Jump to content

ଆକାର୍ବୋସ

ଉଇକିପିଡ଼ିଆ‌ରୁ
ଆକାର୍ବୋସ
Haworth projection of acarbose
Ball-and-stick model of the acarbose molecule
Clinical data
Trade namesGlucobay, Precose, Prandase, others
Synonyms(2R,3R,4R,5S,6R)-5-{[(2R,3R,4R,5S,6R)-5- {[(2R,3R,4S,5S,6R)-3,4-dihydroxy-6-methyl- 5-{[(1S,4R,5S,6S)-4,5,6-trihydroxy-3- (hydroxymethyl)cyclohex-2-en-1-yl]amino} tetrahydro-2H-pyran-2-yl]oxy}-3,4-dihydroxy- 6-(hydroxymethyl)tetrahydro-2H-pyran-2-yl]oxy}- 6-(hydroxymethyl)tetrahydro-2H-pyran-2,3,4-triol
AHFS/Drugs.commonograph
MedlinePlusa696015
data
Pregnancy
category
  • AU: B3
  • US: B (No risk in non-human studies)
    Routes of
    administration
    By mouth (tablets)
    Legal status
    Legal status
    Pharmacokinetic data
    BioavailabilityExtremely low
    MetabolismGastrointestinal tract
    Elimination half-life2 hours
    ExcretionKidney (less than 2%)
    Identifiers
    • O-4,6-Dideoxy-4-[[(1S,4R,5S,6S)-4,5,6-trihydroxy-3-(hydroxymethyl)-2-cyclohexen-1-yl]amino]-α-D-glucopyranosyl-(1→4)-O-α-D-glucopyranosyl-(1→4)-D-glucopyranose
    ECHA InfoCard100.054.555 Edit this at Wikidata
    Chemical and physical data
    FormulaC25H43NO18
    Molar mass୬୪୫.୬୧ g·mol−1
    3D model (JSmol)
    • O([C@H]1[C@H](O)[C@@H](O)[C@H](O)O[C@@H]1CO)[C@H]4O[C@@H]([C@@H](O[C@H]3O[C@H](C)[C@@H](N[C@H]2/C=C(/CO)[C@@H](O)[C@H](O)[C@H]2O)[C@H](O)[C@H]3O)[C@H](O)[C@H]4O)CO
    • InChI=1S/C25H43NO18/c1-6-11(26-8-2-7(3-27)12(30)15(33)13(8)31)14(32)19(37)24(40-6)43-22-10(5-29)42-25(20(38)17(22)35)44-21-9(4-28)41-23(39)18(36)16(21)34/h2,6,8-39H,3-5H2,1H3/t6-,8+,9-,10-,11-,12-,13+,14+,15+,16-,17-,18-,19-,20-,21-,22-,23-,24-,25-/m1/s1 checkY
    • Key:XUFXOAAUWZOOIT-SXARVLRPSA-N checkY
      (verify)

    ଆକାର୍ବୋସ ହେଉଛି ଏକ ଔଷଧ ଯାହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଯେଉଁମାନେ ମେଟଫର୍ମିନ୍ ଗ୍ରହଣ କରିପାରିବେ ନାହିଁ କିମ୍ବା ଅନ୍ୟାନ୍ୟ ମଧୁମେହ ଔଷଧ ସ‌ହିତ ଏହା ବ୍ୟବହାର କରାଯାଇପାରେ । [] ଏହାର ଉପକାର ଅଳ୍ପ ଅଟେ । [] ପ୍ରତ୍ୟେକ ଭୋଜନ ସହିତ ଏହାକୁ ପାଟିରେ ଦିଆଯାଏ । [] ସର୍ବାଧିକ ପ୍ରଭାବ ନିମନ୍ତେ ୨ ସପ୍ତାହ ଲାଗିପାରେ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା ଏବଂ ଅନ୍ତନଳୀ ଗ୍ୟାସ ବୃଦ୍ଧି ହୋଇଥାଏ । [] ଯେତେବେଳେ ଏକାକୀ ବ୍ୟବହାର କରାଯାଏ, ଏହା ସାଧାରଣତ କମ୍ ରକ୍ତରେ ଶର୍କରା ସୃଷ୍ଟି କରେ ନାହିଁ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବର୍ଦ୍ଧିତ ଯକୃତ ଏନଜାଇମ୍ ହୋଇପାରେ । [] ଅନ୍ତନଳୀରେ ଅବରୋଧ ହେବାର ଆଶଙ୍କା ଥିବା ଲୋକଙ୍କ ବ୍ୟବହାର ସୁପାରିଶ କରାଯାଏ ନାହିଁ। [] କାର୍ବୋହାଇଡ୍ରେଟ୍ ହଜମକୁ ମନ୍ଥର କରି ଏହା କାମ କରେ । []

    ୧୯୯୫ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆକାର୍ବୋଜ୍ ଅନୁମୋଦିତ ହୋଇଥିଲା । [] ଏହା ଏକ ଜେନେରିକ୍ ଔଷଧ ନାମରେ ଉପଲବ୍ଧ । [] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ରେ ୧୬ ଡଲାର ଥିଲା । [] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୫ପାଉଣ୍ଡ । []

    1. 1 2 3 "Acarbose Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 July 2021.
    2. 1 2 3 4 5 6 "Acarbose Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 July 2021.
    3. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 729. ISBN 978-0-85711-369-6.{{cite book}}: CS1 maint: date format (link)
    4. "Acarbose Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 18 July 2021.
    5. "Acarbose Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 18 July 2021.