ରାବଣେଶ୍ୱର ମଢ଼େଇ

ଉଇକିପିଡ଼ିଆ ରୁ
Jump to navigation Jump to search
ରାବଣେଶ୍ୱର ମଢ଼େଇ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୭୪ – ୧୯୭୭
ପୂର୍ବ ଅଧିକାରୀମନମୋହନ ଟୁଡୁ
ପର ଅଧିକାରୀବୀରଭଦ୍ର ସିଂହ
ନିର୍ବାଚନ ମଣ୍ଡଳୀଉଦଳା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
ଅଫିସରେ
୧୯୮୦ – ୧୯୯୦
ପୂର୍ବ ଅଧିକାରୀବୀରଭଦ୍ର ସିଂହ
ପର ଅଧିକାରୀରୋହି ଦାସ ସୋରେନ
ନିର୍ବାଚନ ମଣ୍ଡଳୀଉଦଳା
ବିଧାୟକ: ୧୧ଶ ଲୋକ ସଭା
ଅଫିସରେ
୧୯୮୦ – ୧୯୮୪
ପୂର୍ବ ଅଧିକାରୀରୋହି ଦାସ ସୋରେନ
ପର ଅଧିକାରୀଭାସ୍କର ମଢ଼େଇ
ନିର୍ବାଚନ ମଣ୍ଡଳୀଉଦଳା
ବ୍ୟକ୍ତିଗତ ସବିଶେଷ
ଜନ୍ମଡିସେମ୍ବର ୨୮, ୧୯୩୬(1936-12-28)
ମୃତ୍ୟୁ୧୪ ଜୁନ ୨୦୧୪ (୭୭ ବର୍ଷ)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୈତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀସାବିତ୍ରୀମଣି ମଢ଼େଇ
ବାପା/ମା'ବିପ୍ର ମଢ଼େଇ (ବାପା)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ରାବଣେଶ୍ୱର ମଢ଼େଇ (୨୮ ଡିସେମ୍ବର ୧୯୩୬ - ୧୪ ଜୁନ ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ରାବଣେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଆଇ) କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଚାରିଥର ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪, ୧୯୮୦, ୧୯୮୫ ଓ ୧୯୯୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୮ମ, ୯ମ, ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ରାବଣେଶ୍ୱର ମଢ଼େଇ ୧୯୩୬ ମସିହାର ଡିସେମ୍ବର ମାସ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିପ୍ର ମଢ଼େଇ ।[୧] ତାଙ୍କ ଶିକ୍ଷାଗତ ଯୋଗ୍ୟତା ଥିଲା ମାଟ୍ରିକ । ତାଙ୍କ ପତ୍ନୀଙ୍କ ନାମ ସାବିତ୍ରୀମଣି ମଢ଼େଇ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରାବଣେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ରାବଣେଶ୍ୱର ମଢ଼େଇ ୨୦୦୦ ମସିହାର ଜାନୁଆରୀ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Rabaneswar Madhei". odishaassembly.nic.in. Odisha Assembly. Retrieved 28 August 2019.