Jump to content

ଉଇକିପିଡ଼ିଆ:ଉଇକିପିଡ଼ିଆ ଏସିଆ ମାସ

ଉଇକିପିଡ଼ିଆ‌ରୁ
ହୋମ୍ ୨୦୨୪ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ଉଇକିପିଡ଼ିଆ ଏସିଆ ମାସ

ଉଇକିପିଡ଼ିଆ ଏସିଆ ମାସ ଏକ ଅନଲାଇନ ଗଣସମ୍ପାଦନା ଯାହା ଏସିଆରେ ଥିବା ଉଇକିପିଡ଼ିଆ ସମୁଦାୟ ମାନଙ୍କ ଭିତରେ ଉନ୍ନତ ସମ୍ପର୍କ ଗଢିବାରେ ଏକ ପ୍ରୟାସ। ଓଡ଼ିଆ ଉଇକିପିଡ଼ିଆରେ ନଭେମ୍ବର ୨୦୧୬ ରେ ଆରମ୍ଭ ହେବାକୁ ଥିବା ଏହି ଗଣସମ୍ପାଦନାଟି ଓଡ଼ିଆ ଭାଷାରେ ଏସିଆରେ ଥିବା ଦେଶ ମାନଙ୍କ ବିଷୟରେ ନୁଆ ଲେଖା ତିଆରି କରିବା କିମ୍ବା ବଢେଇବାର ଯୋଜନା। ପୁର୍ବ ବର୍ଷ, ୪୩ଟି ଭାଷାରେ ଥିବା ଉଇକିପିଡ଼ିଆରେ ପ୍ରାୟତଃ ୭,୦୦୦ରୁ ଉର୍ଦ୍ଧ ଲେଖା ଆସିଥିଲା।

ଏସିଆ ଭାଷାରେ ଥିବା ଉଇକିପିଡ଼ିଆ ସମୁଦାୟ ମାନଙ୍କ ଭିତରେ ବନ୍ଧୁତ୍ୱର ସଙ୍କେତ ଭାବେ, ଯେ କୌଣସି ଯୋଗଦାନ‌କର୍ତ୍ତା ଚାରି (୪) ଟି ଲେଖା ଲେଖିବେ ତାଙ୍କୁ ଭାଗ ନେଉଥିବା ଦେଶ ମାନଙ୍କଠୁ ପୋଷ୍ଟକାର୍ଡ ମିଳିବ।

ସବୁଠୁ ଅଧିକ ଲେଖା ଲେଖିଥିବା ଉଇକିଆଳିଙ୍କୁ "ଉଇକିପିଡ଼ିଆ ଏସିଆ ଆମ୍ବାସେଡ଼ର" ଭାବେ ଘୋଷଣା କରାଯିବା।

ନିୟମ

  • ଲେଖାଟି ଏସିଆ ସମ୍ବନ୍ଧୀୟ ହେଇଥିବ (ଲୋକ, ଜାଗା, ସଂସ୍କୃତି ଇତ୍ୟାଦି)।
  • ଲେଖାଟି ଆପଣଙ୍କ ଦ୍ୱାରା ନୂଆ କରି ତିଆରି ହେଇଥିବ, ନଭେମ୍ବର ୧, ୨୦୧୬ ରୁ ନଭେମ୍ବର ୩୦ , ୨୦୧୬ରେ ତିଆରି ହେଇଥିବ।
  • ଲେଖାଟି ୩୦୦୦ ବାଇଟର ହେଇଥିବ ଓ ସର୍ବନିମ୍ନ ଭାବେ ୨୦୦ଟି ଶବ୍ଦର ହେଇଥିବ।
  • ଲେକାଟିରେ ଠିକ ଆଧାର ଥିବ।
  • ତାଲିକା ଲେଖା ହେଇନଥିବ।
  • ଲେଖାଟି ତଥ୍ୟପୂର୍ଣ୍ଣ ହେଇଥିବ।
  • ୪ଟି ଲେଖା ଲେଖି ସାରିଲା ପରେ ଗୋଟେ ଏସିୟ ସମୁଦାୟ ଆପଣଙ୍କୁ ପୋଷ୍ଟକାର୍ଡ ପଠେଇବ।
  • ଉଇକିପିଡ଼ିଆ ଏସିଆ ଆମ୍ବାସେଡ଼ରଙ୍କୁ ପୋଷ୍ଟକାର୍ଡ ସ‌ହ ଏକ ମାନପତ୍ର ମିଳିବ।
  • ଅଧିକ ଜାଣିବା ପାଇଁ Q&A

ଭାଗ ନେବେ

Sign up here. You can sign up anytime. Organizers will mark (check) if the articles made fulfill the criteria.

List of participants

ଭାଗ ନେବା ପାଇଁ ତଳେ ଚାରୋଟି ~~~~ ଦିଅନ୍ତୁ । ଆପଣଙ୍କ ନାମ ଆପେ ଲେଖା ହୋଇଯିବ ।

  • Please submit your articles via this tool. Click 'log in' at the top-right and OAuth will take care the rest. You can also change the interface language at the top-right.
  • Once you submit an article, the tool will add a template to the article and mark it as needing review by an organizer. You can check your progress using the tool, which includes how many accepted articles you have.
  • Participants who achieve 4 accepted articles will receive a Wikipedia Asian Month postcard. You will receive another special postcard if you achieve 15 accepted articles. The Wikipedian with the highest number of accepted articles on the Odia Wikipedia will be honored as a "Wikipedia Asian Ambassador", and will receive a signed certificate and additional postcard.
  • If you have any problems accessing or using the tool, you can submit your articles at this page next to your username.
  • If you have any question, you can take a look at our Q&A or post on the WAM talk page.

ପୁର୍ବ ସଂସ୍କରଣ

Affiliation