Jump to content


  

କାଲସିପୋଟ୍ରିଓଲ

ଉଇକିପିଡ଼ିଆ‌ରୁ
କାଲସିପୋଟ୍ରିଓଲ
Clinical data
Trade namesDaivonex, Dovonex, Sorilux, others
AHFS/Drugs.commonograph
MedlinePlusa608018
Pregnancy
category
  • AU: B3
  • US: C (Risk not ruled out)
Routes of
administration
Topical
Legal status
Legal status
Pharmacokinetic data
Bioavailability5 to 6%
MetabolismLiver
ExcretionBiliary
Identifiers
ECHA InfoCard100.119.473 Edit this at Wikidata
Chemical and physical data
FormulaC27H40O3
Molar mass୪୧୨.୬୧ g·mol−1
3D model (JSmol)
  (verify)

କାଲସିପୋଟ୍ରିଓଲ, ଯାହାକି କାଲସିପୋଟ୍ରିଏନ ଭାବରେ ମଧ୍ୟ ଜଣାଶୁଣା, ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । [] ଏହା ଚର୍ମରେ ପ୍ରୟୋଗ କରାଯାଏ । [] ଏହା ବିଟାମେଥାଜୋନ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା, କୁଣ୍ଡେଇ ହେବା ଏବଂ ସୋରିଆସିସ ରୋଗ ଖରାପ ଦିଗକୁ ଯିବା ସମ୍ଭାବନା ଥାଏ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଲ୍ଟ୍ରାଭାୟୋଲେଟ ବିକିରଣ ଏବଂ ଉଚ୍ଚ କ୍ୟାଲସିୟମ ପ୍ରତି ସମ୍ବେଦନଶୀଳତା ହୋଇପାରେ । [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା ଭିଟାମିନ୍ ଡିର ଅନ୍ୟ ଏକ ରୂପ କାଲସିଟ୍ରିଓଲର ଏକ ଉତ୍ପାଦନ । []

କାଲସିପୋଟ୍ରିଓଲ ୧୯୮୫ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ 1୧୯୯୧ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ଗ୍ରାମ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[]

  1. ଏହି ଯାଏ ଉପରକୁ ଯାଆନ୍ତୁ: ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Calcipotriene Monograph for Professionals". Drugs.com (in ଇଂରାଜୀ). Archived from the original on 26 July 2017. Retrieved 29 December 2021.
  2. "Calcipotriol". SPS - Specialist Pharmacy Service. 28 April 2015. Archived from the original on 11 October 2021. Retrieved 29 December 2021.
  3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 452. ISBN 9783527607495. Archived from the original on 2021-01-22. Retrieved 2021-03-03.
  4. ଏହି ଯାଏ ଉପରକୁ ଯାଆନ୍ତୁ: ୪.୦ ୪.୧ "Calcipotriene Prices, Coupons & Savings Tips - GoodRx". GoodRx. Archived from the original on 25 October 2016. Retrieved 29 December 2021.