ଆକାର୍ବୋସ

ଉଇକିପିଡ଼ିଆ‌ରୁ
ଆକାର୍ବୋସ
Haworth projection of acarbose
Ball-and-stick model of the acarbose molecule
Clinical data
Trade namesGlucobay, Precose, Prandase, others
Synonyms(2R,3R,4R,5S,6R)-5-{[(2R,3R,4R,5S,6R)-5- {[(2R,3R,4S,5S,6R)-3,4-dihydroxy-6-methyl- 5-{[(1S,4R,5S,6S)-4,5,6-trihydroxy-3- (hydroxymethyl)cyclohex-2-en-1-yl]amino} tetrahydro-2H-pyran-2-yl]oxy}-3,4-dihydroxy- 6-(hydroxymethyl)tetrahydro-2H-pyran-2-yl]oxy}- 6-(hydroxymethyl)tetrahydro-2H-pyran-2,3,4-triol
AHFS/Drugs.commonograph
MedlinePlusa696015
data
Pregnancy
category
  • AU: B3
  • US: B (No risk in non-human studies)
Routes of
administration
By mouth (tablets)
Legal status
Legal status
Pharmacokinetic data
BioavailabilityExtremely low
MetabolismGastrointestinal tract
Elimination half-life2 hours
ExcretionKidney (less than 2%)
Identifiers
  • O-4,6-Dideoxy-4-[[(1S,4R,5S,6S)-4,5,6-trihydroxy-3-(hydroxymethyl)-2-cyclohexen-1-yl]amino]-α-D-glucopyranosyl-(1→4)-O-α-D-glucopyranosyl-(1→4)-D-glucopyranose
ECHA InfoCard100.054.555 Edit this at Wikidata
Chemical and physical data
FormulaC25H43NO18
Molar mass୬୪୫.୬୧ g·mol−1
3D model (JSmol)
  • O([C@H]1[C@H](O)[C@@H](O)[C@H](O)O[C@@H]1CO)[C@H]4O[C@@H]([C@@H](O[C@H]3O[C@H](C)[C@@H](N[C@H]2/C=C(/CO)[C@@H](O)[C@H](O)[C@H]2O)[C@H](O)[C@H]3O)[C@H](O)[C@H]4O)CO
  • InChI=1S/C25H43NO18/c1-6-11(26-8-2-7(3-27)12(30)15(33)13(8)31)14(32)19(37)24(40-6)43-22-10(5-29)42-25(20(38)17(22)35)44-21-9(4-28)41-23(39)18(36)16(21)34/h2,6,8-39H,3-5H2,1H3/t6-,8+,9-,10-,11-,12-,13+,14+,15+,16-,17-,18-,19-,20-,21-,22-,23-,24-,25-/m1/s1 checkY
  • Key:XUFXOAAUWZOOIT-SXARVLRPSA-N checkY
  (verify)

ଆକାର୍ବୋସ ହେଉଛି ଏକ ଔଷଧ ଯାହା ଉପ‌ଯୁକ୍ତ ଖାଦ୍ୟ ଏବଂ ବ୍ୟାୟାମ ସହିତ ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଯେଉଁମାନେ ମେଟଫର୍ମିନ୍ ଗ୍ରହଣ କରିପାରିବେ ନାହିଁ କିମ୍ବା ଅନ୍ୟାନ୍ୟ ମଧୁମେହ ଔଷଧ ସ‌ହିତ ଏହା ବ୍ୟବହାର କରାଯାଇପାରେ । [୨] ଏହାର ଉପକାର ଅଳ୍ପ ଅଟେ । [୩] ପ୍ରତ୍ୟେକ ଭୋଜନ ସହିତ ଏହାକୁ ପାଟିରେ ଦିଆଯାଏ । [୨] ସର୍ବାଧିକ ପ୍ରଭାବ ନିମନ୍ତେ ୨ ସପ୍ତାହ ଲାଗିପାରେ । [୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ତରଳ ଝାଡ଼ା ଏବଂ ଅନ୍ତନଳୀ ଗ୍ୟାସ ବୃଦ୍ଧି ହୋଇଥାଏ । [୧] ଯେତେବେଳେ ଏକାକୀ ବ୍ୟବହାର କରାଯାଏ, ଏହା ସାଧାରଣତ କମ୍ ରକ୍ତରେ ଶର୍କରା ସୃଷ୍ଟି କରେ ନାହିଁ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବର୍ଦ୍ଧିତ ଯକୃତ ଏନଜାଇମ୍ ହୋଇପାରେ । [୨] ଅନ୍ତନଳୀରେ ଅବରୋଧ ହେବାର ଆଶଙ୍କା ଥିବା ଲୋକଙ୍କ ବ୍ୟବହାର ସୁପାରିଶ କରାଯାଏ ନାହିଁ। [୩] କାର୍ବୋହାଇଡ୍ରେଟ୍ ହଜମକୁ ମନ୍ଥର କରି ଏହା କାମ କରେ । [୨]

୧୯୯୫ରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଆକାର୍ବୋଜ୍ ଅନୁମୋଦିତ ହୋଇଥିଲା । [୧] ଏହା ଏକ ଜେନେରିକ୍ ଔଷଧ ନାମରେ ଉପଲବ୍ଧ । [୪] ଯୁକ୍ତରାଷ୍ଟ୍ରରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ରେ ୧୬ ଡଲାର ଥିଲା । [୫] ଯୁକ୍ତରାଜ୍ୟରେ ଏହାର ମୂଲ୍ୟ ପ୍ରାୟ ୧୫ପାଉଣ୍ଡ । [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Acarbose Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 July 2021.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Acarbose Monograph for Professionals". Drugs.com (in ଇଂରାଜୀ). Archived from the original on 12 August 2020. Retrieved 18 July 2021.
  3. ୩.୦ ୩.୧ ୩.୨ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 729. ISBN 978-0-85711-369-6.{{cite book}}: CS1 maint: date format (link)
  4. "Acarbose Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 18 July 2021.
  5. "Acarbose Prices, Coupons & Savings Tips - GoodRx". GoodRx. Archived from the original on 23 October 2016. Retrieved 18 July 2021.