କାଲସିପୋଟ୍ରିଓଲ
ଦେଖଣା
Clinical data | |
---|---|
Trade names | Daivonex, Dovonex, Sorilux, others |
AHFS/Drugs.com | monograph |
MedlinePlus | a608018 |
Pregnancy category | |
Routes of administration | Topical |
Legal status | |
Legal status | |
Pharmacokinetic data | |
Bioavailability | 5 to 6% |
Metabolism | Liver |
Excretion | Biliary |
Identifiers | |
| |
ECHA InfoCard | 100.119.473 |
Chemical and physical data | |
Formula | C27H40O3 |
Molar mass | ୪୧୨.୬୧ g·mol−1 |
3D model (JSmol) | |
| |
| |
(verify) |
କାଲସିପୋଟ୍ରିଓଲ, ଯାହାକି କାଲସିପୋଟ୍ରିଏନ ଭାବରେ ମଧ୍ୟ ଜଣାଶୁଣା, ସୋରିଆସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ । [୧] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧] ଏହା ବିଟାମେଥାଜୋନ ସହିତ ମିଳିତ ଭାବରେ ମଧ୍ୟ ଉପଲବ୍ଧ ହୁଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମର ଉତ୍ତେଜନା, କୁଣ୍ଡେଇ ହେବା ଏବଂ ସୋରିଆସିସ ରୋଗ ଖରାପ ଦିଗକୁ ଯିବା ସମ୍ଭାବନା ଥାଏ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଲ୍ଟ୍ରାଭାୟୋଲେଟ ବିକିରଣ ଏବଂ ଉଚ୍ଚ କ୍ୟାଲସିୟମ ପ୍ରତି ସମ୍ବେଦନଶୀଳତା ହୋଇପାରେ । [୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୧] ଏହା ଭିଟାମିନ୍ ଡିର ଅନ୍ୟ ଏକ ରୂପ କାଲସିଟ୍ରିଓଲର ଏକ ଉତ୍ପାଦନ । [୨]
କାଲସିପୋଟ୍ରିଓଲ ୧୯୮୫ରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ 1୧୯୯୧ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୬୦ ଗ୍ରାମ ଔଷଧର ମୂଲ୍ୟ ପ୍ରାୟ ୭୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Calcipotriene Monograph for Professionals". Drugs.com (in ଇଂରାଜୀ). Archived from the original on 26 July 2017. Retrieved 29 December 2021.
- ↑ "Calcipotriol". SPS - Specialist Pharmacy Service. 28 April 2015. Archived from the original on 11 October 2021. Retrieved 29 December 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 452. ISBN 9783527607495. Archived from the original on 2021-01-22. Retrieved 2021-03-03.
- ↑ ୪.୦ ୪.୧ "Calcipotriene Prices, Coupons & Savings Tips - GoodRx". GoodRx. Archived from the original on 25 October 2016. Retrieved 29 December 2021.