କେଟୋପ୍ରୋଫେନ
| Clinical data | |
|---|---|
| Trade names | Oruvail, others |
| AHFS/Drugs.com | monograph |
| MedlinePlus | a686014 |
| data |
|
| Pregnancy category | |
| Routes of administration | By mouth, topical, intravenous (veterinary use) |
| Legal status | |
| Legal status | |
| Pharmacokinetic data | |
| Protein binding | 99% |
| Elimination half-life | 2–2.5 hours |
| Identifiers | |
| |
| ECHA InfoCard | 100.040.676 |
| Chemical and physical data | |
| Formula | C16H14O3 |
| Molar mass | ୨୫୪.୨୯ g·mol−1 |
| 3D model (JSmol) | |
| |
| |
| (verify) | |
କେଟୋପ୍ରୋଫେନ ହେଉଛି ଏକ ନନ୍ ଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଦିଆଯାଇପାରେ କିମ୍ବା ଚର୍ମରେ ପ୍ରୟୋଗ କରାଯାଇପାରେ ।[୨]
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା: ପାଟିରେ ଗ୍ରହଣ କଲାବେଳେ ପେଟରେ ଯନ୍ତ୍ରଣା ଏବଂ ଅଇ ଲାଗେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଖାଦ୍ୟନଳୀରୁ ରକ୍ତସ୍ରାବ, ହୃଦ୍ଘାତ, ଉଚ୍ଚ ରକ୍ତଚାପ, ହୃଦ୍ପାତ, ବୃକ୍କ ସମସ୍ୟା ଏବଂ ଆନାଫାଇଲାକ୍ସିସ୍ ହୋଇପାରେ ।[୧] ଗର୍ଭଧାରଣର ପରବର୍ତ୍ତୀ ଭାଗରେ ଏହା ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ପ୍ରୋପିଓନିକ୍ ଏସିଡ୍ ଶ୍ରେଣୀର ଏକ ଔଷଧ ଏବଂ କକ୍ସ୧ ଏବଂ କକ୍ସ୨ (COX1 ଏବଂ COX2 )କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
କେଟୋପ୍ରୋଫେନ ୧୯୬୭ ମସିହାରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟରରେ ଉପଲବ୍ଧ ।[୧] [୨] ଯୁକ୍ତରାଜ୍ୟରେ ୨୦୦ ମିଗ୍ରାର ୨୮ଟି ବଟିକାର ମୂଲ୍ୟ ୨୦୨୧ ମସିହା ସୁଦ୍ଧା £୨୪ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୮ଡଲାର ଅଟେ। ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Ketoprofen Monograph for Professionals". Drugs.com (in ଇଂରାଜୀ). Archived from the original on 8 September 2021. Retrieved 1 December 2021.
- ↑ ୨.୦ ୨.୧ ୨.୨ ୨.୩ BNF 81: March-September 2021. BMJ Group and the Pharmaceutical Press. 2021. p. 1191. ISBN 978-0857114105.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 520. ISBN 9783527607495. Archived from the original on 2020-08-06. Retrieved 2020-10-17.
- ↑ "Ketoprofen Prices, Coupons & Savings Tips - GoodRx". GoodRx. Retrieved 1 December 2021.