ଆଶିଷ ଗଡ଼ନାୟକ

ଉଇକିପିଡ଼ିଆ‌ରୁ
ଆଶିଷ ଗଡ଼ନାୟକ
ଜନ୍ମ ଓ ଜନ୍ମସ୍ଥାନ୧୯୭୪
ଢେଙ୍କାନାଳ
ବୃତ୍ତିଗାଳ୍ପିକ ଓ ସମ୍ପାଦକ
ଭାଷାଓଡ଼ିଆ
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ

ଆଶିଷ ଗଡ଼ନାୟକ(ଜନ୍ମ : ୧୯୭୪), ଜଣେ ଓଡ଼ିଆ ଗାଳ୍ପିକ ଓ ସାମ୍ବାଦିକ ।[୧] କଥା ମାସିକ ସାହିତ୍ୟ ପତ୍ରିକାର ସହସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୨] ଅନୁବାଦ ସାହିତ୍ୟରେ ମଧ୍ୟ ସେ ସକ୍ରିୟ ।[୩] ସେ ପିଲାଦିନରୁ କବିତା ଲେଖିବା ଆରମ୍ଭ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମୟରେ ସେ "ଭାତ" ନାମକ ଗପ ଲେଖିଥିଲେ । ସେହି ଗପଟି ୧୯୯୪ମସିହାରେ "କଥା" ପତ୍ରିକାରେ ପ୍ରକାଶିତ ହୋଇଥିଲା ଓ ଏହି ଗପପାଇଁ ସେ "କଥା ନବପ୍ରତିଭା ସମ୍ମାନ" ପାଇଥିଲେ । ଗପର ପୃଷ୍ଟଭୂମୀ ଥିଲା ମଧ୍ୟବୟସ୍କ ମହିଳାଟିଏ ଅନନ୍ୟୋପାୟ ହୋଇ ଦେହ-ବ୍ୟବସାୟକୁ ଆବୋରୀ ନେବାର କଥା ।

ପ୍ରକାଶିତ ପୁସ୍ତକ[ସମ୍ପାଦନା]

  • ଭାତ ଓ ଅନ୍ୟାନ୍ୟ ଗଳ୍ପ[୪]
  • କ୍ରୁଶ[୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଟାଇମପାସ ବୁକର ପୁରସ୍କାର - ୨୦୧୯ ( କ୍ରୁଶ ପାଇଁ)[୬]
  • କଥା ନବପ୍ରତିଭା ସମ୍ମାନ
  • ଟାଇମପାସ ବେଷ୍ଟସେଲର ସମ୍ମାନ
  • ଜ୍ଞାନଦା କଥା ସମ୍ମାନ - ୨୦୧୮(ଅଖିଳ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[୭]

ଆଧାର[ସମ୍ପାଦନା]

  1. http://odishasahityaakademi.org/pdf/sahitya_academi_sl_40.pdf
  2. http://www.sambadepaper.com/epaperpdf/16022018/16-md-rkl1-11.pdf[permanent dead link]
  3. https://www.telegraphindia.com/1150721/jsp/odisha/story_32702.jsp
  4. "କଥା ଝରକା". କଥା ପତ୍ରିକା. ମଇ ୨୦୧୮: ୨୬. Retrieved 22 May 2018.[permanent dead link]
  5. http://indianexpress.com/article/news-archive/web/best-young-writers/
  6. "ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁ ପାଇବେ 'ଟାଇମପସ ବୁକର ପୁରସ୍କାର'". www.dharitri.com. ଧରିତ୍ରୀ. Archived from the original on 14 February 2022. Retrieved 14 February 2022.
  7. . No. ସମ୍ବାଦ ୨୦/୧୨/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪ http://sambadepaper.com/Details.aspx?id=540361&boxid=326545. Retrieved 20 December 2018. {{cite news}}: Missing or empty |title= (help)[permanent dead link]