କୃଷ୍ଣଚନ୍ଦ୍ର ପାଣ୍ଡେ

ଉଇକିପିଡ଼ିଆ‌ରୁ

କୃଷ୍ଣଚନ୍ଦ୍ର ପାଣ୍ଡେ ଜଣେ ଓଡ଼ିଆ ମଞ୍ଚ ତଥା କଥାଚିତ୍ର ଅଭିନେତା ଯିଏ ଆକାଶବାଣୀ କଟକକୃଷି ସଂସାର କାର୍ଯ୍ୟକ୍ରମ ମାଧ୍ୟମରେ ଘରେ ଘରେ ପରିଚିତ ଥିଲେ। ମଉସା ଓ ମଙ୍ଗୁଳି ଭୂମିକାରେ ତାଙ୍କ ସହ ଅଭିନୟ କରୁଥିଲେ ଦୀନବନ୍ଧୁ ଦାସ (ଟିମା)। ୧୯୫୩ ମସିହାରେ ମୁକ୍ତିଲାଭ କରିଥିବା ଆମରି ଗାଁ ଝୁଅ କଥାଚିତ୍ର ପ୍ରସଙ୍ଗରେ କାର୍ତ୍ତିକ କୁମାର ଘୋଷ ଲେଖିଛନ୍ତି ଯେ, "ହାସ୍ୟରସାଭିନେତା ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେଙ୍କର ଭାବ, ଭଙ୍ଗୀ ତଥା ବାଚନ ପ୍ରଣାଳୀ ଏବେ ମଧ୍ୟ ଦର୍ଶକଙ୍କ ମନରୁ ପାଶୋର ଯାଇନାହିଁ।"


୧) ଆଜି ଜନ୍ମ ଦିନ: 'ମଙ୍ଗୁଳି ଭାଇ'. ଏକଦା କଟକ 'ଆକାଶବାଣୀ' କେନ୍ଦ୍ରରେ 'କୃଷି ସଂସାର' ଅନ୍ୟତମ ଲୋକ... Ananta (ସମ୍ବାଦ)

୨) 1984 · ‎

... କୃଷ୍ଣଚନ୍ଦ୍ର ପାଣ୍ଡେ , ଗୋପଲ ଘୋଷ , ଗୌର ଘୋଷ , ମନୋରଞ୍ଜନ ଦାସ , କାର୍ତ୍ତିକ କୁମାର , ଚପଲା ନାଏକ , ମୁକ୍ତଲଭ— ଅନୀମା ପେଦମ , ନରାଇ ପାଈଭ , କଶୋଷ୍ଠୀ ଓ ଆଦୃର ... [୧]

୩) 1966 · ‎

... କୃଷ୍ଣଚନ୍ଦ୍ର ପାଣ୍ଡେ ଓ ଶ୍ରୀ ଦୀନବନ୍ଧୁ ଦାସଙ୍କ ହାତରେ ଭକ୍ଷୁଣୀ ଅମ୍ବାପଲ୍ଲୀକୁ ଟେକଦେଲ । ତାର ରକ୍ଷଣାବେକ୍ଷଣ ଘର ସେମାନଙ୍କ ଉପରେ । ଇଣ୍ଡ ... [୨]

୪) ୧୯୬୩ [୩]

୫) ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ ... [୪]

୬) 14 Sept 2019 — ... କୃଷ୍ଣଚନ୍ଦ୍ର ପାଣ୍ଡେ, ବେଣୁଧର, ଶିବକୁମାର ସରକାର, ଅନାମ, ଦୀନବନ୍ଧୁ ଦାସ (ଟିମା). କଟକର ... [୫]

୭) ... କୃଷ୍ଣଚନ୍ଦ୍ର ପାଣ୍ଡେ, ଚକା ଚକା ଭଉଁରୀ, ଟୁଆଁଟୁଇଁ, ନଦୀୟା ବିହାରୀ ମହାନ୍ତି, ନାରୀମହଲ, ପେଟେଣ୍ଟ ... [୬]

୮) 5 Aug 2017 — ଅନ୍ନପୂର୍ଣ୍ଣା 'ବି' ଗ୍ରୁପ୍ରେ ରହିଲେ ସାମୁଏଲ୍ ସାହୁ (ବାବି), ପ୍ରିୟନାଥ ମିଶ୍ର (ପୀର), କୃଷ୍ଣଚନ୍ଦ୍ର ପାଣ୍ଡେ, କପିଳ ପଟ୍ଟନାୟକ ଓ ନାରୀ ଶିଳ୍ପୀ ... [୭]

  1. Ghosha, Kārttika Kumāra (1984). Oḍiā caḷaccitrara itihāsa. Oḍiśā Buk Shṭora.
  2. Mahanti, Brajamohan (1966). Ambāpallī: nāṭaka. Iunāiṭeḍ buk hāus.
  3. Miśra, Baḷarāma (1963). Saṅkalpa: deśāmr̥bodha nāṭaka. Jyotsnā Prakāśanī.
  4. "ପି.ଭି. କୃଷ୍ଣମୂର୍ତ୍ତି", ଉଇକିପିଡ଼ିଆ, 2023-11-21, retrieved 2023-11-29
  5. "ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା'". Odisha Sambad (in ଆମେରିକୀୟ ଇଂରାଜୀ). 2019-09-14. Retrieved 2023-11-29.
  6. "Akashvani Cuttack - The first Radio Station of Odisha". ଅନ୍ତରଙ୍ଗ କଳିଙ୍ଗ ANTARANGA KALINGA, ODISHA (in ଆମେରିକୀୟ ଇଂରାଜୀ). 2020-05-16. Retrieved 2023-11-29.
  7. Editor, Chief (2017-08-05). "ଅମା ଅନ୍ଧାରରେ ଅତୀତ : ଅନ୍ନପୂର୍ଣ୍ଣାର ଆଲୋକ ନିର୍ବାପିତ". Samadhwani (in ଆମେରିକୀୟ ଇଂରାଜୀ). Retrieved 2023-11-29. {{cite web}}: |last= has generic name (help)