Jump to content

କୀର୍ତ୍ତି ଭଟ

ଉଇକିପିଡ଼ିଆ‌ରୁ
କୀର୍ତ୍ତି ଭଟ
ଜନ୍ମ
କୀର୍ତ୍ତି କେଶବ ଭଟ

(1999-06-02) ୨ ଜୁନ ୧୯୯୯ (ବୟସ ୨୫)
ଜାତୀୟତାଭାରତୀୟ
ବୃତ୍ତି
  • ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୭–ଏବେଯାଏଁ
ପ୍ରସିଦ୍ଧିମନସିଚି ଚୁଡ଼ୁ
କାର୍ତ୍ତୀକ ଦୀପମ୍

କୀର୍ତ୍ତି କେଶବ ଭଟ (ଜନ୍ମ: ୨ ଜୁନ ୧୯୯୯) କନ୍ନଡ଼ାତେଲୁଗୁ ଦୂରଦର୍ଶନରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ୨୦୧୭ ମସିହାରେ, ସେ ଆଇସ୍ ମହଲ୍ ଜରିଆରେ ଅଭିନୟ କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ ।ସେ ଧାରାବାହିକ ମନସିଚି ଚୁଡ଼ୁରେ ଭାଅନୁ ଓ କର୍ତ୍ତିକ ଦୀପମ୍‌ରେ ଡ.ହିମା କାର୍ତ୍ତିକ ଭୂମିକା ଅଭିନୟ ପାଇଁ ଜଣାଶୁଣା । ୨୦୨୨ ମସିହାରେ, ସେ ତେଲୁଗୁ ରିଆଲିଟୀ ଶୋ' ବିଗ୍ ବସ୍ ତେଲୁଗୁ ୬ରେ ଅଂଶଗ୍ରହଣ କରିଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ ।[]

ପ୍ରାରମ୍ଭିକ ଜୀବନ ଓ ପରିବାର

[ସମ୍ପାଦନା]

୧୯୯୯ ମସିହାର ଜୁନ ୨ ତାରିଖରେ ବାଙ୍ଗାଲୋର ଠାରେ ସେ ଜନ୍ମଗ୍ରହଣ କରିଥିଲେ ।[] ୨୦୧୭ ମସିହାରେ, ଏକ ଦୁର୍ଘଟଣାରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ମୃତ୍ୟବରଣ କରିଥିଲେ ।[] ଅଗଷ୍ଟ ୨୦୨୩ରେ, ତାଙ୍କର ବିଜୟ କାର୍ତ୍ତିକଙ୍କ ସହିତ ଏନ୍‌ଗେଜ୍‌ମେଣ୍ଟ ହୋଇଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୭ ମସିହାରେ, ସେ ଆଇସ୍ ମହଲ୍ ନାମକ କନ୍ନଡ଼ା କଥାଚିତ୍ର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାରୁ ୨୦୨୨ ଯାଏଁ, ସେ ଷ୍ଟାର୍ ମାଆରେ ପ୍ରସାରିତ ଧାରାବାହିକ ମନସିଚି ଚୁଡ଼ୁରେ ଭାନୁମତି ବା ଭାନୁ ଭୂମିକାରେ ଅଭିନୟ କରିଥିଲେ ।[] ୨୦୨୨ ମସିହାରେ, ସେ ଷ୍ଟାର୍ ମାଆର ଅନ୍ୟ ଏକ ତେଲୁଗୁ ଧାରାବାହିକ କାର୍ତ୍ତିକ ଦୀପମ୍‌ରେ, ମାନସ ନାଗୁଲାପାଲ୍ଲି ଓ ମନୋଜ କୁମାରଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ।[] ୨୦୨୨ ମସିହାରେ, ସେ ବିଗ୍ ବସ୍ ତେଲୁଗୁର ୬ଷ୍ଠ ସଂସ୍କରଣରେ ଭାଗ ନେଇଥିଲେ ।[] ମାର୍ଚ୍ଚ ୨୦୨୩ରେ, ସେ ମଧୁରନାଗାରିଲୋରେ ରାଧା ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
Key
dagger Denotes films that have not yet been released
ବର୍ଷ କଥାଚିତ୍ର ଭୂମିକା ଭାଷା ଆଧାର
୨୦୧୭ ଆଇସ୍ ମହଲ୍ କନକ Kannada []
2019 Point out
TBA କାନେୟାଗିଡ୍ଡାଲେ କାବେରୀ [୧୦]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୯-୨୦୨୨ ମନସିଚି ଚୁଡ଼ୁ ଭାନୁମତି [୧୧]
୨୦୨୨ କାର୍ତ୍ତିକ ଦୀପମ୍ ଡ. ହିମା କାର୍ତ୍ତିକ [୧୨]
ବିଗ୍ ବସ୍ (ତେଲୁଗୁ) ୬ ପ୍ରତିଯୋଗୀ ୩ୟ ସ୍ଥାନ [୧୩]
୨୦୨୩-୨୦୨୪ ମଧୁରନାଗରିଲୋ ରାଧା [୧୪]

ମ୍ୟୁଜିକ୍ ଭିଡିଓ

[ସମ୍ପାଦନା]
ବର୍ଷ ଶୀର୍ଷକ କଣ୍ଠଶିଳ୍ପୀ ଆଧାର
୨୦୨୩ ସଂକ୍ରାନ୍ତି ତାକା ତାଇ ଅନୂପ ମେନନ ଓ ଲକ୍ଷ୍ମୀ ହୟସାଲ [୧୫]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ ଫଳାଫଳ
୨୦୨୩ ୟଶ ଇଣ୍ଟରନ୍ୟାସନାଲ୍ ପୁରସ୍କାର ଭାରତୀୟ ଜେମ୍ ଆଚିଭର୍ ଆୱାର୍ଡ଼ ବିଜୟୀ
  1. "Bigg Boss Telugu 6 contestant Keerthi Keshav Bhat". The Times of India (in ଇଂରାଜୀ). 2022-09-04. Retrieved 2022-09-04.
  2. "Bigg Boss Telugu 6 contestant Keerthi Keshav Bhat: From losing her family in a road accident to winning hearts with her TV performances, all you need to know about the actress". The Times of India (in ଇଂରାଜୀ). 2022-09-04. Retrieved 2022-09-04.
  3. "Keerthi Keshav Bhat: Sadly.. the entire family of this serial actress died in a car accident!". News 18 (in ଇଂରାଜୀ). 2021-07-21. Retrieved 2021-07-21.
  4. "Actress Keerthi Keshav Bhatt starts prepping for her wedding day with Vijay Karthik". The Times of India (in ଇଂରାଜୀ). 2023-08-18. Retrieved 2023-08-18.
  5. "అన్న చనిపోతే తమ్ముడితో పెళ్లి." Sakshi (in ତେଲୁଗୁ). 2019-10-16. Retrieved 2022-03-21.
  6. "Watch: Karthika Deepam actress Archana Ananth shares first promo post generation leap; new look of Hima and Sourya". Times of India (in ତେଲୁଗୁ). 2022-03-18. Retrieved 2022-03-18.
  7. "Bigg Boss 6 Telugu Voting Updates: Keerthi Bhatt is the first contestant of BB 6 Telugu". The News Crunch (in ତେଲୁଗୁ). 2022-09-04. Retrieved 2022-09-04.
  8. "Latest teaser of Keerthi Keshav Bhat's 'Madhuranagarilo' is out; watch". Times of India (in ତେଲୁଗୁ). 2023-02-28. Retrieved 2023-02-28.
  9. "Ice Mahal complete Nice title". Indiaglitz (in ଇଂରାଜୀ). 2017-09-05. Retrieved 2017-09-05.
  10. "Om Saiprakash, who supported the film 'Kanereadhu'; It's a love story in search!". Vijay Karnataka (in ଇଂରାଜୀ). 2021-12-07. Retrieved 2021-12-07.
  11. "Manasichichudu' serial 500 episode". The Times of India (in ଇଂରାଜୀ). 2021-09-18. Retrieved 2021-09-18.
  12. "Karthika Deepam March 21 Episode: Bigg Boss Manas Hero Entry.. Hima Birthday Celebrations, Sourya Dadagiri!". The Times of India (in ଇଂରାଜୀ). 2022-03-21. Retrieved 2022-03-21.
  13. "Karthika Deepam Hima: 'Karthika Deepam' Sisters who share Bigg Boss". The Times of India (in ଇଂରାଜୀ). 2022-09-30. Retrieved 2022-09-30.
  14. "Madhura Nagarilo Telugu Serial On Star Maa Channel Launching On 14 March At 02:00 PM". India TV news (in ଇଂରାଜୀ). 2023-03-11. Retrieved 2023-03-11.
  15. "Kannada, Telugu stars come together for this special Sankranti song". Times Of India (in ଇଂରାଜୀ). 2023-01-08. Retrieved 2023-01-08.

ବାହାର ଲିଙ୍କ୍

[ସମ୍ପାଦନା]