ଇସାଟୁକ୍ସିମାବ

ଉଇକିପିଡ଼ିଆ‌ରୁ
ଇସାଟୁକ୍ସିମାବ
Isatuximab (pale blue) binding CD38 (purple). ଛାଞ୍ଚ:PDB
Monoclonal antibody
TypeWhole antibody
SourceChimeric (mouse/human)
TargetCD38
Clinical data
Trade namesSarclisa
SynonymsSAR-650984, isatuximab-irfc
AHFS/Drugs.commonograph
MedlinePlusa620023
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC6456H9932N1700O2026S44
Molar mass୧,୪୫,୧୯୦.୯୯ g·mol−1

ଇସାଟୁକ୍ସିମାବ (ଇଂରାଜୀ ଭାଷାରେ Isatuximab), ସାର୍କାଲିସା ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୩] [୨] ଏହି ରୋଗ ପାଇଁ ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ରୋଗୀଙ୍କଠାରେ ଏହା ବ୍ୟବହୃତ ହୁଏ | [୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହା ପ୍ରାୟ ଡେକ୍ସାମେଥାଜୋନ ଏବଂ ଡାଇଫେନହାଇଡ୍ରାମିନ ସହିତ ଏକତ୍ର ବ୍ୟବହୃତ ହୁଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ, ଇନଫ୍ୟୁଜନ୍ ବା ଅନ୍ତର୍ନିଧାନ ପ୍ରତିକ୍ରିୟା, ନିମୋନିଆ, ନାକ ଏବଂ ଗଳା ସଂକ୍ରମଣ, ତରଲ ଝାଡ଼ା ଏବଂ ବ୍ରୋଙ୍କାଇଟିସ୍ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ଅନ୍ୟ କେତେକ ପ୍ରକାରର କର୍କଟ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ସାଧାରଣତଃ ମାୟେଲୋମା ଜୀବକୋଷଗୁଡ଼ିକରେ ଦେଖାଯାଉଥିବା ମୋନୋକ୍ଲୋନାଲ ଆଣ୍ଟିବଡି (mAb) ସ‌ହିତ ସିଡି୩୮ (CD38) ସଂଲଗ୍ନ ହୁଏ ।[୨]

୨୦୨୦ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଇସାଟୁକ୍ସିମାବ ଅନୁମୋଦିତ ହୋଇଥିଲା ।[୪] [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫୦୦ ମିଗ୍ରାର ମୂଲ୍ୟ ପ୍ରାୟ ୨୫୦୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୬୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Sarclisa Australian prescription medicine decision summary". Therapeutic Goods Administration (TGA). 14 May 2020. Archived from the original on 10 October 2021. Retrieved 16 August 2020.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sarclisa EPAR". European Medicines Agency (EMA). 24 March 2020. Archived from the original on 26 June 2020. Retrieved 25 June 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ ୩.୨ ୩.୩ ୩.୪ "Sarclisa- isatuximab injection, solution, concentrate". DailyMed. 2 March 2020. Archived from the original on 16 October 2020. Retrieved 26 March 2020.
  4. "Isatuximab-irfc Monograph for Professionals". Drugs.com (in ଇଂରାଜୀ). Archived from the original on 19 October 2021. Retrieved 26 November 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 919. ISBN 978-0857114105.
  6. "Sarclisa Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 28 November 2021.