ଆଜିଲସାର୍ଟନ

ଉଇକିପିଡ଼ିଆ‌ରୁ
ଆଜିଲସାର୍ଟନ
Clinical data
Trade namesEdarbi, Azilva
SynonymsAzilsartan medoxomil, TAK-536, TAK-491
AHFS/Drugs.commonograph
MedlinePlusa611028
data
Routes of
administration
By mouth
Legal status
Legal status
  • UK: POM (Prescription only)
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability60%
MetabolismCYP2C9
Onset of actionWithin 2 wks[୧]
Elimination half-life11 hrs
Excretion55% feces, 42% urine
Identifiers
  • 2-Ethoxy-1-{[2'-(5-oxo-2,5-dihydro-1,2,4-oxadiazol-3-yl)-4-biphenylyl]methyl}-1H-benzimidazole-7-carboxylic acid
ECHA InfoCard100.235.975 Edit this at Wikidata
Chemical and physical data
FormulaC25H20N4O5
Molar mass୪୫୬.୪୬ g·mol−1
3D model (JSmol)
  • CCOC1=NC2=CC=CC(=C2N1CC3=CC=C(C=C3)C4=CC=CC=C4C5=NOC(=O)N5)C(=O)O
  • InChI=InChI=1S/C25H20N4O5/c1-2-33-24-26-20-9-5-8-19(23(30)31)21(20)29(24)14-15-10-12-16(13-11-15)17-6-3-4-7-18(17)22-27-25(32)34-28-22/h3-13H,2,14H2,1H3,(H,30,31)(H,27,28,32) ☒N
  • Key:KGSXMPPBFPAXLY-UHFFFAOYSA-N ☒N
  (verify)

ଆଜିଲସାର୍ଟନ, ଏକ ବେପାର ନାମ ଏଡାର୍ବି, ହେଉଛି ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୨][୩] ଅନ୍ୟାନ୍ୟ ବ୍ୟବହାରରେ ମଧୁମେହ କିଡନୀ ରୋଗ ଏବଂ ହୃଦ୍‌ପାତ ଅନ୍ତର୍ଭୁକ୍ତ ହୋଇପାରେ । [୧] ଏହା ପାଟିରେ ଦିଆଯାଏ । [୧] ଔଷଧର ପ୍ରଭାବ ସାଧାରଣତଃ ୨ ସପ୍ତାହ ମଧ୍ୟରେ ଆରମ୍ଭ ହୁଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା ଏବଂ ମୁଣ୍ଡ ବୁଲାଇବା ହୋଇପାରେ । [୨][୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜିଓଇଡିମା, ନିମ୍ନ ରକ୍ତଚାପ ଏବଂ ବୃକ୍‌କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ। [୧] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୪] ଏହା ଏକ ଆଞ୍ଜିଓଟେନସିନ୍ ୨ ରିସେପ୍ଟର ବ୍ଲକର୍ | [୨]

୨୦୧୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଜିଲସାର୍ଟନ ଅନୁମୋଦିତ ହୋଇଥିଲା। [୨][୩] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହର ଖର୍ଚ୍ଚ ୨୦ ପାଉଣ୍ଡରୁ କମ ହୁଏ । [୫] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୬୦ ଡଲାର ଅଟେ । [୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Azilsartan Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 17 January 2022.
  2. ୨.୦ ୨.୧ ୨.୨ ୨.୩ "Edarbi- azilsartan kamedoxomil tablet". DailyMed. 26 July 2019. Archived from the original on 7 February 2019. Retrieved 9 March 2020.
  3. ୩.୦ ୩.୧ ୩.୨ "Edarbi EPAR". European Medicines Agency (EMA). 18 May 2018. Archived from the original on 24 March 2020. Retrieved 9 March 2020.
  4. "Azilsartan medoxomil (Edarbi) Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 17 January 2022.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 189. ISBN 978-0857114105.
  6. "Azilsartan Prices, Coupons & Savings Tips - GoodRx". GoodRx. Archived from the original on 1 November 2016. Retrieved 17 January 2022.