ଚିତ୍ରକାରିଣୀ ମନ୍ଦିର

ଉଇକିପିଡ଼ିଆ‌ରୁ
ଚିତ୍ରକାରିଣୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
ଦେବାଦେବୀଭଗବାନ ଶିବ
Location
ସ୍ଥାନଭୁବନେଶ୍ୱର
Stateଓଡ଼ିଶା
Countryଭାରତ
Architecture
Typeକଳିଙ୍ଗ ସ୍ଥାପତ୍ୟକଳା
Completedତ୍ରୟୋଦଶ ଶତାବ୍ଦୀ
Specifications
Temple(s)
Elevation33 m (108 ft)

ଚିତ୍ରକାରିଣୀ ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁ ମନ୍ଦିର ଅଟେ । ଏହା ମୁଖ୍ୟ ମନ୍ଦିର ଏବଂ ତା'ର ଚତୁଃପାର୍ଶ୍ୱରେ ଥିବା ଚାରୋଟି ମନ୍ଦିରର ସମୂହ ।[୧] ମନ୍ଦିରଟିର ଇଷ୍ଟଦେବୀ ହେଉଛନ୍ତି ଚାମୁଣ୍ଡା ।

ମନ୍ଦିର ସ୍ଥାପତ୍ୟ[ସମ୍ପାଦନା]

ଚିତ୍ରକାରିଣୀ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀ ନାଗରା ଅନୁସରଣରେ ନିର୍ମିତ । ଏତଦବ୍ୟତୀତ ଏଥିରେ ପଞ୍ଚାୟତନ ଶୈଳୀର ଅନୁଶୀଳନରେ ମୁଖ୍ୟ ମନ୍ଦିର ଚାରିପଟେ ଚାରୋଟି ସାନ ମନ୍ଦିରମାନ ରହିଛି ।
ମୁଖ୍ୟ ମନ୍ଦିରଟି ଦୁଇ ଭାଗରେ ବିଭକ୍ତ: ଗର୍ଭଗୃହ ଏବଂ ଜଗମୋହନ । ଜଗମୋହନର ଉପରଭାଗ ପିରାମିଡ଼ ଆକାରରେ ଗଠିତ, ଯାହାକୁ ପିଢ଼ା କୁହାଯାଏ । ଅନ୍ୟ ଚାରୋଟି ମନ୍ଦିରରେ କେବଳ ଗର୍ଭଗୃହ ରହିଛି । ପ୍ରତ୍ୟେକ ମନ୍ଦିରରେ ଥିବା ଲମ୍ବା ରେଖା ଦେଉଳ(ବିମାନ) ଦ୍ରାବିଡ଼ ଶୈଳୀରେ ନିର୍ମିତ ମନ୍ଦିରମାନଙ୍କଠାରୁ ଅପେକ୍ଷାକୃତ ବଡ଼ ।
ମୁଖ୍ୟ ମନ୍ଦିରର ଗର୍ଭଗୃହରେ ଚାମୁଣ୍ଡା ଦେବୀଙ୍କ ପ୍ରତିମା ଉପସ୍ଥିତ ।[୨] ଏହା ଏକ ନାଲିରଙ୍ଗର ପ୍ରତିମା । ଜଗମୋହନରେ ଥିବା ହନୁମାନ ଏବଂ ନବଗ୍ରହଙ୍କ ପ୍ରତିମା ସିଧାସଳଖ ପଥରରେ ଖୋଦିତ ।

ଚିତ୍ରାବଳୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2018-10-15. Retrieved 2018-07-28. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି" (PDF). Archived from the original (PDF) on 2021-01-27. Retrieved 2018-07-28. {{cite web}}: Cite has empty unknown parameter: |1= (help)