ଆଲୋଚନା:ଚନ୍ଦ୍ରମୁଖୀ ବସୁ

Page contents not supported in other languages.
ଉଇକିପିଡ଼ିଆ‌ରୁ
ଉଇକିପ୍ରକଳ୍ପ ମହିଳା
WikiProject iconଏହି Lua error in package.lua at line 80: module 'Module:Pagetype/setindex' not found. ଉଇକିପ୍ରକଳ୍ପ ମହିଳା ଅନ୍ତର୍ଗତ । ଉଇକିପିଡ଼ିଆରେ ମହିଳା । ଆପଣ ଭାଗ ନେବାକୁ ଚାହୁଁଥିଲେ ଦୟାକରି ପ୍ରକଳ୍ପ ପୃଷ୍ଠା ଦେଖିପାରିବେ ଓ ସେଠାରେ ଆଲୋଚନା କରିବା ସହ ଫାଙ୍କାଥିବା କାମସବୁର ତାଲିକା ଦେଖିପାରିବେ ।
 

@Abha S Pradhan: ଦିଦି ଓଡ଼ିଆରେ ନାଁଟା "ବାସୁ" ବଦଳରେ "ବସୁ" ହେବ ବୋଧେ? ଇଂରାଜୀରେ ଲୋକମାନେ ତାକୁ 'ବାସୁ' ଭାବରେ ଉଚ୍ଚାରଣ କରନ୍ତି ।--ଗପୁ (ମୋ ଆଲୋଚନା) ୨୩:୦୪, ୧୯ ଅପ୍ରେଲ ୨୦୧୮ (IST)[reply]

ଏଇ ଉଚ୍ଚାରଣରେ ମୋର ବ‌ହୁତ ସନ୍ଦେହ । ଲେଖିଲା ବେଳେ ଯାହା ଠିକ୍ ଲାଗିଲା ସେଇଆ ଲେଖିଦେଲି । ବସୁ ବୋଲି ଯଦି confirm ଅଛ, ତେବେ ଘୁଞ୍ଚେଇ ଦିଅ ।-- Abha Pradhan (talk) ୨୩:୧୯, ୧୯ ଅପ୍ରେଲ ୨୦୧୮ (IST)[reply]
ମୁଁ କୋଉ ପଣ୍ଡିତ ଯେ, ମୋତେ 'ବସୁ' ଶୁଣିଲା ପରି ଲାଗିଲା । ତ‌ଥାପି ଟିକେ ସାହାଯ୍ୟ ନେବା @Psubhashish: ଭାଇଙ୍କର ।
ମୁଁ ବି ପଣ୍ଡିତ ନୁହେଁ । ତେବେ "ବୋଷ" ସାଙ୍ଗିଆ "ବସୁ"ର ଇଂରାଜୀ ସଂସ୍କରଣ ବୋଲି ଇଂରାଜୀ ଉଇକିପିଡ଼ିଆରେ ଲେଖା । ଓଡ଼ିଆରେ ପ୍ରାୟତଃ "ବସୁ" ଲେଖାଯାଏ । ଏବେ ଯଦି ଖବରକାଗଜ ଆଦି "ବାସୁ" ଲେଖୁଥିବା ଜଣାନାହିଁ କିନ୍ତୁ ବାକି ସବୁଠୁ "ବସୁ" ହୁ ଲେଖାଯାଏ । ଉଦାହରଣ ଅସୀମ ବସୁ ନିଜେ ଓଡ଼ିଆ ଦସ୍ତଖତରେ "ବସୁ" ଲେଖିଛନ୍ତି । ଉଇକିଅଭିଧାନରେ ବି (ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ନିଆ ତଥ୍ୟ ଅନୁସାରେ) ଲେଖାଯାଇଛି ଯେ "ବଙ୍ଗୀୟ କାୟସ୍ଥଙ୍କର ଉପାଧିବିଶେଷ" । @Abha Pradhan: "ବସୁ"କୁ ଘୁଞ୍ଚେଇପାରିବ । --ସୁଭାସିସ ପାଣିଘରି (ଆଳାପ) ୦୭:୫୬, ୨୦ ଅପ୍ରେଲ ୨୦୧୮ (IST)[reply]