Jump to content

କାଲସିଟ୍ରିଓଲ

ଉଇକିପିଡ଼ିଆ‌ରୁ
କାଲସିଟ୍ରିଓଲ
Clinical data
PronunciationUS: /ˌkælsɪˈtrɒl/;[][][][][]
UK: /kælˈsɪtriɒl/
Trade namesRocaltrol, Calcijex, Decostriol, others
Synonyms1,25-dihydroxycholecalciferol, 1alpha,25-dihydroxyvitamin D3, 1,25-dihydroxyvitamin D3, 1α,25-(OH)2D3, 1,25(OH)2D[]
AHFS/Drugs.commonograph
MedlinePlusa682335
data
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth, IV[]
    Legal status
    Legal status
    Pharmacokinetic data
    Protein binding99.9%
    MetabolismKidney
    Elimination half-life5–8 hours (adults), 27 hours (children)
    ExcretionFaeces (50%), urine (16%)
    Identifiers
    • (1R,3S)-5-[2-[(1R,3aR,7aS)-1-[(2R)-6-hydroxy-6-methyl-heptan-2-yl]-7a-methyl-2,3,3a,5,6,7-hexahydro-1H- inden-4-ylidene]ethylidene]-4-methylidene-cyclohexane-1,3-diol
    ECHA InfoCard100.046.315 Edit this at Wikidata
    Chemical and physical data
    FormulaC27H44O3
    Molar mass୪୧୬.୬୫ g·mol−1
    3D model (JSmol)
    • C[C@H](CCCC(C)(C)O)[C@H]1CC[C@@H]\2[C@@]1(CCC/C2=C\C=C/3\C[C@H](C[C@@H](C3=C)O)O)C
    • InChI=1S/C27H44O3/c1-18(8-6-14-26(3,4)30)23-12-13-24-20(9-7-15-27(23,24)5)10-11-21-16-22(28)17-25(29)19(21)2/h10-11,18,22-25,28-30H,2,6-9,12-17H2,1,3-5H3/b20-10+,21-11-/t18-,22-,23-,24+,25+,27-/m1/s1 checkY
    • Key:GMRQFYUYWCNGIN-NKMMMXOESA-N checkY
      (verify)

    କାଲସିଟ୍ରିଓଲ ହେଉଛି ଭିଟାମିନ ଡି ବା 'ଜୀବସାର ଘ'ର ଏକ ସକ୍ରିୟ ରୂପ ଯାହା ସାଧାରଣତଃ ବୃକ୍‌କରେ ତିଆରି ହୁଏ | [] କମ୍ ରକ୍ତ କ୍ୟାଲସିୟମ୍ ହେଉଥିବା ବୃକ୍‌କ ରୋଗ, ହାଇପରପାରାଥାରଏଡିଜ୍ମ; ହାଇପୋପାରାଥାଇରଏଡିଜମ, ଓଷ୍ଟିଓପୋରୋସିସ୍, ଓଷ୍ଟିଓମାଲାସିଆ ଓ ଫାମିଲିଆଲ ହାଇପୋଫସଫାଟେମିଆ ରୋଗର ଚିକିତ୍ସା ପାଇଁ ଏହି ଉତ୍ପାଦିତ ଆକାରର ଔଷଧ ବ୍ୟବହୃତ ହୁଏ | [] [୧୦] ଏହା ପାଟିରେ କିମ୍ବା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ | []

    ଅତ୍ୟଧିକ ପରିମାଣରେ ଦେଲେ ସାଧାରଣତଃ ଦୁର୍ବଳତା, ମୁଣ୍ଡବିନ୍ଧା, ବାନ୍ତି, କୋଷ୍ଠକାଠିନ୍ୟ, ମୂତ୍ରାଙ୍ଗ ସଂକ୍ରମଣ ଏବଂ ପେଟ ଯନ୍ତ୍ରଣା ହୁଏ | [] [୧୦] ସାଂଘାତିକ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ କ୍ୟାଲସିୟମ୍ ଏବଂ ଆନାଫାଇଲକ୍ସିସ୍ ହୋଇପାରେ | [] ଔଷଧ ଦେବା ଆରମ୍ଭ ହେବା ପରେ ଏବଂ ଏହାର ମାତ୍ରା ପରିବର୍ତ୍ତନ ହେବା ପରେ ନିୟମିତ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ | [୧୧] କ୍ୟାଲସିଟ୍ରିଓଲ ମୁଖ୍ୟତଃ ଅନ୍ତନଳୀରୁ କ୍ୟାଲସିୟମ ଗ୍ରହଣ ମାତ୍ରା ବୃଦ୍ଧି କରି ରକ୍ତ କ୍ୟାଲସିୟନ (Ca 2+ ) ମାତ୍ରା ବୃଦ୍ଧି କରିଥାଏ | []

    ୧୯୭୮ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ଚିକିତ୍ସା ନିମନ୍ତେ କାଲସିଟ୍ରିଓଲ୍ ଅନୁମୋଦିତ ହୋଇଥିଲା | [] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ | ଯୁକ୍ତରାଜ୍ୟରେ ଏକ ମାସର ଯୋଗାଣ ୨୦୧୯ ସୁଦ୍ଧା ଏନଏଚଏସ ମୂଲ୍ୟ ୯.୭୦ପାଉଣ୍ଡ ଥିଲା । [୧୦] [୧୧] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୨୭ ଡଲାର ଥିଲା । [୧୨] ଯୁକ୍ତରାଷ୍ଟ୍ରରେ ୨୦୨୭ରେ ମସିହାରେ ଏହା ୨୫୬ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୧୩] [୧୪]

    1. Elsevier, Dorland's Illustrated Medical Dictionary, Elsevier, archived from the original on 2014-01-11, retrieved 2022-02-10.
    2. Wolters Kluwer, Stedman's Medical Dictionary, Wolters Kluwer.
    3. Merriam-Webster, Merriam-Webster's Medical Dictionary, Merriam-Webster.
    4. Houghton Mifflin Harcourt, The American Heritage Dictionary of the English Language, Houghton Mifflin Harcourt, archived from the original on 2015-09-25, retrieved 2015-09-25.
    5. Merriam-Webster, Merriam-Webster's Unabridged Dictionary, Merriam-Webster, archived from the original on 2020-05-25, retrieved 2022-02-10.
    6. "IUPAC-IUB Joint Commission on Biochemical Nomenclature (JCBN): Nomenclature of vitamin D. Recommendations 1981". European Journal of Biochemistry. 124 (2): 223–7. May 1982. doi:10.1111/j.1432-1033.1982.tb06581.x. PMID 7094913.
    7. 1 2 3 4 "Calcitriol Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 9 April 2019.
    8. Encyclopedia of Endocrine Diseases (in ଇଂରାଜୀ). Academic Press. 2018. p. 344. ISBN 9780128122006.
    9. 1 2 3 "Calcitriol Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 9 April 2019.
    10. 1 2 3 British national formulary : BNF 76 (76 ed.). Pharmaceutical Press. 2018. pp. 1050–1051. ISBN 9780857113382.
    11. 1 2 British national formulary : BNF 76 (76 ed.). Pharmaceutical Press. 2018. pp. 1050–1051. ISBN 9780857113382.
    12. "CY 2016 Outlier Services" (PDF). Retrieved 13 April 2019.
    13. "The Top 300 of 2020". ClinCalc. Retrieved 11 April 2020.
    14. "Calcitriol - Drug Usage Statistics". ClinCalc. Retrieved 11 April 2020.