Jump to content

ଆଗୋମେଲାଟିନ

ଉଇକିପିଡ଼ିଆ‌ରୁ
ଆଗୋମେଲାଟିନ
Clinical data
Trade namesMelitor, Thymanax, Valdoxan, others
AHFS/Drugs.comInternational Drug Names
data
Pregnancy
category
    Routes of
    administration
    By mouth
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    Pharmacokinetic data
    Bioavailability1%[]
    Protein binding95%[]
    Metabolismhepatic (90% CYP1A2 and 10% CYP2C9)[]
    Elimination half-life1–2 hours[]
    ExcretionRenal (80%, mostly as metabolites)[]
    Identifiers
    • N-[2-(7-methoxynaphthalen-1-yl)ethyl]acetamide
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEMBL
    ECHA InfoCard100.157.896 Edit this at Wikidata
    Chemical and physical data
    FormulaC15H17NO2
    Molar mass243.301 g/mol
    3D model (JSmol)
    • O=C(NCCc1c2c(ccc1)ccc(OC)c2)C
    • InChI=1S/C15H17NO2/c1-11(17)16-9-8-13-5-3-4-12-6-7-14(18-2)10-15(12)13/h3-7,10H,8-9H2,1-2H3,(H,16,17) checkY
    • Key:YJYPHIXNFHFHND-UHFFFAOYSA-N checkY
     ☒NcheckY (what is this?)  (verify)

    ଆଗୋମେଲାଟିନ (ଇଂରାଜୀ ଭାଷାରେ Agomelatine ) ଏକ ଅସ୍ୱାଭାବିକ ଅବସାଦରୋଧୀ (atypical antidepressant) ଔଷଧ ଯାହା ପ୍ରମୁଖ ଅବସାଦ ବେମାରୀର ଚିକିତ୍ସା ନିମନ୍ତେ ଦିଆଯାଏ ।[] ଏକ ଅନୁଶୀଳନରୁ ଜଣାଯାଏ, ଏହା ଅନ୍ୟାନ୍ୟ ଅବସାଦରୋଧୀ ଔଷଧ ଅପେକ୍ଷା ଗୁଣାତ୍ମକ ଭାବରେ କିଛି ଅଧିକ ନୁହେଁ ।[][] ସେହିଭଳି ଅନ୍ୟ ଏକ ଅନୁଶୀଳନରେ ଦେଖାଗଲା ଏହା ଅନ୍ୟାନ୍ୟ ଅବସାଦରୋଧୀ ଔଷଧ ସ‌ହିତ ତୁଳନାତ୍ମକ ଭାବରେ ସମାନ ।[]

    ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଓଜନ ବୃଦ୍ଧି, ଥକ୍କା ଅନୁଭବ, ଯକୃତ ସମସ୍ୟା, ଅଇ, ମୁଣ୍ଡ ବିନ୍ଧାଉଦ୍‌ବେଗ ହୋଇପାରେ ।[][] ଯକୃତ ସମସ୍ୟା ସମ୍ଭାବନା ଥିବା ଯୋଗୁ ବାରମ୍ବାର ରକ୍ତ ପରୀକ୍ଷା କରିବାକୁ ହୁଏ ।[] ଡିମେନ୍ସିଆ ରୋଗରେ ଓ ୭୫ ବର୍ଷ ବୟସ ପରେ ଏହା ଦେବାକୁ ସୁପାରିସ କରାଯାଏ ନାହିଁ ।[] ଅନ୍ୟାନ୍ୟ ଅବସାଦରୋଧୀ ଔଷଧ ଅପେକ୍ଷା ଏହାର କମ୍ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଏକ ଅନୁଶୀଳନରୁ ଜଣାଯାଏ ।[] ଏହା ଏକ ମେଲାଟୋନିନ ଆଗୋନିସ୍ଟ (stimulating melatonin receptors ) ଓ ସିଲେକ୍ଟିଭ ସେରୋଟୋନିନ ଆଣ୍ଟାଗୋନିସ୍ଟ (blocking serotonin receptors) ଭାବରେ କାମ କରେ ।[]

    ସନ ୨୦୦୯ରେ ୟୁରୋପରେ ଓ ସନ ୨୦୧୦ରେ ଅଷ୍ଟ୍ରେଲିଆରେ ଆଗୋମେଲାଟିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ସ୍ୱୀକୃଟ କରିବା ପ୍ରଚେଷ୍ଟ ସନ ୨୦୧୧ରେ ଶେଷ ହୋଇଗଲା ।[] ସର୍ଭିଅର (Servier) ନାମକ କମ୍ପାନୀ ଏହାକୁ ପ୍ରସ୍ତୁତ କରିଥିଲେ ।[] ସନ ୨୦୧୯ରେରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୩୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[]

    ଏହା ମଧ୍ୟ ଦେଖନ୍ତୁ

    [ସମ୍ପାଦନା]
    1. 1 2 3 4 5 "VALDOXAN® Product Information" (PDF). TGA eBusiness Services. Servier Laboratories Pty Ltd. 2013-09-23. Archived from the original on 2017-03-24. Retrieved 2013-10-14.
    2. 1 2 3 Guaiana G, Gupta S, Chiodo D, Davies SJ, Haederle K, Koesters M (December 2013). "Agomelatine versus other antidepressive agents for major depression". The Cochrane Database of Systematic Reviews (12): CD008851. doi:10.1002/14651858.CD008851.pub2. PMID 24343836.
    3. Taylor D, Sparshatt A, Varma S, Olofinjana O (March 2014). "Antidepressant efficacy of agomelatine: meta-analysis of published and unpublished studies". BMJ. 348: g1888. doi:10.1136/bmj.g1888. PMC 3959623. PMID 24647162.
    4. Cipriani A, Furukawa TA, Salanti G, Chaimani A, Atkinson LZ, Ogawa Y, et al. (April 2018). "Comparative efficacy and acceptability of 21 antidepressant drugs for the acute treatment of adults with major depressive disorder: a systematic review and network meta-analysis". Lancet (in English). 391 (10128): 1357–1366. doi:10.1016/S0140-6736(17)32802-7. PMC 5889788. PMID 29477251.{{cite journal}}: CS1 maint: unrecognized language (link)
    5. 1 2 3 British national formulary : BNF 76 (76 ed.). Pharmaceutical Press. 2018. pp. 357–358. ISBN 9780857113382.
    6. "Product Information: Valdoxan, INN-agomelatine" (PDF). www.ema.europa.eu. European Medicines Agency. 13 November 2013. Archived (PDF) from the original on 29 October 2014. Retrieved 27 February 2016.
    7. 1 2 3 4 5 Norman, TR; Olver, JS (13 February 2019). "Agomelatine for depression: expanding the horizons?". Expert Opinion on Pharmacotherapy: 1–10. doi:10.1080/14656566.2019.1574747. PMID 30759026.

    ବାହ୍ୟ ଲିଙ୍କ

    [ସମ୍ପାଦନା]