ଗଙ୍ଗାରାମପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Gangarampur
গঙ্গারামপুর
Town
Country India
StateWest Bengal
DistrictDakshin Dinajpur
Area
 • ସମୁଦାୟ10.29 km2 (3.97 sq mi)
Elevation
25 m (82 ft)
Population
 (2011)
 • Total୫୬,୧୭୫
 • Density5,500/km2 (14,000/sq mi)
Languages
 • OfficialBengali, English
Time zoneUTC+5:30 (IST)
PIN
733124
Telephone code03521
ଯାନବାହାନ ପଞ୍ଚୀକରଣWB61 - WB62
Lok Sabha constituencyBalurghat
Vidhan Sabha constituencyGangarampur


ଗଙ୍ଗାରାମପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ଦକ୍ଶିନ୍ ଦିନଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଗଙ୍ଗାରାମପୁର ୨୫.୪୦୧୪ ଉତ୍ତର ଅକ୍ଷାଂଶ ଓ ୮୮.୫୨୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗଙ୍ଗାରାମପୁର ସହରର ମୋଟ ଜନସଂଖ୍ୟା ୫୩୫୪୮ ଅଟେ ।[୨] ସେଥି ମଧ୍ୟରୁ ୫୧.୯୦% ଜଣ ପରୁଷ ହୋଇଥିବା ବେଳେ ୪୮.୧୦% ଜଣ ନାରୀ ଅଟନ୍ତି । ଗଙ୍ଗାରାମପୁରର ସାକ୍ଷରତା ହାର ୬୭.୧୯% ଅଟେ । ଏହା ଜାତୀୟ ହାରଠାରୁ -୨.୩୫% ପ୍ରତିଶତ କମ ଅଟେ । ସେଥିରୁ ୩୭.୯୭% ପ୍ରତିଶତ ପୁରୁଷ ଓ ୨୯.୨୨% ନାରୀ ଅଟନ୍ତି । ୧୩.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ବଙ୍ଗାଳୀ ଗଙ୍ଗାରାମପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]