ଉଇକିପିଡ଼ିଆ:ଜନ୍ମତିଥି/୧୪/ପରିଚାଳନା
୧୪ତମ ଜନ୍ମତିଥୀରେ ଉଇକିଆଳିମାନଙ୍କୁ ପୁରସ୍କାର
[ସମ୍ପାଦନା]ଓଡ଼ିଆ ଉଇକିପିଡ଼ିଆର ୧୪ତମ ଜନ୍ମତିଥୀରେ ଗତବର୍ଷ ଶ୍ରେଷ୍ଠ କାମ କରିଥିବା ଉଇକିଆଳିମାନଙ୍କୁ ପୁରସ୍କାର ଦିଆଯିବ । କିଏ, କିଏ ପୁରସ୍କାର ପାଇବେ, ଆମେ ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହେଁ । ମୋର ମତ ଆମେ ୫ଜଣକୁ ପୁରସ୍କାର ଦେଇପାରିଲେ ଭଲ ହେବ । ଏଠି ଟିକେ ସମସ୍ତେ ଆଲୋଚନା କରନ୍ତୁ ଓ ଯାହାକୁ ଆପଣ ପୁରସ୍କାର ପାଇବା ପାଇଁ ଯୋଗ୍ୟ ଭାବୁଛନ୍ତି, ମନୋନୀତ କରନ୍ତୁ । ମନୋନୀତ କରିବା ପାଇଁ କୌଣସି ନିର୍ଦ୍ଧିଷ୍ଟ ମାପକାଠି ନାହିଁ । ନିଜ ବିବେକକୁ ପଚାରି ମନୋନୀତ କରନ୍ତୁ ।
- ସବୁଠୁ ଅଧିକ ମନୋନୀତ ୫ ଜଣ ଉଇକିଆଳି ପୁରସ୍କୃତ ହେବେ ।
- ମନୋନୟନ ପ୍ରକ୍ରିଆ ୨୪/୦୫/୨୦୧୬ରୁ ୨୬/୦୫/୨୦୧୬ ପର୍ଯ୍ୟନ୍ତ, ୩ଦିନ ଧରି ଚାଲିବ ।
- ୨୭/୦୫/୨୦୧୬ଦିନ ଆମେ ପୁରସ୍କାର ପାଉଥିବା ନାମଗୁଡିକ ପାଇଯିବା ।
- ନିଜେ, ନିଜକୁ ମନୋନୀତ କରିପାରିବେ ନାହିଁ ।
- ଶେଷ ନିଷ୍ପତି ପରିଚାଳକମାନେ ନେବେ ।
ନିଜର ମତାମତ ସହ କେବଳ ୫ଜଣଙ୍କୁ ମନୋନୀତ କରିବାକୁ ସମସ୍ତଙ୍କୁ ଅନୁରୋଧ କରୁଛି । ଧନ୍ୟବାଦ । --ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୨:୪୨, ୨୪ ମଇ ୨୦୧୬ (IST)
* ଶେଷ ତାରିଖ: ୨୬/୦୫/୨୦୧୬
ମତ ଦିଅନ୍ତୁ
[ସମ୍ପାଦନା]
ପ୍ରଥମ ମନୋନୟନ ମୁଁ କରିଦେଉଛି ।
ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୩:୦୫, ୨୪ ମଇ ୨୦୧୬ (IST)
ଭଲ ପ୍ରସ୍ତାବ ପ୍ରିତି ଭାଇ, ମୁଁ ମଧ୍ୟ ଏହାକୁ ସମର୍ଥନ କରୁଛି । ମୋର ମନୋନୟନ ବ୍ୟକ୍ତିତ୍ୱ ଗୁଡ଼ିକ ହେଲା:
- ସୁବାସ ଚନ୍ଦ୍ର ରାଉତ
- ନିଷ୍ଠା ରଂଜନ ଦାଶ
- ଆଭା ପ୍ରଧାନ
- ଚିନ୍ମୟୀ ମିଶ୍ର
- ଅଲିଭା ସାହୁ
- ରାଜଲକ୍ଷ୍ମୀ ମିଶ୍ର
--Pmsarangi (ମୋ ଆଲୋଚନା) ୧୫:୩୯, ୨୪ ମଇ ୨୦୧୬ (IST)
ଏପରି ଏକ ସୁନ୍ଦର ପ୍ରସ୍ତାବ ପାଇଁ ଧନ୍ୟବାଦ ପ୍ରିତି ଭାଇ । ମୁଁ ମଧ୍ୟ ଆପଣଙ୍କ ସହ ଏକମତ । ମୁଁ ମୋର ପସନ୍ଦ ଏଠାରେ ଲେଖୁଛି ।
- ସୁବାସ ଚନ୍ଦ୍ର ରାଉତ
- ଜ୍ଞାନରଞ୍ଜନ ସାହୁ
- ଆଭା ପ୍ରଧାନ
- ଅଲିଭା ସାହୁ
- ଆଦିତ୍ୟ ମହାର
--Chinmayee Mishra (ମୋ ଆଲୋଚନା) ୧୮:୪୬, ୨୪ ମଇ ୨୦୧୬ (IST)
ଏହା ନିଶ୍ଚିତ ଭାବେ ଏକ ସ୍ଵାଗତ ଯୋଗ୍ୟ ପ୍ରସ୍ତାବ । ମୋର ମନୋନୀତ ବ୍ୟକ୍ତିମାନେ ହେଉଛନ୍ତି :
--Abha S Pradhan (ମୋ ଆଲୋଚନା) ୧୫:୩୧, ୨୫ ମଇ ୨୦୧୬ (IST)
ମୁ ଏହି ପ୍ରସ୍ତାବ ରେ ଏକମତ । ଏହା ଏକ ସ୍ୱାଗତ ଯୋଗ୍ୟ ପ୍ରସ୍ତାବ। ମୋର ମନୋନୀତ ବ୍ୟକ୍ତିମାନେ ହେଉଛନ୍ତି:
--Dinesh.das.171 (ମୋ ଆଲୋଚନା) ୧୧:୧୯, ୨୬ ମଇ ୨୦୧୬ (IST)
ମନୋନୟନ ପ୍ରକ୍ରିଆ ଗତକାଲି ସମାପ୍ତ ହୋଇଛି । ଏଥିରେ ଭାଗନେଇଥିବା ସମସ୍ତ ଉଇକିଆଳିମାନଙ୍କୁ ଅଶେଷ ଧନ୍ୟବାଦ । ୧୪ତମ ଜନ୍ମତିଥିରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି :
ମନୋନୀତ ହୋଇଥିବା ଉଇକିଆଳିମାନଙ୍କୁ ଅଭିନନ୍ଦନ । ମନୋନୀତ ହୋଇଥିବା ଉଇକିଆଳିମାନଙ୍କୁ ପୁରସ୍କୃତ କରାଯିବା ପାଇଁ, ମୁଁ ଆମ ଉଇକିଗୋଷ୍ଠିକୁ ଅନୁରୋଧ କରୁଛି । ଧନ୍ୟବାଦ ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୬:୩୦, ୨୭ ମଇ ୨୦୧୬ (IST)
- ପ୍ରିତି ଭାଇ CIS-A2Kରେ କାର୍ଯ୍ୟ କରୁଥିବାରୁ ମୁଁ ଏହି ପୁରସ୍କାର ନେଇପାରିବିନି। ମୁଁ ଏହି ପୁରସ୍କାର ପାଇଁ ନିଷ୍ଠା ରଂଜନ ଭାଇ ଓ ଜ୍ଞାନରଞ୍ଜନ ଭାଇଙ୍କୁ ମନୋନିତ କରୁଛି।-Sailesh Patnaik ଶୈଳେଶ (ମୋ ଆଲୋଚନା) ୧୯:୦୪, ୨୯ ମଇ ୨୦୧୬ (IST)