ଝାଡ଼ଗ୍ରାମ
ଦେଖଣା

Jhargram
ঝাড়গ্রাম | |
|---|---|
City | |
Jhargram Deer Park | |
| Nickname: Aranya Sundari | |
| ଦେଶ | |
| ରାଜ୍ୟ | West Bengal |
| ଜିଲ୍ଲା | Paschim Medinipur |
| Government | |
| • Type | Municipality |
| • Chairperson | Raja Shivendra Bijoy Malla Deb |
| Elevation | 81 m (266 ft) |
| Population (2011) | |
| • Total | ୬୧,୭୧୨ |
| Languages | |
| • Official | Bengali, English |
| Time zone | UTC+5:30 (IST) |
| PIN | |
| Telephone code | 03221 |
| ଯାନବାହାନ ପଞ୍ଚୀକରଣ | WB-33,34 |
| Lok Sabha constituency | Jhargram |
| Vidhan Sabha constituency | Jhargram, Gopiballavpur |
| Website | www |
ଝାଡ଼ଗ୍ରାମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ମେଦିନିପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଝାଡ଼ଗ୍ରାମ ୨୨.୪୫୩୮ ଉତ୍ତର ଅକ୍ଷାଂଶ ଓ ୮୬.୯୯୫୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୬୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଝାଡ଼ଗ୍ରାମ ସହରର ମୋଟ ଜନସଂଖ୍ୟା ୫୩୧୫୮ ଅଟେ ।[୨] ସେଥି ମଧ୍ୟରୁ ୫୧.୦୭% ଜଣ ପରୁଷ ହୋଇଥିବା ବେଳେ ୪୮.୯୩% ଜଣ ନାରୀ ଅଟନ୍ତି । ଝାଡ଼ଗ୍ରାମର ସାକ୍ଷରତା ହାର ୭୬.୪୬% ଅଟେ । ଏହା ଜାତୀୟ ହାରଠାରୁ ୧୧.୬୨% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୭% ପ୍ରତିଶତ ପୁରୁଷ ଓ ୩୪.୬୮% ନାରୀ ଅଟନ୍ତି । ୧୦.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ଝାଡ଼ଗ୍ରାମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.