ଇମିପ୍ରାମିନ

ଉଇକିପିଡ଼ିଆ‌ରୁ
ଇମିପ୍ରାମିନ
Clinical data
Trade namesTofranil, Tofranil-PM, others
SynonymsImipramine hydrochloride, melipramine; G-22355
AHFS/Drugs.commonograph
MedlinePlusa682389
data
Pregnancy
category
Routes of
administration
By mouth, intramuscular injection
Legal status
Legal status
Pharmacokinetic data
Bioavailability94–96%[୩]
Protein binding86%[୨]
MetabolismLiver (CYP1A2, CYP2C19, CYP2D6)[୨]
MetabolitesDesipramine[୨]
Elimination half-life20 hours[୨]
ExcretionKidney (80%), fecal (20%)[୨]
Identifiers
  • 3-(10,11-dihydro-5H-dibenzo[b,f]azepin-5-yl)-N,N-dimethylpropan-1-amine
ECHA InfoCard100.000.039 Edit this at Wikidata
Chemical and physical data
FormulaC19H24N2
Molar mass୨୮୦.୪୨ g·mol−1
3D model (JSmol)
  • CN(C)CCCN1C2=CC=CC=C2CCC3=CC=CC=C31
  • InChI=1S/C19H24N2/c1-20(2)14-7-15-21-18-10-5-3-8-16(18)12-13-17-9-4-6-11-19(17)21/h3-6,8-11H,7,12-15H2,1-2H3 checkY
  • Key:BCGWQEUPMDMJNV-UHFFFAOYSA-N checkY
  (verify)

ଇମିପ୍ରାମିନ, ଏକ ବିକ୍ରୟ ନାମ, ହେଉଛି ଏକ ଟ୍ରାଇସାଇକ୍ଲିକ୍ ଆଣ୍ଟିଡେପ୍ରେସାଣ୍ଟ (TCA) ଔଷଧ ଯାହା ଅବସାଦ, ପ୍ୟାନିକ୍ ଡିଜଅର୍ଡର, ବିଛଣା ମୂତ୍ରତ୍ୟାଗଏବଂ ପୋଷ୍ଟରପେଟିକ୍ ନ୍ୟୁରାଲଜିଆ ସହିତ ଉଦ୍‌ବେଗ ଅବ୍ୟବସ୍ଥା ରୋଗମାନାଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] [୫] ଏହା ପାଟିରେ ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ନିଦ୍ରାଳୁ, କୋଷ୍ଠକାଠିନ୍ୟ, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[୫] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାନିଆ, ଆତପଦାହ, ବାତ ଏବଂ ଆତ୍ମହତ୍ୟା ହୋଇପାରେ ।[୫] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ । [୬] ଏହା କିପରି କାର୍ଯ୍ୟ କରେ ତାହା ସ୍ପଷ୍ଟ ନୁହେଁ କିନ୍ତୁ ସେରୋଟୋନିନ ଏବଂ ନର୍-ଏପିନେଫ୍ରିନ ସ୍ତର ବୃଦ୍ଧି ସ‌ହିତ ସମ୍ପର୍କ ଥାଇପାରେ ।[୫]

ଇମିପ୍ରାମିନ ୧୯୫୧ ମସିହାରେ ଆବିଷ୍କୃତ ହୋଇଥିଲା ଏବଂ ୧୯୫୯ ମସିହାରେ ଡାକ୍ତରୀ ଚିକିତ୍ସାର ବ୍ୟବହାରରେ ଆସିଥିଲା ।[୭] ଏହା ପ୍ରଥମ ଟିସିଏ (TCA) ଭାବରେ ବିକ୍ରୟ ହୋଇଥିଲା ।[୮] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଜ୍ୟରେ ୨୫ ମିଗ୍ରାର ୪ ସପ୍ତାହର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ £୭ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୦ ଡଲାର ଅଟେ। ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Imipramine Use During Pregnancy". Drugs.com. 28 August 2019. Archived from the original on 7 February 2020. Retrieved 7 February 2020.
  2. ୨.୦ ୨.୧ ୨.୨ ୨.୩ ୨.୪ "Product Information Tolerade (imipramine hydrochloride)". TGA eBusiness Services. PMIP Pty Ltd. 4 June 2013. Archived from the original on 10 December 2019. Retrieved 16 October 2013.
  3. Heck HA, Buttrill SE Jr, Flynn NW, Dyer RL, Anbar M, Cairns T, Dighe S, Cabana BE (June 1979). "Bioavailability of imipramine tablets relative to a stable isotope-labelled internal standard: increasing the power of bioavailability tests". Journal of Pharmacokinetics and Biopharmaceutics. 7 (3): 233–248. doi:10.1007/bf01060015. PMID 480146. S2CID 23232584.{{cite journal}}: CS1 maint: multiple names: authors list (link)
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 397. ISBN 978-0857114105.
  5. ୫.୦ ୫.୧ ୫.୨ ୫.୩ ୫.୪ "Imipramine Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 26 November 2021.
  6. "Imipramine Use During Pregnancy". Drugs.com (in ଇଂରାଜୀ). Archived from the original on 7 February 2020. Retrieved 26 November 2021.
  7. Walker, S. R. (6 December 2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 978-94-009-2659-2. Archived from the original on 14 September 2016. Retrieved 26 November 2021.
  8. "imipramine | Uses, Mechanism of Action, & Side Effects | Britannica". www.britannica.com (in ଇଂରାଜୀ). Archived from the original on 8 November 2021. Retrieved 26 November 2021.
  9. "Imipramine Hydrochloride Prices and Imipramine Hydrochloride Coupons - GoodRx". GoodRx. Retrieved 26 November 2021.