ଉଇକିପିଡ଼ିଆ:ଜନ୍ମତିଥି/୧୪/ପରିଚାଳନା

ଉଇକିପିଡ଼ିଆ‌ରୁ

୧୪ତମ ଜନ୍ମତିଥୀରେ ଉଇକିଆଳିମାନଙ୍କୁ ପୁରସ୍କାର[ସମ୍ପାଦନା]

ଓଡ଼ିଆ ଉଇକିପିଡ଼ିଆର ୧୪ତମ ଜନ୍ମତିଥୀରେ ଗତବର୍ଷ ଶ୍ରେଷ୍ଠ କାମ କରିଥିବା ଉଇକିଆଳିମାନଙ୍କୁ ପୁରସ୍କାର ଦିଆଯିବ । କିଏ, କିଏ ପୁରସ୍କାର ପାଇବେ, ଆମେ ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହେଁ । ମୋର ମତ ଆମେ ୫ଜଣକୁ ପୁରସ୍କାର ଦେଇପାରିଲେ ଭଲ ହେବ । ଏଠି ଟିକେ ସମସ୍ତେ ଆଲୋଚନା କରନ୍ତୁ ଓ ଯାହାକୁ ଆପଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ଭାବୁଛନ୍ତି, ମନୋନୀତ କରନ୍ତୁ । ମନୋନୀତ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ମାପକାଠି ନାହିଁ । ନିଜ ବିବେକକୁ ପଚାରି ମନୋନୀତ କରନ୍ତୁ ।

  • ସବୁଠୁ ଅଧିକ ମନୋନୀତ ୫ ଜଣ ଉଇକିଆଳି ପୁରସ୍କୃତ ହେବେ ।
  • ମନୋନୟନ ପ୍ରକ୍ରିଆ ୨୪/୦୫/୨୦୧୬ରୁ ୨୬/୦୫/୨୦୧୬ ପର୍ଯ୍ୟନ୍ତ, ୩ଦିନ ଧରି ଚାଲିବ ।
  • ୨୭/୦୫/୨୦୧୬ଦିନ ଆମେ ପୁରସ୍କାର ପାଉଥିବା ନାମଗୁଡିକ ପାଇଯିବା ।
  • ନିଜେ, ନିଜକୁ ମନୋନୀତ କରିପାରିବେ ନାହିଁ ।
  • ଶେଷ ନିଷ୍ପତି ପରିଚାଳକମାନେ ନେବେ ।

ନିଜର ମତାମତ ସହ କେବଳ ୫ଜଣଙ୍କୁ ମନୋନୀତ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୪୨, ୨୪ ମଇ ୨୦୧୬ (IST)[reply]

* ଶେଷ ତାରିଖ: ୨୬/୦୫/୨୦୧୬

ମତ ଦିଅନ୍ତୁ[ସମ୍ପାଦନା]

ପ୍ରଥମ ମନୋନୟନ ମୁଁ କରିଦେଉଛି ।

ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୩:୦୫, ୨୪ ମଇ ୨୦୧୬ (IST)[reply]

ଭଲ ପ୍ରସ୍ତାବ ପ୍ରିତି ଭାଇ, ମୁଁ ମଧ୍ୟ ଏହାକୁ ସମର୍ଥନ କରୁଛି । ମୋର ମନୋନୟନ ବ୍ୟକ୍ତିତ୍ୱ ଗୁଡ଼ିକ ହେଲା:

--Pmsarangi (ମୋ ଆଲୋଚନା) ୧୫:୩୯, ୨୪ ମଇ ୨୦୧୬ (IST)[reply]

ଏପରି ଏକ ସୁନ୍ଦର ପ୍ରସ୍ତାବ ପାଇଁ ଧନ୍ୟବାଦ ପ୍ରିତି ଭାଇ । ମୁଁ ମଧ୍ୟ ଆପଣଙ୍କ ସହ ଏକମତ । ମୁଁ ମୋର ପସନ୍ଦ ଏଠାରେ ଲେଖୁଛି ।

--Chinmayee Mishra (ମୋ ଆଲୋଚନା) ୧୮:୪୬, ୨୪ ମଇ ୨୦୧୬ (IST)[reply]

ଏହା ନିଶ୍ଚିତ ଭାବେ ଏକ ସ୍ଵାଗତ ଯୋଗ୍ୟ ପ୍ରସ୍ତାବ । ମୋର ମନୋନୀତ ବ୍ୟକ୍ତିମାନେ ହେଉଛନ୍ତି :

--Abha S Pradhan (ମୋ ଆଲୋଚନା) ୧୫:୩୧, ୨୫ ମଇ ୨୦୧୬ (IST)[reply]

ମୁ ଏହି ପ୍ରସ୍ତାବ ରେ ଏକମତ । ଏହା ଏକ ସ୍ୱାଗତ ଯୋଗ୍ୟ ପ୍ରସ୍ତାବ। ମୋର ମନୋନୀତ ବ୍ୟକ୍ତିମାନେ ହେଉଛନ୍ତି:

--Dinesh.das.171 (ମୋ ଆଲୋଚନା) ୧୧:୧୯, ୨୬ ମଇ ୨୦୧୬ (IST)[reply]


ମନୋନୟନ ପ୍ରକ୍ରିଆ ଗତକାଲି ସମାପ୍ତ ହୋଇଛି । ଏଥିରେ ଭାଗନେଇଥିବା ସମସ୍ତ ଉଇକିଆଳିମାନଙ୍କୁ ଅଶେଷ ଧନ୍ୟବାଦ । ୧୪ତମ ଜନ୍ମତିଥିରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି :

ମନୋନୀତ ହୋଇଥିବା ଉଇକିଆଳିମାନଙ୍କୁ ଅଭିନନ୍ଦନ । ମନୋନୀତ ହୋଇଥିବା ଉଇକିଆଳିମାନଙ୍କୁ ପୁରସ୍କୃତ କରାଯିବା ପାଇଁ, ମୁଁ ଆମ ଉଇକିଗୋଷ୍ଠିକୁ ଅନୁରୋଧ କରୁଛି । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୩୦, ୨୭ ମଇ ୨୦୧୬ (IST) [reply]

ପ୍ରିତି ଭାଇ CIS-A2Kରେ କାର୍ଯ୍ୟ କରୁଥିବାରୁ ମୁଁ ଏହି ପୁରସ୍କାର ନେଇପାରିବିନି। ମୁଁ ଏହି ପୁରସ୍କାର ପାଇଁ ନିଷ୍ଠା ରଂଜନ ଭାଇ ଜ୍ଞାନରଞ୍ଜନ ଭାଇଙ୍କୁ ମନୋନିତ କରୁଛି।-Sailesh Patnaik  ଶୈଳେଶ (ମୋ ଆଲୋଚନା) ୧୯:୦୪, ୨୯ ମଇ ୨୦୧୬ (IST)[reply]