ଉଇକିପିଡ଼ିଆ:ଉଇକିପିଡ଼ିଆ ଏସିଆ ମାସ ୨୦୧୭
ଦେଖଣା
| ହୋମ୍ | ୨୦୨୫ | ୨୦୨୪ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ | ୨୦୧୮ | ୨୦୧୭ | ୨୦୧୬ | ୨୦୧୫ |
ନିୟମ
[ସମ୍ପାଦନା]- ଲେଖାଟି ଏସିଆ ସମ୍ବନ୍ଧୀୟ ହେଇଥିବ (ଲୋକ, ଜାଗା, ସଂସ୍କୃତି ଇତ୍ୟାଦି)।
- ଲେଖାଟି ଆପଣଙ୍କ ଦ୍ୱାରା ନୂଆ କରି ତିଆରି ହେଇଥିବ, ନଭେମ୍ବର ୧, ୨୦୧୭ ରୁ ନଭେମ୍ବର ୩୦, ୨୦୧୭ରେ ତିଆରି ହେଇଥିବ।
- ଲେଖାଟି ୩୦୦୦ ବାଇଟର ହେଇଥିବ ଓ ସର୍ବନିମ୍ନ ଭାବେ ୩୦୦ଟି ଶବ୍ଦର ହେଇଥିବ।
- ଲେଖାଟିରେ ଠିକ ଆଧାର ଥିବ।
- ତାଲିକା ଲେଖା ହେଇନଥିବ।
- ଲେଖାଟି ତଥ୍ୟପୂର୍ଣ୍ଣ ହେଇଥିବ।
- ୪ଟି ଲେଖା ଲେଖି ସାରିଲା ପରେ ଗୋଟେ ଏସିୟ ସମୁଦାୟ ଆପଣଙ୍କୁ ପୋଷ୍ଟକାର୍ଡ ପଠେଇବ।
- ଉଇକିପିଡ଼ିଆ ଏସିଆ ଆମ୍ବାସେଡ଼ରଙ୍କୁ ପୋଷ୍ଟକାର୍ଡ ସହ ଏକ ମାନପତ୍ର ମିଳିବ।
- ଅଧିକ ଜାଣିବା ପାଇଁ Q&A
ପ୍ରସଙ୍ଗ ଅଧୀନ କରିବା
[ସମ୍ପାଦନା]ଉଇକିପିଡ଼ିଆ ପାଇଁ ଓଡ଼ିଆ ଉଇକିପିଡ଼ିଆର ଯୋଗଦାନ । ତଳେ ଦିଆଯାଇଥିବା ଫାଉଣ୍ଟେନ ଟୁଲ ମାଧ୍ୟମରେ ନିଜ ଯୋଗଦାନ ସବମିଟ କରନ୍ତୁ ।



