Jump to content

ଉଦଳା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ‌ରୁ
ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪): ୧,୭୧,୪୧୯
ଜିଲ୍ଲା: ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ: ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:

ଉଦଳା (କ୍ରମିକ ସଂଖ୍ୟା: ୩୧) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ[] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଉଦଳା (ବି), ଉଦଳା ବ୍ଳକ, ଗୋପବନ୍ଧୁ ନଗର ବ୍ଳକ ଓ କପ୍ତିପଦା ବ୍ଳକର କିଛି ଅଞ୍ଚଳ ।[][]

ଗତ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇ, ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନଙ୍କଠାରୁ ୧୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ଅଛନ୍ତି ।[]

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଗୋଲକ ବିହାରୀ ନାୟକ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଭାସ୍କର ମାଢେଇଙ୍କଠାରୁ ୮୫୨୯ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀନାଥ ସୋରେନ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଅନଙ୍ଗ ଚରଣ ସେନାପତିଙ୍କଠାରୁ ୧୧,୧୯୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[]

୨୦୦୯ ନିର୍ବାଚନ ଫଳାଫଳ

[ସମ୍ପାଦନା]
୨୦୦୯ ବିଧାନ ସଭା ନିର୍ବାଚନ, ଉଦଳା []
ରାଜନୈତିକ ଦଳ ପ୍ରାର୍ଥୀ ଭୋଟ % ±%
ବିଜଦ ଶ୍ରୀନାଥ ସୋରେନ ୪୦,୫୯୭ ୩୫.୫୩ -
କଂଗ୍ରେସ ଅନଙ୍ଗ ଚରଣ ସେନାପତି ୨୯,୪୦୪ ୨୫.୭୪ -
ଝାମୁମୋ ଦୁଲାଳ ସୋରେନ ୧୭,୨୩୭ ୧୫.୦୯ -
ଭାଜପା ବିଜୟ କୁମାର ସେନାପତି ୧୪,୪୭୨ ୧୨.୬୭ -
ସ୍ୱାଧୀନ ଶିଶିରବିନ୍ଦୁ ନାୟକ ୬,୩୮୨ ୫.୫୯ -
ସପା ଦୁଃଖୀଶ୍ୟାମ ମୁର୍ମୁ ୨,୩୨୨ ୨.୦୩ -
ସ୍ୱାଧୀନ ବେଣୁଧର ମହାପାତ୍ର ୧,୧୬୬ ୧.୦୨ -
ସ୍ୱାଧୀନ କୈଳାଶ ଚନ୍ଦ୍ର ସିଂହ ୧,୦୬୬ ୦.୯୩ -
ସମୃଦ୍ଧ ଓଡ଼ିଶା ମକୁ ସିଂ ୧,୦୪୮ ୦.୯୨ -
ସ୍ୱାଧୀନ ନରେଶ ଟୁଡୁ ୫୬୨ ୦.୪୯ -
ଭୋଟ ବ୍ୟବଧାନ ୧୧,୧୯୩ ୯.୮୦* -
ମତଦାନ ହାର ୧,୧୪,୩୮୧ ୭୦.୩୩ -

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

ନିର୍ବାଚିତ ବିଧାୟକଗଣ

[ସମ୍ପାଦନା]

୧୯୫୭ରୁ ୨୦୧୯ମଧ୍ୟରେ ମୋଟ ୧୬ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [][][]

  • ୨୦୨୪: (୩୧): ଭାସ୍କର ମଢ଼େଇ (ବିଜଦ)
  • ୨୦୧୯: (୩୧): ଭାସ୍କର ମଢ଼େଇ (ବିଜଦ)
  • ୨୦୧୪: (୩୧): ଗୋଲକ ବିହାରୀ ନାଏକ (ବିଜଦ)
  • ୨୦୦୯: (୩୧): ଶ୍ରୀନାଥ ସୋରେନ (ବିଜଦ)
  • ୨୦୦୪: (୧୦): ଭାସ୍କର ମାଢ଼େଇ (ଭାଜପା)
  • ୨୦୦୦: (୧୦): ଭାସ୍କର ମାଢ଼େଇ (ଭାଜପା)
  • ୧୯୯୫: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ)
  • ୧୯୯୦: (୧୦): ରୋହିଦାସ ସୋରେନ (ଜନତା ଦଳ)
  • ୧୯୮୫: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ-ଇ)
  • ୧୯୮୦: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ-ଇ)
  • ୧୯୭୭: (୧୦): ବୀରଭଦ୍ର ସିଂହ (ଜନତା)
  • ୧୯୭୪: (୧୦): ରାବଣେଶ୍ୱର ମଢ଼େଇ (କଂଗ୍ରେସ)
  • ୧୯୭୧: (୧୦): ମନମୋହନ ଟୁଡୁ (କଂଗ୍ରେସ)
  • ୧୯୬୭: (୧୦): ମନମୋହନ ଟୁଡୁ (ଜନ କଂଗ୍ରେସ)
  • ୧୯୬୧: (୧୩୩): ମନମୋହନ ଟୁଡୁ (କଂଗ୍ରେସ)
  • ୧୯୫୭: (୯୫): ମନମୋହନ ଟୁଡୁ (କଂଗ୍ରେସ)
  1. "Udala Assembly Election 2009, Orissa". empoweringindia.org. Archived from the original on 23 February 2014. Retrieved 29 May 2013. Constituency: Udala (31) District : Mayurbhanj
  2. Assembly Constituencies and their Extent
  3. Seats of Odisha
  4. "Assembly Election 2019 - Election Commission of India". results.eci.gov.in. Retrieved 2019-06-12.
  5. ୫.୦ ୫.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 11193
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf
  8. "State Elections 2004 - Partywise Comparision for 10-Udala Constituency of ORISSA". eci.nic.in. 2006. Retrieved 29 May 2013. List Of Winning Candidates
  9. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf