Jump to content

ଇନଷ୍ଟାଗ୍ରାମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଇନଷ୍ଟାଗ୍ରାମ, ଏଲଏଲସି

ମୁଖ୍ୟ ରଚୟିତା
ଡେଭେଲପରମେଟା ପ୍ଲାଟଫର୍ମସ
ପ୍ରଥମ ରିଲିଜ୍ଅକ୍ଟୋବର 6, 2010; 13 years ago (2010-୧୦-06)[୧]
Operating system
Size231.3 MB (iOS)[୨]
50.22 MB (Android)[୩]
50.3 MB (Fire OS)[୪]
ଉପଲବ୍ଧ ଭାଷା32[୫] languages
ଲାଇସେନ୍ସProprietary software with Terms of Use
ୱେବସାଇଟinstagram.com

ଇନଷ୍ଟାଗ୍ରାମ, ଏଲଏଲସି[୬][a] ଆମେରିକୀୟ କମ୍ପାନୀ ମେଟା ପ୍ଲାଟଫର୍ମ ଅଧୀନରେ ଥିବା ଏକ ଫଟୋ ଏବଂ ଭିଡିଓ ବିତରଣ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ । ଏହି ଆପ ବ୍ୟବହାରକାରୀଙ୍କୁ ଫିଲ୍ଟର ବ୍ୟବହାର କରି, ହ୍ୟାସଟ୍ୟାଗଦ୍ୱାରା ସଂଗଠିତ ଏବଂ ଭୌଗୋଳିକ ଟ୍ୟାଗିଂ ମାଧ୍ୟମରେ ଏକ ସ୍ଥାନ ସହ ସଂଯୁକ୍ତ ମିଡିଆ ସମ୍ପାଦନା ଓ ଅପଲୋଡ କରିବା ଅନୁମତି ଦେଇଥାଏ । ପୋଷ୍ଟଗୁଡିକ ସାର୍ବଜନୀନ ଭାବରେ କିମ୍ବା ପୂର୍ବ-ଅନୁମୋଦିତ ଫଲୋଅରମାନଙ୍କ ସହ ବିତରଣ କରାଯାଇପାରେ । ବ୍ୟବହାରକାରୀମାନେ ଟ୍ୟାଗ ଏବଂ ଅବସ୍ଥାନଦ୍ୱାରା ଅନ୍ୟ ଉପଭୋକ୍ତାଙ୍କ ମିଡ଼ିଆ ଦେଖିପାରିବେ, ଫଟୋ ପରି ଟ୍ରେଣ୍ଡିଂ ବିଷୟବସ୍ତୁ ଦେଖିପାରିବେ ଏବଂ ଅନ୍ୟ ବ୍ୟବହାରକାରୀଙ୍କ ବିଷୟବସ୍ତୁ ନିଜ ବ୍ୟକ୍ତିଗତ ଫିଡ଼ରେ ଦେଖିବା ପାଇଁ ସେମାନଙ୍କୁ ଫଲୋ କରିପାରିବେ ।[୮]

ଟିପ୍ପଣୀ ବ୍ୟାଖ୍ୟା[ସମ୍ପାଦନା]

  1. ଏହି ନାମଟିକୁ କଥାବାର୍ତ୍ତାରେ ପ୍ରାୟତଃ ଆଇଜି, ଇନଷ୍ଟା ବା ଗ୍ରାମ ଭାବରେ ସଂକ୍ଷେପରେ ବର୍ଣ୍ଣନା କରାଯାଏ ।[୭]

ଆଧାର[ସମ୍ପାଦନା]

  1. "Instagram". Instagram. Retrieved ଅଗଷ୍ଟ 27, 2023.
  2. "Instagram". App Store. ଜୁନ 12, 2023.
  3. "Instagram APKs". APKMirror.
  4. "Amazon.com: Instagram: Appstore for Android". Amazon.
  5. "Instagram". App Store. ଜୁନ 12, 2023. Retrieved ଅକ୍ଟୋବର 7, 2019.
  6. "Instagram, LLC". OpenCorporates. ଅପ୍ରେଲ 7, 2012. Retrieved ଅଗଷ୍ଟ 20, 2023.
  7. For example:Edwards, Erica B.; Esposito, Jennifer (2019). "Reading social media intersectionally". Intersectional Analysis as a Method to Analyze Popular Culture: Clarity in the Matrix. Futures of Data Analysis in Qualitative Research. Abingdon: Routledge. ISBN 978-0-429-55700-2. Retrieved ମଇ 7, 2020. Instagram (IG) is a photo sharing app created in October of 2010 allowing users to share photos and videos.
  8. "Instagram Stories is Now Being Used by 500 Million People Daily". Social Media Today. Retrieved ଅପ୍ରେଲ 16, 2019.