Jump to content

କ୍ରୋଟାମିଟନ

ଉଇକିପିଡ଼ିଆ‌ରୁ
କ୍ରୋଟାମିଟନ
Clinical data
AHFS/Drugs.commonograph
Pregnancy
category
  • US: C (Risk not ruled out)
    Identifiers
    • (E)-N-Ethyl-N-(2-methylphenyl)but-2-enamide
    ECHA InfoCard100.006.907 Edit this at Wikidata
    Chemical and physical data
    FormulaC13H17NO
    Molar mass୨୦୩.୨୯ g·mol−1
    3D model (JSmol)
    • O=C(N(c1ccccc1C)CC)/C=C/C
    • InChI=1S/C13H17NO/c1-4-8-13(15)14(5-2)12-10-7-6-9-11(12)3/h4,6-10H,5H2,1-3H3/b8-4+ checkY
    • Key:DNTGGZPQPQTDQF-XBXARRHUSA-N checkY
      (verify)

    କ୍ରୋଟାମିଟନ (ଇଂରାଜୀ ଭାଷାରେ Crotamiton), ୟୁରାକ୍ସ ଏହାର ଏକ ବେପାର ନାମ, ଏକ ଔଷଧ ଯାହା କାଛୁ, ଉକୁଣୀ ଏବଂ ଗଲୁ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] କାଛୁ ପାଇଁ ପେମେଥ୍ରିନ୍ ତୁଳନାରେ ଏହା କମ୍ ଭଲ କାମ କରୁଥିବା ଦେଖାଯାଏ ।[] ଏହା ଚର୍ମରେ ପ୍ରୟୋଗ କରାଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [] ଏହାର କାର୍ଯ୍ୟ ବିଧି ଅଜ୍ଞାତ ଅଟେ ।[]

    ଯୁକ୍ତରାଷ୍ଟ୍ରରେ ଅନ୍ତତ ପକ୍ଷେ ୧୯୪୯ ପରଠାରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରୋଟାମିଟନ୍ ଅନୁମୋଦିତ ହୋଇଛି ।[] ଯୁକ୍ତରାଜ୍ୟରେ ୧୦୦ ଗ୍ରାମ ବିଶିଷ୍ଟ କ୍ରିମର ମୂଲ୍ୟ ୪ ପାଉଣ୍ଡ ଅଟେ । [] ଯୁକ୍ତରାଷ୍ଟ୍ରରେ ୬୦ ଗ୍ରାମ ଔଷଧର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ । []

    1. 1 2 3 4 5 "Crotamiton Monograph for Professionals". Drugs.com (in ଇଂରାଜୀ). Archived from the original on 30 June 2019. Retrieved 7 January 2022.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1309. ISBN 978-0857114105.
    3. "Crotamiton Prices, Coupons & Savings Tips - GoodRx". GoodRx. Retrieved 7 January 2022.