କୀର୍ତ୍ତି ଭଟ
କୀର୍ତ୍ତି ଭଟ | |
---|---|
ଜନ୍ମ | କୀର୍ତ୍ତି କେଶବ ଭଟ ୨ ଜୁନ ୧୯୯୯ |
ଜାତୀୟତା | ଭାରତୀୟ |
ବୃତ୍ତି |
|
ସକ୍ରିୟ ବର୍ଷ | ୨୦୧୭–ଏବେଯାଏଁ |
ପ୍ରସିଦ୍ଧି | ମନସିଚି ଚୁଡ଼ୁ କାର୍ତ୍ତୀକ ଦୀପମ୍ |
କୀର୍ତ୍ତି କେଶବ ଭଟ (ଜନ୍ମ: ୨ ଜୁନ ୧୯୯୯) କନ୍ନଡ଼ା ଓ ତେଲୁଗୁ ଦୂରଦର୍ଶନରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ । ୨୦୧୭ ମସିହାରେ, ସେ ଆଇସ୍ ମହଲ୍ ଜରିଆରେ ଅଭିନୟ କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ ।ସେ ଧାରାବାହିକ ମନସିଚି ଚୁଡ଼ୁରେ ଭାଅନୁ ଓ କର୍ତ୍ତିକ ଦୀପମ୍ରେ ଡ.ହିମା କାର୍ତ୍ତିକ ଭୂମିକା ଅଭିନୟ ପାଇଁ ଜଣାଶୁଣା । ୨୦୨୨ ମସିହାରେ, ସେ ତେଲୁଗୁ ରିଆଲିଟୀ ଶୋ' ବିଗ୍ ବସ୍ ତେଲୁଗୁ ୬ରେ ଅଂଶଗ୍ରହଣ କରିଥିଲେ ଏବଂ ୩ୟ ସ୍ଥାନରେ ରହିଥିଲେ ।[୧]
ପ୍ରାରମ୍ଭିକ ଜୀବନ ଓ ପରିବାର
[ସମ୍ପାଦନା]୧୯୯୯ ମସିହାର ଜୁନ ୨ ତାରିଖରେ ବାଙ୍ଗାଲୋର ଠାରେ ସେ ଜନ୍ମଗ୍ରହଣ କରିଥିଲେ ।[୨] ୨୦୧୭ ମସିହାରେ, ଏକ ଦୁର୍ଘଟଣାରେ ତାଙ୍କର ସମ୍ପୂର୍ଣ୍ଣ ପରିବାର ମୃତ୍ୟବରଣ କରିଥିଲେ ।[୩] ଅଗଷ୍ଟ ୨୦୨୩ରେ, ତାଙ୍କର ବିଜୟ କାର୍ତ୍ତିକଙ୍କ ସହିତ ଏନ୍ଗେଜ୍ମେଣ୍ଟ ହୋଇଥିଲା ।[୪]
ଅଭିନୟ ଜୀବନ
[ସମ୍ପାଦନା]୨୦୧୭ ମସିହାରେ, ସେ ଆଇସ୍ ମହଲ୍ ନାମକ କନ୍ନଡ଼ା କଥାଚିତ୍ର ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୧୯ ମସିହାରୁ ୨୦୨୨ ଯାଏଁ, ସେ ଷ୍ଟାର୍ ମାଆରେ ପ୍ରସାରିତ ଧାରାବାହିକ ମନସିଚି ଚୁଡ଼ୁରେ ଭାନୁମତି ବା ଭାନୁ ଭୂମିକାରେ ଅଭିନୟ କରିଥିଲେ ।[୫] ୨୦୨୨ ମସିହାରେ, ସେ ଷ୍ଟାର୍ ମାଆର ଅନ୍ୟ ଏକ ତେଲୁଗୁ ଧାରାବାହିକ କାର୍ତ୍ତିକ ଦୀପମ୍ରେ, ମାନସ ନାଗୁଲାପାଲ୍ଲି ଓ ମନୋଜ କୁମାରଙ୍କ ନାୟିକା ଭାବରେ ଅଭିନୟ କରିଥିଲେ ।[୬] ୨୦୨୨ ମସିହାରେ, ସେ ବିଗ୍ ବସ୍ ତେଲୁଗୁର ୬ଷ୍ଠ ସଂସ୍କରଣରେ ଭାଗ ନେଇଥିଲେ ।[୭] ମାର୍ଚ୍ଚ ୨୦୨୩ରେ, ସେ ମଧୁରନାଗାରିଲୋରେ ରାଧା ଭୂମିକାରେ ଅଭିନୟ କରିଥିଲେ ।[୮]
ଅଭିନୀତ କଥାଚିତ୍ର
[ସମ୍ପାଦନା]Denotes films that have not yet been released |
ବର୍ଷ | କଥାଚିତ୍ର | ଭୂମିକା | ଭାଷା | ଆଧାର |
---|---|---|---|---|
୨୦୧୭ | ଆଇସ୍ ମହଲ୍ | କନକ | Kannada | [୯] |
2019 | Point out | |||
TBA | କାନେୟାଗିଡ୍ଡାଲେ | କାବେରୀ | [୧୦] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ/କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୯-୨୦୨୨ | ମନସିଚି ଚୁଡ଼ୁ | ଭାନୁମତି | [୧୧] | |
୨୦୨୨ | କାର୍ତ୍ତିକ ଦୀପମ୍ | ଡ. ହିମା କାର୍ତ୍ତିକ | [୧୨] | |
ବିଗ୍ ବସ୍ (ତେଲୁଗୁ) ୬ | ପ୍ରତିଯୋଗୀ | ୩ୟ ସ୍ଥାନ | [୧୩] | |
୨୦୨୩-୨୦୨୪ | ମଧୁରନାଗରିଲୋ | ରାଧା | [୧୪] |
ମ୍ୟୁଜିକ୍ ଭିଡିଓ
[ସମ୍ପାଦନା]ବର୍ଷ | ଶୀର୍ଷକ | କଣ୍ଠଶିଳ୍ପୀ | ଆଧାର |
---|---|---|---|
୨୦୨୩ | ସଂକ୍ରାନ୍ତି ତାକା ତାଇ | ଅନୂପ ମେନନ ଓ ଲକ୍ଷ୍ମୀ ହୟସାଲ | [୧୫] |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ବର୍ଷ | ପୁରସ୍କାର | ବର୍ଗ | ଫଳାଫଳ |
---|---|---|---|
୨୦୨୩ | ୟଶ ଇଣ୍ଟରନ୍ୟାସନାଲ୍ ପୁରସ୍କାର | ଭାରତୀୟ ଜେମ୍ ଆଚିଭର୍ ଆୱାର୍ଡ଼ | ବିଜୟୀ |
ଆଧାର
[ସମ୍ପାଦନା]- ↑ "Bigg Boss Telugu 6 contestant Keerthi Keshav Bhat". The Times of India (in ଇଂରାଜୀ). 2022-09-04. Retrieved 2022-09-04.
- ↑ "Bigg Boss Telugu 6 contestant Keerthi Keshav Bhat: From losing her family in a road accident to winning hearts with her TV performances, all you need to know about the actress". The Times of India (in ଇଂରାଜୀ). 2022-09-04. Retrieved 2022-09-04.
- ↑ "Keerthi Keshav Bhat: Sadly.. the entire family of this serial actress died in a car accident!". News 18 (in ଇଂରାଜୀ). 2021-07-21. Retrieved 2021-07-21.
- ↑ "Actress Keerthi Keshav Bhatt starts prepping for her wedding day with Vijay Karthik". The Times of India (in ଇଂରାଜୀ). 2023-08-18. Retrieved 2023-08-18.
- ↑ "అన్న చనిపోతే తమ్ముడితో పెళ్లి." Sakshi (in ତେଲୁଗୁ). 2019-10-16. Retrieved 2022-03-21.
- ↑ "Watch: Karthika Deepam actress Archana Ananth shares first promo post generation leap; new look of Hima and Sourya". Times of India (in ତେଲୁଗୁ). 2022-03-18. Retrieved 2022-03-18.
- ↑ "Bigg Boss 6 Telugu Voting Updates: Keerthi Bhatt is the first contestant of BB 6 Telugu". The News Crunch (in ତେଲୁଗୁ). 2022-09-04. Retrieved 2022-09-04.
- ↑ "Latest teaser of Keerthi Keshav Bhat's 'Madhuranagarilo' is out; watch". Times of India (in ତେଲୁଗୁ). 2023-02-28. Retrieved 2023-02-28.
- ↑ "Ice Mahal complete Nice title". Indiaglitz (in ଇଂରାଜୀ). 2017-09-05. Retrieved 2017-09-05.
- ↑ "Om Saiprakash, who supported the film 'Kanereadhu'; It's a love story in search!". Vijay Karnataka (in ଇଂରାଜୀ). 2021-12-07. Retrieved 2021-12-07.
- ↑ "Manasichichudu' serial 500 episode". The Times of India (in ଇଂରାଜୀ). 2021-09-18. Retrieved 2021-09-18.
- ↑ "Karthika Deepam March 21 Episode: Bigg Boss Manas Hero Entry.. Hima Birthday Celebrations, Sourya Dadagiri!". The Times of India (in ଇଂରାଜୀ). 2022-03-21. Retrieved 2022-03-21.
- ↑ "Karthika Deepam Hima: 'Karthika Deepam' Sisters who share Bigg Boss". The Times of India (in ଇଂରାଜୀ). 2022-09-30. Retrieved 2022-09-30.
- ↑ "Madhura Nagarilo Telugu Serial On Star Maa Channel Launching On 14 March At 02:00 PM". India TV news (in ଇଂରାଜୀ). 2023-03-11. Retrieved 2023-03-11.
- ↑ "Kannada, Telugu stars come together for this special Sankranti song". Times Of India (in ଇଂରାଜୀ). 2023-01-08. Retrieved 2023-01-08.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୀର୍ତ୍ତି ଭଟ
- ଇନଷ୍ଟାଗ୍ରାମରେ କୀର୍ତ୍ତି ଭଟ
- ଟୁଇଟରରେ କୀର୍ତ୍ତି ଭଟ