ଜାମସେଦଜୀ ଟାଟା

ଉଇକିପିଡ଼ିଆ‌ରୁ

ଜମସେଦଜୀ ଟାଟା
ଜମସେଦଜୀ ଟାଟା
Born(1839-03-03)୩ ମାର୍ଚ୍ଚ ୧୮୩୯
Died୧୯ ମଇ ୧୯୦୪(1904-05-19) (ବୟସ ୬୫)
Bad Nauheim, German Empire
Alma materଏଲିଫିନ୍ ଷ୍ଟୋନ କଲେଜ
Occupationପ୍ରତିଷ୍ଠାତା ଟାଟା ଗ୍ରୁପ୍
Spouseହୀରବାଇ ଡାବୋ
ChildrenDorabji Tata
ରତନଜୀ ଟାଟା
Parentନୁଶେରୱାଜୀ ଟାଟା ଏବଂ ଜୀବନବାଇ ଟାଟା

ଜାମସେଦଜୀ ନୁଶେରୱାଜୀ ଟାଟା (୩ ମାର୍ଚ୍ଚ ୧୮୩୯ ଏବଂ–୧୯ ମେ ୧୯୦୪ ) ଭାରତର ଜଣେ ଅଗ୍ରଗାମୀ ଶିଳ୍ପପତି, ସେ ଟାଟା ଗ୍ରୁପ୍ ପ୍ରତିଷ୍ଠାତା ,ଭାରତର ସବୁଠୁ ବଡ଼ ରାଶୀଭୂକ୍ତ କମ୍ପାନୀ।ସେ ପାର୍ସୀର Zoroastrian ପରିବାରରେ ନାଭସରୀ ଠାରେ ଜନ୍ମ ଗ୍ରହଣ କରିଥିଲେ ପରେ, ଏହା ମୁଖ୍ୟ ରାଜ୍ୟ କିଛି ଅଂଶ ବରୋଦାରେ ଥିଲା।

ସେ ପ୍ରତିଷ୍ଠାତା ରୂପରେଟାଟା ଗ୍ରୁପ୍ କମ୍ପାନୀର ଜଣାଶୁଣା ଲୋକଥିଲେ।ଟାଟା "Father of Indian Industry" .କିମ୍ବଦନ୍ତୀ ମୂଳକ ଭାବେ ସମ୍ମାନ ଦିଆଯାଏ।[୧]

ଏହା ଉପଯୁକ୍ତ ଯାହା ଆଧୁନିକ ଭାରତ ତାଙ୍କ ସ୍ମୃତିକୁ ମନେ ପକାଉଥିବ ଏବଂ ସମ୍ମାନ ଦେଉଥିବ ।"— ଜବାହାରଲାଲ ନେହେରୁ[୨]

ବାଲ୍ୟଜୀବନ[ସମ୍ପାଦନା]

ଜାମସେଦଜୀ ନୁଶେରୱାଜୀ ଟାଟାଙ୍କ ପିତା ଓ ମାତା ନୁଶେରୱାଜୀ ଏବଂ ଜୀବନବାଇ ଟାଟା ,ସେ ୩ ମାର୍ଚ୍ଚ ୧୮୩୯ରେ ନାଭିସରୀରେ ଜନ୍ମ ଗ୍ରହଣ କରିଥିଲେ।,ଏ ସହର ଗୁଜରାଟର ଦକ୍ଷିଣରେ ଅବସ୍ଥିତ। ତାଙ୍କ ବାପା ନୁଶେରୱାଜୀ ପାର୍ସୀ Zoroastrian ଧର୍ମଯାଜକ ପରିବାର ଭିତରେ ସେ ପ୍ରଥମ ବ୍ୟବସାୟୀ ଥିଲେ।ସେ ପରମ୍ପରା ଭାଙ୍ଗି ବ୍ୟବସାୟ ଆରମ୍ଭ କରିଥିଲେ, ସେ ତାଙ୍କ ପରିବାରମଧରେ ପ୍ରଥମ ଥିଲେ। ସେ ବାଣିଜ୍ୟଦ୍ୱାରା ବାହାରକୁ ଜିନିଷ ରପ୍ତାନି କରୁଥିଲେ, ତାଙ୍କ ଫାର୍ମ ମୁମ୍ବାଇ ଥିଲା।

ଜାମସେଦଜୀ ଟାଟା ତାଙ୍କ ବାପାଙ୍କ ସହ୧୪ ବର୍ଷ ବୟସରେ ଯୋଗ ଦେଇଥିଲେ ମୁମ୍ବାଇ ବ୍ୟବସାୟ ରେ,ଏବଂ ଏଲଫିନଷ୍ଟୋନ କଲେଜରେ ସେ 'ଗ୍ରୀନ ସ୍କଲାର' (ଗ୍ରାଜୁଏସନ ସହ ସମାନ)ପଢ଼ା ଶେଷ କରିଥିଲେ।ସେ ହୀରବାଇ ଡାବୋଙ୍କୁ ବିବାହ କରିଥିଲେ [୩] ସେତେବେଳେ ସେ ପାଠ ପଢୁଥିଲେ।[୪]ସେ ୧୮୫୮ରେ ଗ୍ରାଜୁଏଟ ହେଲେ ଏବଂ ତାଙ୍କ ବାପାଙ୍କ ବ୍ୟବସାୟରେ ଯୋଗ ଦେଇଥିଲେ।

ଟାଟା ବହୁତ ଜାଗାକୁ ବୁଲିବାକୁ ଯାଇଥିଲେ, ମୁଖ୍ୟତଃ ଇଂଲଣ୍ଡ,ୟୁରୋପ,ଚୀନ,ଜାପାନ,ଆମେରିକା,ଇତ୍ୟାଦି ଜାଗାକୁ ନିଜ ବାପାଙ୍କ ବ୍ୟବସାୟକୁ ପ୍ରତିଷ୍ଠା ପାଇଁ ଯାଉଥିଲେ।

ବ୍ୟବସାୟ[ସମ୍ପାଦନା]

ପ୍ରତିମୂର୍ତ୍ତି ଜେ. ନ୍. ଟାଟାଙ୍କ (ଉପରେ) Indian Institute of Science, ବାଙ୍ଗାଲୋର faculty hall with a miniature model of the faculty hall in his hand

ଟାଟା ତାଙ୍କ ବାପାଙ୍କ ସହ ୨୯ ବର୍ଷ ବୟସରୁ ବ୍ୟବସାୟରେ ଯୋଗ ଦେଇଥିଲେ।ସେ୧୮୬୮ମସିହାରେ ବାଣିଜ୍ୟ କମ୍ପାନୀ ପ୍ରତିଷ୍ଠାକରିଥିଲେ ସେଥିରେ Indian Rupee ₹ ୨୧,୦୦୦ ପୁଞ୍ଜି ବିନିଯୋଗ କରିଥିଲେ (worth Indian Rupee ₹ ୨୦୧୫ ଅନୁସାରେ ୨୧ ମିଲିୟନ). ସେ ବ୍ୟାଙ୍କରୁପଟୁ ଅଏଲ ମିଲ Chinchpokliଠାରେ କିଣିଥିଲେ ୧୮୬୯ରେ ଏବଂ ତାକୁ କଟନ ମିଲରେ ପରିଣତ କରିଥିଲେ, ତା ନାମ ରଖିଥିଲେ ଆଲେକ୍ସଡ୍ରା ମିଲ ସେ ସେଇ ମିଲକୁ ଲାଭ ରଖି ୨ ବର୍ଷପରେ ବିକ୍ରି କରିଦେଲେ। ସେ ଆଉ ଗୋଟେ କଟନ ମିଲ ୧୮୭୪ମସିହାରେ ନାଗପୁରଠାରେ କରଥିଲେ,ସେ ଖ୍ରୀଷ୍ଟୟାନ , Empress Millଥିଲେ ଯେତେବେଳେ ରାଣୀ ଭିକ୍ଟୋରିଆ ଅର୍ଥନୈତିକ କାରବାର ଭାରତରେ ୧ ଜାନୁୟାରୀ୧୮୭୭ରେ ଆରମ୍ଭ ହୋଇଥିଲା।

ସେ ଜୀବନ ୪ଟି ମୁଖ୍ୟ ଲକ୍ଷ୍ୟ ପୂରଣ କରିଥିଲେ: ସେ ଆଇରନ ଓ ଷ୍ଟିଲ କମ୍ପାନୀ ସ୍ଥାପନ କରିଥିଲେ,ସେ ଗୋଟେ world-class ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ, ଗୋଟେ ହୋଟେଲ ଏବଂ ହାଇଡ୍ରୋ-ଇଲେଟ୍ରିକସିଟି ପ୍ଲାଣ୍ଟ ସ୍ଥାପନ କରିଥିଲେ।ସେ ସମୟରେ ତାଜ ମହଲ ହୋଟେଲ କୋଲାବ waterfront ମୁମ୍ବାଇ ୩ ଡିସେମ୍ବର୧୯୦୩ରେ[୫] ମୂଲ୍ୟIndian Rupee ₹ ୧୧ମିଲିୟନ (worth Indian Rupee ₹ ୧୧ ବିଲିୟନ ୨୦୧୫ର ମୂଲ୍ୟ ଅନୁସାରେ) ଭାରତରେ ସମୟରେ କେବଳ ଗୋଟେ ମାତ୍ର ହୋଟେଲରେ ଇଲେଟ୍ରିସିଟି ଥିଲା।[ଆଧାର ଲୋଡ଼ା]

ତାଙ୍କ ଉତ୍ତରାଧିକାରୀର ୩ଟି କାର୍ଯ୍ୟ :

  • ଟାଟା ଷ୍ଟିଲ (formerly TISCO – ଟାଟା ଆଇରନ ଏବଂ ଷ୍ଟିଲ କମ୍ପାନୀ ଲିମିଟେଡ଼) ଏସିଆର ପ୍ରଥମ ଏବଂ ଭାରତର ବଡ଼ ଷ୍ଟିଲ କମ୍ପାନୀ। ବିଶ୍ୱରେ ଏହା ପଞ୍ଚମ ବଡ଼ ଷ୍ଟିଲ କମ୍ପାନୀ,ପରେ ଏହା ୨୮  ମିଲିୟନ ଟନ ଷ୍ଟିଲ ବର୍ଷକୁ ପ୍ରଡିଉସ କରୁଚି।[୬]
  • ଇଣ୍ଡିଆନ Instituteଅଫ୍ ସାଇନ୍ସ ,ବେଙ୍ଗଲୁର , the pre-eminent ଇଣ୍ଡିଆନ institution ଫର୍ ରିସର୍ଚ୍ଚ ଏବଂ ଏଜୁକେଶନ ଇନ ସାଇନ୍ସ ଏବଂ ଇଂଜିନିୟରିଂ।
  • ଟାଟା ହାଇଡ୍ରୋଇଲେଟ୍ରିକ ପାୱାର ସପ୍ଲାଇ କମ୍ପାନୀ, ନୂଆ ନାମ ଟାଟା ପାୱାର କମ୍ପାନୀ ଲିମିଟେଡ଼ , ବର୍ତ୍ତମାନ ଭାରତର ବଡ଼ ବେସରକାରୀ ଇଲେଟ୍ରିକସିଟି କମ୍ପାନୀ ଏବଂ ତା ସହ ୮୦୦୦ ମେଗାୱାଟ ବିଜୁଳି ଉତତ୍ପନ କରୁଚି।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଟାଟା ହୀରବାଇଙ୍କୁ ବିବାହ କରିଥିଲେ।ତାଙ୍କ ପିଲାମାନେ ହେଲେ Dorabji Tata ଏବଂ ରତନଜୀ ଟାଟା, ସେ ଟାଟାର ସଫଳ ଚେୟାର ମ୍ୟାନ ଟାଟା ଗ୍ରୁପ୍

ଟାଟାଙ୍କ ଭଉଣୀ ଜୀରବାଇ ,ସେ ଜଣେ ମୁମ୍ବାଇର ବ୍ୟବସାୟୀଙ୍କୁ ବିବାହ କରିଥିଲେ, ସେ Shapurji Saklatvalaଙ୍କ ମା ଥିଲେ, Shapurji Saklatvala ଟାଟାକୁ ସଫଳତାର ସହ ଆଗକୁ ନେଇଥିଲେ, ଲୁହାପଥର ଓ କୋଇଲା ଖଣିକୁ ବ୍ୟବହାର କରି କମ୍ପାନୀକୁ ବିହାର ଓ ଓଡ଼ିଶାରେ ଏବଂ ନିଜ କୀର୍ତ୍ତିମାନ ସ୍ଥାପନ କରିଥିଲେ। Saklatvala ପରେ ଇଂଲଣ୍ଡରେ ବସବାସ କଲେ,ପ୍ରାଥମିକ ଅବସ୍ଥାରେ ସେ ଟାଟାର Manchesterଅଫିସ ଚଳାଇଥିଲେ ଏବଂ ପରେ କମୁନିଷ୍ଟ ମେମ୍ବର ଅଫ୍ ବ୍ରିଟିଶ ପଲ୍ୟାମେଣ୍ଟରେ ଯୋଗ ଦେଲେ।[୭]

ଶେଷ ସମୟ[ସମ୍ପାଦନା]

ଯେତେବେଳେ ସେ ବ୍ୟବସାୟ ପାଇଁ ଯାତ୍ରା କରିଥିଲେ ଜର୍ମାନୀକୁ ୧୯୦୦ମସିହାରେ, ଟାଟାଙ୍କ ବହୁତ ଜୋରେ ଦେହ ଖରାପ ହେଲା।ସେ Bad Nauheimଠାରେ ମୃତ୍ୟୁ ବରଣ କରିଥିଲେ[୮] ୧୯ ମେ ୧୯୦୪,ଏବଂ ମୃତ ଦେହକୁ ପ୍ୟାରିସର burial ପଡିଆଠାରେ Brookwood Cemetery, Woking, ଇଂଲଣ୍ଡରେ କବର ଦିଆଯାଇଥିଲା।

ଇଚ୍ଛାପତ୍ର[ସମ୍ପାଦନା]

ଟାଟା ଆଇରନ ଓ ଷ୍ଟିଲ କାରଖାନା ସାକଚି ଗାଁ ଝାଡ଼ଖଣ୍ଡ ରାଜ୍ୟରେ ସ୍ଥାପନ କରିଥିଲେ ।ଗାଁ ଧୀରେଧୀରେ ସହରରେ ପରିଣତ ହେଲା ଏବଂ ସେଠି ଗୋଟେ ରେଲୱେ ଷ୍ଟେସନ ଅଛି ତା ନାମ ଟାଟାନଗର. ବର୍ତ୍ତମାନ ତା ବ୍ୟସ୍ତ ମହାନଗରୀରେ ପରିଣତ ହେଲାଣି ତା ନାମଜାମସେଦପୁର, ଝାଡ଼ଖଣ୍ଡ,ତା ନାମ ତାଙ୍କୁ ସନମ୍ମାନଦେବା ପାଇଁ ରଖାଯାଇଥିଲା ।

ପୁରୁଣା ନାମ ଗାଁ ସାକଚି ବର୍ତ୍ତମାନର ଜାମସେଦ ସହର,ଯାହା ସହରତଳି ଥିଲା।

He became the founding member of the Tata family.

Quotes[ସମ୍ପାଦନା]

Tata painting by Edwin Arthur Ward (୧୮୬୦-୧୯୩୩)

ଆଧାର[ସମ୍ପାଦନା]

  1. "webindia123-Indian personalities-Industrialists-Jamshedji Tata". webindia123.com.
  2. About us | Heritage | Pioneers Archived 14 August 2013 at the Wayback Machine.. Tata.com (10 August 2008). Retrieved on 28 July 2013.
  3. "Family Tree of the Tatas". Archived from the original on 19 ଜୁଲାଇ 2008. Retrieved 9 ସେପ୍ଟେମ୍ବର 2006.
  4. "Biography on TIFR website". Retrieved 9 ସେପ୍ଟେମ୍ବର 2006.
  5. "Taj Hotels website".
  6. "Tata Steel website". Retrieved 9 ସେପ୍ଟେମ୍ବର 2006.
  7. Oxford Dictionary of National Biography, Volume 48. Oxford University Press. 2004. pp. 675–676.Article on Saklatvala by Mike Squires. In the article he is simply called J.N. Tata.
  8. Jamsetji Tata’s guiding spirit- growth of Indian Steel industry by Tata legacy. Tatasteel100.com. Retrieved on 28 July 2013.