ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୪-୨୦୧୫/୧
ଦେଖଣା
ଏହି ପ୍ରକଳ୍ପଟି ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୧୪ ମସିହାର ଓଡ଼ିଆ ଗଣମାଧ୍ୟମ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଏହି କର୍ମଶାଳାଟି ସେପ୍ଟେମ୍ବର ୨୩ ତାରିଖରେ ହୋଇଥିଲା।
କର୍ମଶାଳା ମାଧ୍ୟମରେ ଛାତ୍ରମାନଙ୍କୁ ନିମ୍ନ ବିଷୟମାନଙ୍କରେ ଶିକ୍ଷାଦାନ ଦିଆଯିବ:
- ଓଡ଼ିଆ ଟାଇପିଙ୍ଗ
- ଓଡ଼ିଆ ଉଇକିପିଡ଼ିଆର ନୀତିନିୟମ
- ଏଥିରେ ସମ୍ପାଦନା
- ଛାତ୍ରମାନେ ଓଡ଼ିଆ ଉଇକିପିଡ଼ିଆରେ ସମ୍ପୃକ୍ତ ହୋଇ କି କି ଲାଭ ହାସଲ କରିବେ
ପରିଚାଳନା
[ସମ୍ପାଦନା]- ମୃତ୍ୟଞ୍ଜୟ କର, ନାଲକୋନଗର ଉଇକି ଟୁଙ୍ଗି
- ସୁବାସ ଚନ୍ଦ୍ର ରାଉତ (ଅତିଥି ପରିଚାଳକ), ଭୁବନେଶ୍ୱର ଉଇକି ଟୁଙ୍ଗି
- ସୁଭାସିସ ପାଣିଗାହି, ଆକସେସ ଟୁ ନଲେଜ, ସେଣ୍ଟର ଫର ଇଣ୍ଟରନେଟ ଏଣ୍ଡ ସୋସାଇଟି
ଅଂଶଗ୍ରହଣ
[ସମ୍ପାଦନା]- --Meera Krishnan (ମୋ ଆଲୋଚନା) ୦୯:୨୫, ୨୩ ସେପ୍ଟେମ୍ବର ୨୦୧୪ (UTC)
- --Saumyashree mishra (ମୋ ଆଲୋଚନା) ୦୯:୨୮, ୨୩ ସେପ୍ଟେମ୍ବର ୨୦୧୪ (UTC)
- --Jagamohan maharana (ମୋ ଆଲୋଚନା) ୦୯:୪୫, ୨୩ ସେପ୍ଟେମ୍ବର ୨୦୧୪ (UTC)
- --Manasimohapatra (ମୋ ଆଲୋଚନା) ୦୯:୫୨, ୨୩ ସେପ୍ଟେମ୍ବର ୨୦୧୪ (UTC)
- --Sanjay Kumar Bissoyi (ମୋ ଆଲୋଚନା) ୦୯:୫୩, ୨୩ ସେପ୍ଟେମ୍ବର ୨୦୧୪ (UTC)
- ବ୍ୟବହାରକାରୀ:Debasmita Priyadarshini
- ବ୍ୟବହାରକାରୀ:Malikhemant
- ବ୍ୟବହାରକାରୀ:Chandan Sishu
- ବ୍ୟବହାରକାରୀ:Sasmita jamuda
- ବ୍ୟବହାରକାରୀ:Gayatri Barik
- ବ୍ୟବହାରକାରୀ:Sarasini Subudhi
- ବ୍ୟବହାରକାରୀ:Abinash gartia
- ବ୍ୟବହାରକାରୀ:Ganesh prasad sahoo
- ବ୍ୟବହାରକାରୀ:Anima sahoo
- ବ୍ୟବହାରକାରୀ:Chidananda jena
ବିବରଣୀ
[ସମ୍ପାଦନା]- ଏହି କର୍ମଶାଳାଟି ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା: ସକାଳ ୧୧:୩୦ରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଉଇକିପିଡ଼ିଆ ବାବଦରେ ଉଇକିଆଳି ସୁବାସ ଚନ୍ଦ୍ର ରାଉତ ଓ ମୃତ୍ୟଞ୍ଜୟ କରଙ୍କ ଦ୍ୱାରା ଏକ ପ୍ରାରମ୍ଭିକ ଶିକ୍ଷଣ, ଦିବା ୨:୩୦ରୁ ୩:୧୫ ଘଟିକା ଯାଏ ଓ ୧.୧୫ ଘଣ୍ଟା ବିରତି ପରେ ୪:୩୦ ରୁ ୫ ଘଟିକା ପର୍ଯ୍ୟନ୍ତ ଉପରେ ଉଲ୍ଲିଖିତ ଦୁଇ ଉଇକିଆଳିଙ୍କ ସମେତ ସୁଭାସିସ ପାଣିଗାହିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।
- ମୋଟ ୨୧ ଜଣ ଛାତ୍ର ସକାଳ ଅଧିବେଶନରେ ଯୋଗଦେଇଥିବା ବେଳେ ୧୩ ଜଣ ଉପରଓଳିର କର୍ମଶାଳାରେ ଯୋଗଦେଇଥିଲେ ।
- ଛାତ୍ରମାନେ ନିଜର ଉଇକିପିଡ଼ିଆ ଖାତା ଖୋଲିବା ସହିତ ନିଜେ ଆଗ୍ରହୀ ଥିବା ବିଭିନ୍ନ ପ୍ରସଙ୍ଗ ଖୋଜି ସେସବୁକୁ ସମ୍ପାଦନା କରିଥିଲେ । କିଛି ଛାତ୍ର ନୂଆ ପ୍ରସଙ୍ଗ ମଧ୍ୟ ତିଆରି କରିଥିଲେ ।
ଅସୁବିଧା ଓ ସମାଧାନ
[ସମ୍ପାଦନା]- ଅନୁଷ୍ଠାନରେ କିଛି ଆଭ୍ୟନ୍ତରୀଣ ଅସୁବିଧା ହେତୁ ଅନୁଷ୍ଠାନରେ ଧାରଣା ଚାଲିଥିବାରୁ ଛାତ୍ରମାନେ ଅଧିକ ସମୟ ଦେଇ ଭଲ ଭାବେ ଉଇକିପିଡ଼ିଆରେ ସମ୍ପାଦନା କରିବା ଶିଖିପାରି ନଥିଲେ ।
- ଆଗକୁ ମାସରେ ଦୁଇଟି କର୍ମଶାଳା ପାଇଁ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସେ ଏହା ବିଚାର କରି ଅକ୍ଟୋବର ପ୍ରଥମ/ଦ୍ୱିତୀୟ ସପ୍ତାହରେ ଜଣାଇବାର ପ୍ରତିଶ୍ରୁତି ଦେଇଛନ୍ତି ।