ ଚର୍ମ ଉପାଦାନର ସଂକ୍ରମଣ ପାଇଁ ବ୍ୟବହୃତ ହୁଏ ।[୩] [୧] ମେଥିସିଲିନ୍-ପ୍ରତିରୋଧୀ ଷ୍ଟାଫିଲୋକୋକସ୍ ଅରିଅସ୍ (MRSA) ଏଥିରେ ଅନ୍ତର୍ଭୁକ୍ତ | [୧] ଏହା ପାଟିରେ କିମ୍ବା ଧୀରେ ଧୀରେ ଏକ ଶିରାରେ ଇଞ୍ଜେକ୍ସନ ଦେଇ ଦିଆଯାଇପାରେ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ମୁଣ୍ଡବିନ୍ଧା, ତରଳ ଝାଡ଼ା ଏବଂ ବାନ୍ତି ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲୋସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ ହୋଇପାରେ ।[୩] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହ ଅକ୍ସାଜୋଲିଡିନୋନ୍ ଶ୍ରେଣୀର ଔଷଧ ଏବଂ ଜୀବାଣୁକୁ ପ୍ରୋଟିନ୍ ତିଆରି କରିବାରେ ରୋକିଥାଏ ।[୧]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ ରେ କାନାଡ଼ା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟେଡିଜୋଲିଡ ଅନୁମୋଦିତ ହୋଇଥିଲା ।[୧] [୩] [୪] ଲିନେଜୋଲିଡର ବିକଳ୍ପ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଲିପିବଦ୍ଧ ଅଛି ।[୫] ଯୁକ୍ତରାଷ୍ଟ୍ରରେ ୬ ଦିନିଆ ଚିକିତ୍ସା କୋର୍ସର ଖର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାୟ ୨୩୦୦ ଡଲାର ଥିଲା । [୬] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୮୬୨ ପାଉଣ୍ଡ ଅଟେ ।[୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Sivextro EPAR". European Medicines Agency (EMA). Archived from the original on 8 July 2020. Retrieved 5 July 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  2. "Sivextro- tedizolid phosphate tablet, film coated Sivextro- tedizolid phosphate injection, powder, lyophilized, for solution". DailyMed. 22 June 2020. Archived from the original on 26 October 2020. Retrieved 24 October 2020.
  3. ୩.୦ ୩.୧ ୩.୨ ୩.୩ ୩.୪ "Tedizolid Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 24 September 2021.
  4. Canada, Health (4 May 2016). "Health Canada New Drug Authorizations: 2015 Highlights". www.canada.ca. Archived from the original on 20 February 2020. Retrieved 24 September 2021.
  5. World Health Organization (2023). The selection and use of essential medicines 2023: web annex A: World Health Organization model list of essential medicines: 23rd list (2023). Geneva: World Health Organization. hdl:10665/371090. WHO/MHP/HPS/EML/2023.02.
  6. "Tedizolid Prices, Coupons & Savings Tips - GoodRx". GoodRx. Archived from the original on 7 June 2016. Retrieved 24 September 2021.
  7. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 607. ISBN 978-0-85711-369-6.{{cite book}}: CS1 maint: date format (link)