ଚେନ୍ନାଇ ଏକ୍ସପ୍ରେସ

ଉଇକିପିଡ଼ିଆ ରୁ
Jump to navigation Jump to search
ଚେନ୍ନାଇ ଏକ୍ସପ୍ରେସ
SRK at CE promotion.jpg
ଚେନ୍ନାଇ ଏକ୍ସପ୍ରେସର ପ୍ରମୋସନରେ ଶାହାରୁଖ ଖାଁ
ନିର୍ଦ୍ଦେଶକରୋହିତ ଶେଟ୍ଟୀ
ପ୍ରଯୋଜକଗୌରୀ ଖାଁ
ରୋନୀ ସ୍କୃବାଲା
ସିଦ୍ଧାର୍ଥ ରାୟକପୁର
ଚିତ୍ରନାଟ୍ୟୟୁନୁସ ସାଜବାଲ
କାହାଣୀକେ॰ ସୁଭାଷ
କଳାକାରଦୀପିକା ପାଦୁକୋନ
ଶାହାରୁଖ ଖାଁ[୧]
ସଙ୍ଗୀତବିଶାଲ ଶେଖର
ଚିତ୍ରଗ୍ରହଣଡୁଡ଼ଲେ
ସମ୍ପାଦକଷ୍ଟିବନ ଏଚ॰ ବେର୍ଣ୍ଣାଡ଼
Production
company
ରେଡ଼ ଚିଲି ଏଣ୍ଟରଟେନମେଣ୍ଟ
ବିତରକୟୁଟିଭି ମୋସନ ପିକ୍ଚର୍ସ[୨]
କଥାଚିତ୍ରର ସମୟ
141 ମିନିଟ[୩]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚIndian Rupee ₹୭୫୦ million (US$୭୩୦.୦୨ million)[୪][୫]
ମୋଟ ଆୟIndian Rupee ₹3.95 billion (US$୮୭.୬୯ million)[୬][୭]

ଚେନ୍ନାଇ ଏକ୍ସପ୍ରେସ ରେଡ଼ ଚିଲ ଏଣ୍ଟରଟେନମେଣ୍ଟର ବ୍ୟାନର ତଳେ ତିଆରି ହୋଇଥିବା ରୋହିତ ଶେଟ୍ଟୀଙ୍କଦ୍ୱାରା ନିର୍ଦ୍ଦେଶିତ[୮] ଏବଂ ଗୌର ଖାଁଙ୍କଦ୍ୱାରା ନିର୍ମିତ 2013 ମସିହାର ଭାରତୀୟ ଆକ୍ସନ ହାସ୍ୟ ଫିଲ୍ମ ଅଟେ ।[୯] ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଫିଲ୍ମରେ ମୁଖ୍ୟ ଭୂମିକାରେ ରହିଥିଲେ । ଏହି ଫିଲ୍ମ ପ୍ରାୟତଃ 226.70 କୋଟି ଟଙ୍କା ରୋଜଗାର କରିଥିଲା ।[୧୦]

ଚେନ୍ନାଇ ଏକ୍ସପ୍ରେସ ଭାରତର ବିଶ୍ୱସ୍ତରରେ ଅଧିକ ରୋଜଗାର କରିଥିବା ଫିଲ୍ମ ତିଆରି ହେବାରେ ସଫଳତା ଲାଭ କରିଥିଲା । ଏହି ଫିଲ୍ମ ମୂଳ ରୂପେ Rs. 3.95 billion (US$ ୮୭.୬୯ million) ଟଙ୍କାର ରୋଜଗାର କରିଥିଲା । ବକ୍ସ ଅଫିସ ଭାରତ ଅନୁସାରେ ଏହି ଫିଲ୍ମ "ଥ୍ରୀ ଇଡ଼ିଅଟ "ଦ୍ୱାରା ତିଆରି ହୋଇଥିବା ଉଚ୍ଚମାନକ Rs. 3.92 billion (US$ ୮୭.୦୨ million)କୁ ପାର କରିଥିଲା ।[୧୧][୧୨]

ଭୂମିକା[ସମ୍ପାଦନା]

  • ଦୀପିକା ପାଦୁକୋନ, ମୀନାଲୋଚନୀ " ମୀନାମ୍ମା " ରୂପେ
  • ଶାହାରୁଖ ଖାଁ ରାହୁଲ ମିଠାଇ ବାଲା ରୂପେ
  • ନିକିତିନ ଧୀର, ତଙ୍ଗବଲ୍ଲୀ ( ମୀନାମ୍ମାର ଭାବି ସ୍ୱାମୀ) ରୂପେ[୧୩]
  • ସତ୍ୟରାଜ, ଦୁର୍ଗେଶ୍ୱର ରୂପେ "ଦୁର୍ଗେଶ" ଅଜହାଗ ସୁନ୍ଦରମ (ମୀନାମ୍ମାଙ୍କ ପିତା)[୧୪]
  • ମୁକେଶ ତିୱାରୀ, ଇନ୍ସପେକ୍ଟର ଶମସେର ରୂପେ[୧୫]
  • କାମିନୀ କୌଶଲ, ନିତୁ ଭୀଷ୍ମଭର ମୀତଇବାଲା (ରାହୁଲର ଜେଜେମା)
  • ପୁବିଷା ମନୋହରନ, ରାଧିକା "ରାଧା" ଅଜହାଗ ସୁନ୍ଦରମ (ମୀନାମ୍ମାଙ୍କ ଦାଦା ପୁଅ ଭାଈ) ରୂପେ
  • ଲେଖ ଟଣ୍ଡନ , ଭୀଷ୍ମ ଭାଈ ମିଠାଇ ବାଲା (ରାହୁଲର ଜେଜେ ବାପା)
  • ଜୀମ୍ମି ମୋସେସ, ଟ୍ରକ ଡ୍ରାଇଭର
  • ରାକେଶ କୁକରେଟି, "ବବି" (ରାହୁଲର ସାଙ୍ଗ)[୧୬]
  • ପ୍ରିୟମଣୀ, "ଆଇଟମ ନମ୍ବର" (1 2 3 4 ଗେଟ ଅନ ଦି ଡ୍ୟାନ୍ସ ଫ୍ଲୋର)[୧୭][୧୮][୧୯][୨୦][୨୧][୨୨]

ଫିଲ୍ମର ନିର୍ମାଣ[ସମ୍ପାଦନା]

5 ଅକ୍ଟୋବର 2012 ମସିହାରେ ମୁମ୍ବାଇରେ ମେହେବୁବ ଷ୍ଟୁଡ଼ିଓରେ ପରିଯୋଜନାର ଫିଲ୍ମାଙ୍କନ ଆରମ୍ଭ ହୋଇଥିଲା ।[୨୩] ଏକ ନ୍ୟୁନତମ ନାବିକଗଣ ଦଳ ସହିତ "ଛତ୍ରପତି ଶିବାଜୀ ଟର୍ମିନସ ରେଲୱେ ଷ୍ଟେସନ"ରେ ଅତିରିକ୍ତ ଫିଲ୍ମାଙ୍କନ ହୋଇଥିଲା। [୨୪] ନଭେମ୍ବର 2012 ମସିହାରେ କଳାକାର ଏବଂ ଚାଳକ ଦଳ ମାନେ ସେଠାରେ ସ୍ଥାପିତ ଦୃଶ୍ୟମାନକୁ ଫିଲ୍ମାଙ୍କନ ଆରମ୍ଭ କରିବା ପାଇଁ ଗୋଆ ଯାଇଥିଲେ ।[୨୫] ଭାସ୍କୋ ଡ଼ି ଗାମା ରେଲୱେ ଷ୍ଟେସନକୁ କଲ୍ୟାଣ ଜଙ୍କସନ ରେଲୱେ ଷ୍ଟେସନ ରୂପେ ଚିତ୍ରୀତ କରାଯାଇଥିଲା । କ୍ଷୀର ସାଗର ଜଳ ପ୍ରପାତ ପାଖ ଦେଇ ଗତିକରୁଥିବା ଟ୍ରେନରେ ଏକ ରୋମାଣ୍ଟିକ ଦୃଶ୍ୟ ମଧ୍ୟ ଫିଲ୍ମରେ ନିର୍ମାଣ କରାଯାଇଥିଲା ।[୨୬] ଡିସେମ୍ବର 2012 ମସିହାରେ, କିଛି ଦୃଶ୍ୟକୁ ଫିଲ୍ମରେ ଦୃଶ୍ୟମାନ କରେଇବା ପାଇଁ ନାବିକ ଗଣ "ଜକର୍ତ୍ତା" ଯାଇଥିଲେ ।[୨୭]

ଜାନୁଆରୀ 2013 ମସିହାରେ, ଊଟୀରେ ଏକ ସୁଟିଂ ହେବାର ଥିଲା, କିନ୍ତୁ ଯେତେବେଳେ ଶାହାରୁଖ ଖାଁଙ୍କୁ ଲାଗିଲା ଯେ, ଊଟୀ ମୁମ୍ବାଇ ଠାରୁ ବହୁତ ଦୂର ରହିଛି, ତେଣୁ ପରେ ଊଟୀକୁ ବହୁ ସ୍ଥାନରେ ପୁନଃ ନିର୍ମାଣ କରାଗଲା । ଏହା ମହାରାଷ୍ଟ୍ରରେ [୨୮] ଆବଶ୍ୟକ ସେଟ ତିଆରି କରିବାରେ 40 ଦିନ ଓ Indian Rupee ₹ 15 ମିଲିୟନରୁ ଅଧିକ ସମୟ ଲାଗିଥିଲା ।[୨୮][୨୯]ବାଈରେ ଫିଲ୍ମଙ୍କନ ମାର୍ଚ୍ଚ 2013 ମସିହାର 12ଟି ଯାକ ମାସରେ ହୋଇଥିଲା ।[୩୦] ମୁନ୍ନାର, କେରଳରେ ୧୦ ଦିବସିୟ ସୁଟିଂ ସୂଚୀ ଏପ୍ରିଲ ୨୦୧୩ ମସିହା ମଧ୍ୟ ଭାଗରେ ଆରମ୍ଭ ହୋଇଥିଲା : ଦେବୀକୂଳମ ଝରଣା, ମିଶାପୁଲିମଳା, ବାଗବାର ଏବଂ କାନୀମାଲରେ ଦୃଶ୍ୟ ଗୁଡିକୁ ଫିଲ୍ମରେ ନିର୍ମାଣ କରାଯାଇଥିଲା ।[୩୧] ପ୍ରବଳ ବର୍ଷା କାରଣରୁ ବହୁଦିନ ପର୍ଯ୍ୟନ୍ତ ଫିଲ୍ମଙ୍କନକୁ ଅଟକାଇ ଦିଆ ଯାଇଥିଲା , ଯାହାର ପରିଣାମ ସ୍ୱରୂପ ସୂଚୀ ଗୁଡିକ ସେହି ମାସର ଶେଷ ଆଡକୁ ଅଳ୍ପ ବଢ଼େଇ ଦିଆଯାଇଥିଲା । [୩୨] ମୁନ୍ନାରରେ ଏକ ପ୍ରେସ କନ୍ଫରେନ୍ସ ଆୟୋଜିତ କରାଯାଇଥିଲା ।[୩୩] ମଇ 2013 ମସିହାରେ, ଉତ୍ତରୀ ଗୋବାରେ ଦୃଶ୍ୟମାନ ନିର୍ମାଣ କରାଯାଇଥିଲା ।[୩୪][୩୫] ଦୀପିକା ପାଦୁକୋନ ୨୫ ମଇ ୨୦୧୩ ମସିହାରେ ନିଜ ସୁଟିଂ ସମ୍ପୂର୍ଣ୍ଣ କରିଥିଲେ ।[୩୬] ଖାଁ ନିଜର ଶେଷ ଦୃଶ୍ୟକୁ ନିର୍ମାଣ କରିବା ପାଇଁ ମଇ ୨୦୧୩ ମସିହାରେ ହାଇଦ୍ରାବାଦ, ଭାରତରେ ନିଜର ବୀମାନ ଯାତ୍ରା କରିଥିଲେ ।[୩୭]ଫିଲ୍ମରେ ବହୁ ତାମିଲ ସମ୍ବାଦ ରହିଛି , କିନ୍ତୁ ସନ୍ଦର୍ଭ ବନେଇ ରଖିବା ପାଇଁ କୌଣସି ଉପଶୀର୍ଷକର ଉପଯୋଗ କରାଯାଇ ନାହିଁ ।[୩୮]

ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ ସଙ୍ଗୀତ ଗୁଡିକୁ 1 ଜୁଲାଇ 2013 ମସିହାରେ ଜାରି କରାଯାଇଥିଲା ।[୩୯]

ଆଧାର[ସମ୍ପାଦନା]

  1. "Chennai Express The Characters". Chennai Express. Retrieved 9 ଅଗଷ୍ଟ 2013. Check date values in: |accessdate= (help)
  2. "Chennai Express Finally Chugs Off". ନ୍ୟୁୟର୍କ ଟାଇମ୍ସ. 28 ସେପ୍ଟେମ୍ବର 2012. Retrieved 9 ଅଗଷ୍ଟ 2013. Check date values in: |accessdate=, |date= (help)
  3. "CHENNAI EXPRESS (12A)". ବ୍ରିଟିଶ ଫିଲ୍ମ ବର୍ଗିକରଣ ବୋର୍ଡ. 31 ଜୁଲାଇ 2013. Retrieved 9 ଅଗଷ୍ଟ 2013. Check date values in: |accessdate=, |date= (help)
  4. "Movie preview: Fun ride on Chennai Express". देक्केन हेराल्ड. 6 ଅଗଷ୍ଟ 2013. Retrieved 9 ଅଗଷ୍ଟ 2013. Check date values in: |accessdate=, |date= (help)
  5. "Rs 400 crore riding on Bollywood box office this August". ହିନ୍ଦୁସ୍ତାନ ଟାଇମ୍ସ. 31 ଜୁଲାଇ 2013. Retrieved 9 ଅଗଷ୍ଟ 2013. Check date values in: |accessdate=, |date= (help)
  6. "Worldwide TOP TEN 2013" (in ଇଂରାଜୀ). ବକ୍ସ ଅଫିସ ଇଣ୍ଡିଆ. 12 ଡିସେମ୍ବର 2013. Archived from the original on 2014-01-04. Retrieved 24 ମାର୍ଚ୍ଚ 2014. Check date values in: |accessdate=, |date= (help)
  7. "ବକ୍ସ ଅଫିସ ଇଣ୍ଡିଆ". Retrieved 2013-12-18.
  8. "Chennai Express (2013)". ଇଣ୍ଟରନେଟ ମୁଭି ଡାଟାବେସ. Retrieved 2012-02-13.
  9. "Chennai Express". କୋଈମାଇ. 2 ଜୁଲାଇ2013. Retrieved 9 अगस्त 2013. Check date values in: |accessdate=, |date= (help)
  10. "200 କୋଟି କ୍ଳବରେ ସାମିଲ ହୋଇଥିବା ବିଶେଷ ଫିଲ୍ମ". ପତ୍ରିକା ସମାଚାର ସମୂହ. 5 ଅଗଷ୍ଟ 2014. Retrieved 5 ଅଗଷ୍ଟ 2014. Check date values in: |accessdate=, |date= (help)
  11. "What Will Be The Final Worldwide Business Of Krrish 3 And What Was Chennai Express Worldwide?". ବକ୍ସ ଅଫିସ ଇଣ୍ଡିଆ. Archived from the original on 27 ନଭେମ୍ବର2013. Check date values in: |archivedate= (help)
  12. "Chennai Express Crosses Ek Tha Tiger Worldwide In Ten Days". ବକ୍ସ ଅଫିସ ଇଣ୍ଡିଆ. 19 ଅଗଷ୍ଟ 2013. Archived from the original on 19 ଅଗଷ୍ଟ 2013. Check date values in: |date=, |archivedate= (help)
  13. "'Chennai Express' has made me a better actor: Nikitin Dheer". The Times of India. 12 September 2013. Archived from the original on 6 September 2017. Retrieved 28 December 2013. Unknown parameter |url-status= ignored (help)
  14. "Introducing The Characters of Chennai Express". Koimoi. 2 July 2013. Archived from the original on 6 July 2013. Retrieved 2 July 2013. Unknown parameter |url-status= ignored (help)
  15. Saibal Chatterjee (8 August 2013). "Chennai Express movie review". NDTV. Archived from the original on 8 November 2013. Retrieved 28 December 2013. Unknown parameter |url-status= ignored (help)
  16. "Bollywood Hungama Chennai Express(2013)". Bollywood Hungama. 1 January 2013. Archived from the original on 12 July 2013. Retrieved 25 July 2013. Unknown parameter |url-status= ignored (help)
  17. Ramchander (16 December 2013). "Priyamani eyes for Salman and Shahrukh Khan movies". One India. Archived from the original on 18 December 2013. Retrieved 28 December 2013. Unknown parameter |url-status= ignored (help)
  18. IB Times Staff Reporter (2013-03-24). "'Chennai Express': Priyamani's Item Song with Shahrukh Khan to be Shot Again!".
  19. "Shah Rukh Khan's latkas jhatkas in Chennai Express item number - Indian Express". archive.indianexpress.com.
  20. "South actor Priyamani is excited about her item number in Shahrukh Khan's Chennai Express! - Bollywoodlife.com".
  21. Ramachandran, Mythily (1 August 2013). "Southern Spice: The Southern girl in SRK's "Chennai"".
  22. "Chennai Express song One two three four: What exactly is Shahrukh Khan up to? - Bollywoodlife.com".
  23. "Shah Rukh-Salman spotted together at Mehboob studio". India TV News. 8 August 2013. Archived from the original on 26 August 2013. Retrieved 27 December 2013. Unknown parameter |url-status= ignored (help)
  24. "Chennai Express: Shah Rukh Khan, Deepika Padukone Bring Back 'DDLJ' Memories". Businessofcinema. 27 November 2012. Archived from the original on 4 March 2016. Retrieved 29 January 2015. Unknown parameter |url-status= ignored (help)
  25. Simran Chopra (12 August 2012). "Chennai Express: Shah Rukh Khan, Deepika Padukone Shoot At Iconic Dudhsagar Falls". Business of Cinema. Archived from the original on 28 January 2015. Retrieved 26 January 2015. Unknown parameter |url-status= ignored (help)
  26. Steven Baker (8 December 2012). "Shah Rukh Khan, Deepika Padukone shoot waterfall sequence". Digital Spy. Archived from the original on 16 May 2013. Retrieved 24 May 2013. Unknown parameter |url-status= ignored (help)
  27. "Shahrukh Khan leaves for Jakarta with Chennai Express team". Glamsham. 8 December 2012. Archived from the original on 30 December 2012. Retrieved 24 May 2013. Unknown parameter |url-status= ignored (help)
  28. ୨୮.୦ ୨୮.୧ Upala KBR (30 March 2013). "Shah Rukh Khan brings Ooty to Wai!". Daily News and Analysis. Archived from the original on 4 April 2013. Retrieved 24 May 2013. Unknown parameter |url-status= ignored (help)
  29. Bollywood Hungama (2 January 2013). "Shah Rukh Khan, Deepika Padukone flaunt lungi for Chennai Express". Hindustan Times. Archived from the original on 3 March 2013. Retrieved 24 May 2013. Unknown parameter |url-status= ignored (help)
  30. "Team 'Chennai Express' Wraps Up Wai Schedule". Koimoi. 1 April 2013. Archived from the original on 18 May 2013. Retrieved 24 May 2013. Unknown parameter |url-status= ignored (help)
  31. "King Khan in Munnar for 'Chennai Express' shooting". The New Indian Express. 30 April 2013. Archived from the original on 20 May 2013. Retrieved 24 May 2013. Unknown parameter |url-status= ignored (help)
  32. Awasthy K (30 April 2013). "Munnar Diaries". The New Indian Express. Archived from the original on 14 May 2013. Retrieved 24 May 2013. Unknown parameter |url-status= ignored (help)
  33. "Shahrukh Khan not to act in Malayalam cinema". Asianet News. Archived from the original on 11 March 2016. Retrieved 26 January 2015. Unknown parameter |url-status= ignored (help)
  34. "Salman and SRK together in Goa". Filmfare. 20 May 2013. Archived from the original on 24 May 2013. Retrieved 24 May 2013. Unknown parameter |url-status= ignored (help)
  35. Puri (24 May 2013). "New Pictures: Shahrukh Khan, Deepika Padukone on Chennai Express sets". Oneindia Entertainment. Archived from the original on 8 June 2013. Retrieved 24 May 2013. Unknown parameter |url-status= ignored (help)
  36. Akshata Shetty (27 April 2013). "Deepika Padukone wraps up 'Chennai Express' shoot". The Times of India. Retrieved 24 May 2013.
  37. "Karan Johar Picks Aamir Khan Over SRK at Birthday Bash!". Business of Cinema. 27 May 2013. Archived from the original on 23 October 2013. Retrieved 27 January 2015. Unknown parameter |url-status= ignored (help)
  38. "Will wait for 3–4 days to count 'Chennai Express' collections: Shah Rukh Khan". The Times of India. IANS. 10 August 2013. Archived from the original on 11 August 2013. Retrieved 15 August 2013. Unknown parameter |url-status= ignored (help)
  39. "Chennai Express Music Album". ତରଣ ଆଦର୍ଶ. 2 ଜୁଲାଇ2013. Retrieved 9 ଅଗଷ୍ଟ2013. Check date values in: |accessdate=, |date= (help)