କ୍ରୋଟାମିଟନ
ଦେଖଣା
Clinical data | |
---|---|
AHFS/Drugs.com | monograph |
Pregnancy category |
|
Identifiers | |
| |
Chemical and physical data | |
Formula | C13H17NO |
Molar mass | ୨୦୩.୨୯ g·mol−1 |
3D model (JSmol) | |
| |
| |
(verify) |
କ୍ରୋଟାମିଟନ, ୟୁରାକ୍ସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା କାଛୁ, ଉକୁଣୀ ଏବଂ ଗଲୁର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ପରମେଥ୍ରିନ୍ ତୁଳନାରେ କାଛୁ ରୋଗରେ ଏହା କମ୍ ଭଲ କାମ କରୁଥିବା ଦେଖାଯାଏ ।[୧] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଏହାର କାର୍ଯ୍ୟ ପ୍ରଣାଳୀ ଅଜ୍ଞାତ ଅଟେ ।[୧]
ଅନ୍ତତଃ ପକ୍ଷେ ୧୯୪୯ ପରଠାରୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ କ୍ରୋଟାମିଟନ ଯୁକ୍ତରାଷ୍ଟ୍ରରେ ଅନୁମୋଦିତ ହୋଇଛି ।[୧] ଯୁକ୍ତରାଜ୍ୟରେ ୧୦୦ ଗ୍ରାମ କ୍ରିମର ମୂଲ୍ୟ ୪ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ରରେ ୬୦ ଗ୍ରାମ କ୍ରିମର ମୂଲ୍ୟ ପ୍ରାୟ ୫୦୦ ଡଲାର ଅଟେ । [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Crotamiton Monograph for Professionals". Drugs.com (in ଇଂରାଜୀ). Archived from the original on 30 June 2019. Retrieved 7 January 2022.
- ↑ ୨.୦ ୨.୧ ୨.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1309. ISBN 978-0857114105.
- ↑ "Crotamiton Prices, Coupons & Savings Tips - GoodRx". GoodRx. Retrieved 7 January 2022.