ଗଙ୍ଗାରାମପୁର
ଦେଖଣା
Gangarampur
গঙ্গারামপুর | |
---|---|
Town | |
Country | India |
State | West Bengal |
District | Dakshin Dinajpur |
Area | |
• ସମୁଦାୟ | 10.29 km2 (3.97 sq mi) |
Elevation | 25 m (82 ft) |
Population (2011) | |
• Total | ୫୬,୧୭୫ |
• Density | 5,500/km2 (14,000/sq mi) |
Languages | |
• Official | Bengali, English |
Time zone | UTC+5:30 (IST) |
PIN | 733124 |
Telephone code | 03521 |
ଯାନବାହାନ ପଞ୍ଚୀକରଣ | WB61 - WB62 |
Lok Sabha constituency | Balurghat |
Vidhan Sabha constituency | Gangarampur |
ଗଙ୍ଗାରାମପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ଦକ୍ଶିନ୍ ଦିନଜ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଗଙ୍ଗାରାମପୁର ୨୫.୪୦୧୪ ଉତ୍ତର ଅକ୍ଷାଂଶ ଓ ୮୮.୫୨୯୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୮ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଗଙ୍ଗାରାମପୁର ସହରର ମୋଟ ଜନସଂଖ୍ୟା ୫୩୫୪୮ ଅଟେ ।[୨] ସେଥି ମଧ୍ୟରୁ ୫୧.୯୦% ଜଣ ପରୁଷ ହୋଇଥିବା ବେଳେ ୪୮.୧୦% ଜଣ ନାରୀ ଅଟନ୍ତି । ଗଙ୍ଗାରାମପୁରର ସାକ୍ଷରତା ହାର ୬୭.୧୯% ଅଟେ । ଏହା ଜାତୀୟ ହାରଠାରୁ -୨.୩୫% ପ୍ରତିଶତ କମ ଅଟେ । ସେଥିରୁ ୩୭.୯୭% ପ୍ରତିଶତ ପୁରୁଷ ଓ ୨୯.୨୨% ନାରୀ ଅଟନ୍ତି । ୧୩.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ଗଙ୍ଗାରାମପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.