ଉଦଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୧,୪୧୯ |
ଜିଲ୍ଲା: | ମୟୂରଭଞ୍ଜ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ମୟୂରଭଞ୍ଜ |
ପଞ୍ଚାୟତ ସମିତି: | ୩ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୦ |
ଉଦଳା (କ୍ରମିକ ସଂଖ୍ୟା: ୩୧) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉଦଳା (ବି), ଉଦଳା ବ୍ଳକ, ଗୋପବନ୍ଧୁ ନଗର ବ୍ଳକ ଓ କପ୍ତିପଦା ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇ, ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କଠାରୁ ୧୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ଅଛନ୍ତି ।[୪]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗୋଲକ ବିହାରୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇଙ୍କଠାରୁ ୮୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କଠାରୁ ୧୧,୧୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ଉଦଳା [୭] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଶ୍ରୀନାଥ ସୋରେନ | ୪୦,୫୯୭ | ୩୫.୫୩ | - | |
କଂଗ୍ରେସ | ଅନଙ୍ଗ ଚରଣ ସେନାପତି | ୨୯,୪୦୪ | ୨୫.୭୪ | - | |
ଝାମୁମୋ | ଦୁଲାଳ ସୋରେନ | ୧୭,୨୩୭ | ୧୫.୦୯ | - | |
ଭାଜପା | ବିଜୟ କୁମାର ସେନାପତି | ୧୪,୪୭୨ | ୧୨.୬୭ | - | |
ସ୍ୱାଧୀନ | ଶିଶିରବିନ୍ଦୁ ନାୟକ | ୬,୩୮୨ | ୫.୫୯ | - | |
ସପା | ଦୁଃଖୀଶ୍ୟାମ ମୁର୍ମୁ | ୨,୩୨୨ | ୨.୦୩ | - | |
ସ୍ୱାଧୀନ | ବେଣୁଧର ମହାପାତ୍ର | ୧,୧୬୬ | ୧.୦୨ | - | |
ସ୍ୱାଧୀନ | କୈଳାଶ ଚନ୍ଦ୍ର ସିଂହ | ୧,୦୬୬ | ୦.୯୩ | - | |
ସମୃଦ୍ଧ ଓଡ଼ିଶା | ମକୁ ସିଂ | ୧,୦୪୮ | ୦.୯୨ | - | |
ସ୍ୱାଧୀନ | ନରେଶ ଟୁଡୁ | ୫୬୨ | ୦.୪୯ | - | |
ଭୋଟ ବ୍ୟବଧାନ | ୧୧,୧୯୩ | ୯.୮୦* | - | ||
ମତଦାନ ହାର | ୧,୧୪,୩୮୧ | ୭୦.୩୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୭ରୁ ୨୦୧୯ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୮][୯][୫]
- ୨୦୨୪: (୩୧): ଭାସ୍କର ମଢ଼େଇ (ବିଜଦ)
- ୨୦୧୯: (୩୧): ଭାସ୍କର ମଢ଼େଇ (ବିଜଦ)
- ୨୦୧୪: (୩୧): ଗୋଲକ ବିହାରୀ ନାଏକ (ବିଜଦ)
- ୨୦୦୯: (୩୧): ଶ୍ରୀନାଥ ସୋରେନ (ବିଜଦ)
- ୨୦୦୪: (୧୦): ଭାସ୍କର ମାଢ଼େଇ (ଭାଜପା)
- ୨୦୦୦: (୧୦): ଭାସ୍କର ମାଢ଼େଇ (ଭାଜପା)
- ୧୯୯୫: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ)
- ୧୯୯୦: (୧୦): ରୋହିଦାସ ସୋରେନ (ଜନତା ଦଳ)
- ୧୯୮୫: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ-ଇ)
- ୧୯୮୦: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ-ଇ)
- ୧୯୭୭: (୧୦): ବୀରଭଦ୍ର ସିଂହ (ଜନତା)
- ୧୯୭୪: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ)
- ୧୯୭୧: (୧୦): ମନମୋହନ ଟୁଡୁ (କଂଗ୍ରେସ)
- ୧୯୬୭: (୧୦): ମନମୋହନ ଟୁଡୁ (ଜନ କଂଗ୍ରେସ)
- ୧୯୬୧: (୧୩୩): ମନମୋହନ ଟୁଡୁ (କଂଗ୍ରେସ)
- ୧୯୫୭: (୯୫): ମନମୋହନ ଟୁଡୁ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Udala Assembly Election 2009, Orissa". empoweringindia.org. Archived from the original on 23 February 2014. Retrieved 29 May 2013.
Constituency: Udala (31) District : Mayurbhanj
- ↑ Assembly Constituencies and their Extent
- ↑ Seats of Odisha
- ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
- ↑ ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013.
11193
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 10-Udala Constituency of ORISSA". eci.nic.in. 2006. Retrieved 29 May 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf