ଦୀନବନ୍ଧୁ ଦାସ

ଉଇକିପିଡ଼ିଆ‌ରୁ
ଦୀନବନ୍ଧୁ ଦାସ
ଜନ୍ମ୧୪ ଡିସେମ୍ବର ୧୯୧୯ Edit this on Wikidata
ମୃତ୍ୟୁ୧୫ ଅଗଷ୍ଟ ୧୯୯୨ Edit this on Wikidata (ବୟସ ୭୨)

ଦୀନବନ୍ଧୁ ଦାସ, ଟିମା ନାମରେ ଜଣାଶୁଣା, (୧୪ ଡିସେମ୍ବର ୧୯୧୯–୧୫ ଅଗଷ୍ଟ ୧୯୯୨) ଜଣେ ଓଡ଼ିଆ ମଞ୍ଚ ଓ କଥାଚିତ୍ର ଅଭିନେତା ଥିଲେ । ଚରିତ୍ର ଭୂମିକା ବ୍ଯତୀତ ବିଶେଷ ଭାବରେ ହାସ୍ୟରସ ପାଇଁ ସେ ଜଣାଶୁଣା । ଆକାଶବାଣୀ କଟକରୁ ପ୍ରଚାରିତ ଅନେକ ନାଟକ ତଥା କୃଷି ସଂସାର ମାଧ୍ୟମରେ ସେ ଘରେ ଘରେ ପରିଚିତ ଥିଲେ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର
୧୯୬୦ ଶ୍ରୀଲୋକନାଥ
୧୯୬୨ ନୂଆବୋଉ
୧୯୬୫ ନବଜନ୍ମ
୧୯୬୯ ସ୍ତ୍ରୀ
୧୯୭୩ ଘର ସଂସାର
୧୯୭୫ ମମତା

୧) Brajamohan Mahanti · 1966 ‎..ମଞ୍ଚଶିଳ୍ପୀ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ ଓ ଶ୍ରୀ ଦୀନବନ୍ଧୁ ଦାସଙ୍କ ହାତରେ ଭିକ୍ଷୁଣୀ ଅମ୍ବାପଲ୍ଲୀକୁ ଟେକିଦେଲି । ତାର ରକ୍ଷଣାବେକ୍ଷଣର ଭାର ସେମାନଙ୍କ ଉପରେ ଭଣ୍ଡ ବ୍ରଜମୋହନ... ଶ୍ରୀ ମନୋରଞ୍ଜନ ଦାସଙ୍କ . [୧]

୨) 2001... ଦୀନବନ୍ଧୁ ଦାସ ( ଟିମା ) , ବିପିନ୍ ପଟ୍ଟନାୟକ , ମଧୁସୂଦନ ଦତ୍ତ , ମଧୁସୂଦନ ପଲାଇ , ସୁମତୀ ଦେବୀ , ଲକ୍ଷ୍ମୀପ୍ରିୟା , ମାନଦା ସୁନ୍ଦରୀ , ସୁରେଖା ଦେବୀ ପ୍ରମୁଖ [୨]

୩) 5 Aug 2017 — ସେମାନଙ୍କ ମଧ୍ୟରେ ଥିଲେ ମଧୁସୂଦନ ଦତ, ଭୋଳାନାଥ ଦାସ ... ଦିନବନ୍ଧୁ ଦାସ (ଟିମା), ଇନ୍ଦୁମତୀ, ଶୈଳୀ ଓ ପାର୍ବତୀଙ୍କ ପରି କଳାକାର ବୃନ୍ଦ । [୩]

୪) ଓଡିଶୀ ନୃତ୍ୟର କିମ୍ବଦନ୍ତୀ ପୁରୁଷ ଗୁରୁ କେଲୁଚରଣ ମହାପାତ୍ର, ପ୍ରଖ୍ୟାତ ହାସ୍ୟ ଅଭିନେତା ଦୀନବନ୍ଧୁ ଦାସ ପ୍ରମୁଖ ଗୋସେଇଁଙ୍କ ପାଦ ଚିପି ଅଭିନୟ ଶିଖିଥିଲେ। ଗୋସେଇଁଙ୍କ ରାସ ଦଳର ଅଭିନୟ ଓ ତାର ପ୍ରଭାବ ବିଷୟରେ ଓଡ଼ିଶାର ଅନ୍ୟତମ ବିଶିଷ୍ଟ ମଞ୍ଚପୁରୁଷ ସ୍ୱର୍ଗତ ଦୁର୍ଲ୍ଲଭଚନ୍ଦ୍ର ସିଂ ଲେଖିଛନ୍ତି [୪]

୫) ତେବେ ସବୁଠୁ ବଡ଼ କଥା ହେଉଛି ‘ସ୍ତ୍ରୀ’ ଚଳଚ୍ଚିତ୍ରର ଷ୍ଟାରକାଷ୍ଟ। ଗୌରପ୍ରସାଦ ଓ ପାର୍ବତୀ ଘୋଷ, ଯଦୁନାଥ ରାଉତରାୟ, ଅନିମା ପେଦିନି, ଲୀଳା ଦୁଲାଳି, ଦୀନବନ୍ଧୁ ଦାସ, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ସୁଜାତା ଆନନ୍ଦ, ଶରତ, ପ୍ରମୋଦ ପଟ୍ଟନାୟକ ଅଲେଖ ମହାନ୍ତି ଓ କୁଞ୍ଜ ଏବଂ ଶିଶୁ କଳାକାରଙ୍କୁ ନେଇ ପ୍ରାୟ ୫୦ ଜଣ ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବାରୁ ଏହା ବେଶ୍ ଲୋକପ୍ରିୟ ହୋଇପାରିଥିଲା। [୫]

୬) ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କୃଷ୍ଣଚନ୍ଦ୍ର ପାଣ୍ଡେ 'ମଙ୍ଗୁଳୀ' ଚରିତ୍ରରେ ଓ ଦୀନବନ୍ଧୁ ଦାସ 'ମଉସା' ଚରିତ୍ରରେ ମଧ୍ୟ ଲୋକପ୍ରିୟ ହୋଇଥିଲେ । [୬]

୭) 14 Sept 2019 — ... ପାଣ୍ଡେ, ବେଣୁଧର, ଶିବକୁମାର ସରକାର, ଅନାମ, ଦୀନବନ୍ଧୁ ଦାସ (ଟିମା). କଟକର କୃଷ୍ଣ କୁମାର ବୋଷ ... [୭]

ଆଧାର[ସମ୍ପାଦନା]

  1. Mahanti, Brajamohan (1966). Ambāpallī: nāṭaka. Iunāiṭeḍ buk hāus.
  2. Anubhūti darpaṇare Oḍiā nāṭaka. Oḍiśā Saṅgīta Nāṭaka Ekāḍemī. 2001.
  3. Editor, Chief (2017-08-05). "ଅମା ଅନ୍ଧାରରେ ଅତୀତ : ଅନ୍ନପୂର୍ଣ୍ଣାର ଆଲୋକ ନିର୍ବାପିତ". Samadhwani (in ଆମେରିକୀୟ ଇଂରାଜୀ). Retrieved 2023-11-27. {{cite web}}: |last= has generic name (help)
  4. "ଓଡ଼ିଶାର ପ୍ରଥମ କଥାକୁହା ସିନେମା ଓ ମୋହନ ସୁନ୍ଦର ଦେବ ଗୋସ୍ୱାମୀ". Odisha Sambad (in ଆମେରିକୀୟ ଇଂରାଜୀ). 2021-01-12. Retrieved 2023-11-27.
  5. Mansingh, Sangita (2023-10-11). "'ସ୍ତ୍ରୀ' ଚଳଚ୍ଚିତ୍ର ଥିଲା ଗୌରପ୍ରସାଦ-ପାର୍ବତୀ ଘୋଷଙ୍କ ପାଇଁ ମାଇଲଖୁଣ୍ଟ". OdishaLIVE (in ଆମେରିକୀୟ ଇଂରାଜୀ). Retrieved 2023-11-27.
  6. "ପି.ଭି. କୃଷ୍ଣମୂର୍ତ୍ତି", ଉଇକିପିଡ଼ିଆ, 2023-11-21, retrieved 2023-11-27
  7. "ଫୁଲ ରସିଆରେ: ଗୋଟିଏ ନୁହେଁ ଦୁଇଟି ଯା'". Odisha Sambad (in ଆମେରିକୀୟ ଇଂରାଜୀ). 2019-09-14. Retrieved 2023-11-27.