ଗୋସେରେଲିନ

ଉଇକିପିଡ଼ିଆ‌ରୁ
ଗୋସେରେଲିନ
Clinical data
Trade namesZoladex, others
SynonymsD-Ser(But)6Azgly10-GnRH
AHFS/Drugs.commonograph
MedlinePlusa601002
Pregnancy
category
  • D (3.6mg) / X (10.8mg) (USA)
Routes of
administration
Implant
Legal status
Legal status
  • ℞ (Prescription only)
Pharmacokinetic data
Protein binding27.3%
Elimination half-life4–5 hours
Identifiers
  • N-(21-((1H-indol-3-yl)methyl)-1,1-diamino-12-(tert-butoxymethyl)-6-(2-(2-carbamoylhydrazinecarbonyl)cyclopentanecarbonyl)-15-(4-hydroxybenzyl)-18-(hydroxymethyl)-25-(1H-imidazol-5-yl)-9-isobutyl-8,11,14,17,20,23-hexaoxo-2,7,10,13,16,19,22-heptaazapentacos-1-en-24-yl)-5-oxopyrrolidine-2-carboxamide
ECHA InfoCard100.212.024 Edit this at Wikidata
Chemical and physical data
FormulaC59H84N18O14
Molar mass୧,୨୬୯.୪୩ g·mol−1
3D model (JSmol)
  • CC(C)C[C@H](NC(=O)[C@@H](COC(C)(C)C)NC(=O)[C@H](CC1=CC=C(O)C=C1)NC(=O)[C@H](CO)NC(=O)[C@H](CC1=CNC2=CC=CC=C12)NC(=O)[C@H](CC1=CN=CN1)NC(=O)[C@@H]1CCC(=O)N1)C(=O)N[C@@H](CCCN=C(N)N)C(=O)N1CCC[C@H]1C(=O)NNC(N)=O
  • InChI=1S/C59H84N18O14/c1-31(2)22-40(49(82)68-39(12-8-20-64-57(60)61)56(89)77-21-9-13-46(77)55(88)75-76-58(62)90)69-54(87)45(29-91-59(3,4)5)74-50(83)41(23-32-14-16-35(79)17-15-32)70-53(86)44(28-78)73-51(84)42(24-33-26-65-37-11-7-6-10-36(33)37)71-52(85)43(25-34-27-63-30-66-34)72-48(81)38-18-19-47(80)67-38/h6-7,10-11,14-17,26-27,30-31,38-46,65,78-79H,8-9,12-13,18-25,28-29H2,1-5H3,(H,63,66)(H,67,80)(H,68,82)(H,69,87)(H,70,86)(H,71,85)(H,72,81)(H,73,84)(H,74,83)(H,75,88)(H4,60,61,64)(H3,62,76,90)/t38-,39-,40-,41-,42-,43-,44-,45+,46-/m0/s1 checkY
  • Key:BLCLNMBMMGCOAS-URPVMXJPSA-N checkY
  (verify)

ଗୋସେରେଲିନ, ଏକ ବେପାର ନାମ ଜୋଲାଡେକ୍ସ, ହେଉଛି ପ୍ରୋଷ୍ଟେଟ୍ କର୍କଟ, ସ୍ତନ କର୍କଟ, ଏଣ୍ଡୋମେଟ୍ରିଓସିସ୍, ଜରାୟୁର ଅସ୍ୱାଭବିକ ରକ୍ତସ୍ରାବ ଏବଂ ଜରାୟୁ ଫାଇବ୍ରଏଡ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧][୨] ପ୍ରୋଷ୍ଟେଟ କର୍କଟ ଚିକିତ୍ସାରେ ଏହା ମୁଷ୍କ ବା ଟେଷ୍ଟିକଲ୍ ଅପସାରଣ ପରିବର୍ତ୍ତେ ବ୍ୟବହୃତ ହୋଇପାରେ ।[୨] ଚର୍ମ ତଳେ ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗରମ ଫ୍ଲସ, ଯୌନ‌କ୍ରିୟା ଅସୁବିଧା, ଉଦାସୀନତା ଏବଂ ଯନ୍ତ୍ରଣା ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ପିଟୁଇଟାରି ଆପୋପ୍ଲେକ୍ସି, କ୍ୟୁଟି ବିସ୍ତାର, ଓଷ୍ଟିଓପୋରୋସିସ୍ ଏବଂ ଆନାଫାଇଲକ୍‌ସିସ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୨] ଏହା ଏକ ଗୋନାଡ଼ୋଟ୍ରୋପିନ ରିଲିଜିଙ୍ଗ ହରମୋନ ଆଗୋନିଷ୍ଟ ଯାହା ଦେବା ଫଳରେ ଫଲିକଲ ଉତ୍ତେଜକ ହରମୋନ୍ (FSH) ଏବଂ ଲ୍ୟୁଟିନାଇଜିଂ ହରମୋନ୍ (LH) ହ୍ରାସ ହୁଏ ଏବଂ ପରେ ଆଣ୍ଡ୍ରୋଜେନ ଏବଂ ଇଷ୍ଟ୍ରୋଜେନ କମିଯାଏ ।[୧]

୧୯୭୬ ମସିହାରେ ଗୋସେରେଲିନ ପେଟେଣ୍ଟ୍ ହୋଇଥିଲେ ଏବଂ ୧୯୮୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩]ଲିଉପ୍ରୋରେଲିନ ବିକଳ୍ପ ଭାବରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[୪] ଯୁକ୍ତରାଜ୍ୟରେ ୩.୬ ମିଗ୍ରା ପ୍ରତିରୋପଣର ମୂଲ୍ୟ ୨୦୨୧ ସୁଦ୍ଧା ୭୦ ପାଉଣ୍ଡ ଥିଲେ ।[୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୬୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ BNF 81: March-September 2021. BMJ Group and the Pharmaceutical Press. 2021. p. 780. ISBN 978-0857114105.
  2. ୨.୦ ୨.୧ ୨.୨ ୨.୩ ୨.୪ "Goserelin Monograph for Professionals". Drugs.com (in ଇଂରାଜୀ). Archived from the original on 28 November 2021. Retrieved 9 December 2021.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 514. ISBN 9783527607495. Archived from the original on 2021-06-20. Retrieved 2021-10-04.
  4. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  5. "Goserelin Prices, Coupons & Savings Tips - GoodRx". GoodRx. Retrieved 9 December 2021.