ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୪-୨୦୧୫/୧

ଉଇକିପିଡ଼ିଆ‌ରୁ
କର୍ମଶାଳାରେ ଭାଗନେଇଥିବା ଓଡ଼ିଆ ଓ ଇଂରାଜୀ ବିଭାଗର ଛାତ୍ରଛାତ୍ରୀଗଣ

ଏହି ପ୍ରକଳ୍ପଟି ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୧୪ ମସିହାର ଓଡ଼ିଆ ଗଣମାଧ୍ୟମ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଛି । ଏହି କର୍ମଶାଳାଟି ସେପ୍ଟେମ୍ବର ୨୩ ତାରିଖରେ ହୋଇଥିଲା।

କର୍ମଶାଳା ମାଧ୍ୟମରେ ଛାତ୍ରମାନଙ୍କୁ ନିମ୍ନ ବିଷୟମାନଙ୍କରେ ଶିକ୍ଷାଦାନ ଦିଆଯିବ:

  1. ଓଡ଼ିଆ ଟାଇପିଙ୍ଗ
  2. ଓଡ଼ିଆ ଉଇକିପିଡ଼ିଆର ନୀତିନିୟମ
  3. ଏଥିରେ ସମ୍ପାଦନା
  4. ଛାତ୍ରମାନେ ଓଡ଼ିଆ ଉଇକିପିଡ଼ିଆରେ ସମ୍ପୃକ୍ତ ହୋଇ କି କି ଲାଭ ହାସଲ କରିବେ

ପରିଚାଳନା[ସମ୍ପାଦନା]

ଅଂଶଗ୍ରହଣ[ସମ୍ପାଦନା]

  1. --Meera Krishnan (ମୋ ଆଲୋଚନା) ୦୯:୨୫, ୨୩ ସେପ୍ଟେମ୍ବର ୨୦୧୪ (UTC)
  2. --Saumyashree mishra (ମୋ ଆଲୋଚନା) ୦୯:୨୮, ୨୩ ସେପ୍ଟେମ୍ବର ୨୦୧୪ (UTC)
  3. --Jagamohan maharana (ମୋ ଆଲୋଚନା) ୦୯:୪୫, ୨୩ ସେପ୍ଟେମ୍ବର ୨୦୧୪ (UTC)
  4. --Manasimohapatra (ମୋ ଆଲୋଚନା) ୦୯:୫୨, ୨୩ ସେପ୍ଟେମ୍ବର ୨୦୧୪ (UTC)
  5. --Sanjay Kumar Bissoyi (ମୋ ଆଲୋଚନା) ୦୯:୫୩, ୨୩ ସେପ୍ଟେମ୍ବର ୨୦୧୪ (UTC)
  6. ବ୍ୟବହାରକାରୀ:Debasmita Priyadarshini
  7. ବ୍ୟବହାରକାରୀ:Malikhemant
  8. ବ୍ୟବହାରକାରୀ:Chandan Sishu
  9. ବ୍ୟବହାରକାରୀ:Sasmita jamuda
  10. ବ୍ୟବହାରକାରୀ:Gayatri Barik
  11. ବ୍ୟବହାରକାରୀ:Sarasini Subudhi
  12. ବ୍ୟବହାରକାରୀ:Abinash gartia
  13. ବ୍ୟବହାରକାରୀ:Ganesh prasad sahoo
  14. ବ୍ୟବହାରକାରୀ:Anima sahoo
  15. ବ୍ୟବହାରକାରୀ:Chidananda jena‎

ବିବରଣୀ[ସମ୍ପାଦନା]

  • ଏହି କର୍ମଶାଳାଟି ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା: ସକାଳ ୧୧:୩୦ରୁ ଦିବା ୧ ଘଟିକା ପର୍ଯ୍ୟନ୍ତ ଉଇକିପିଡ଼ିଆ ବାବଦରେ ଉଇକିଆଳି ସୁବାସ ଚନ୍ଦ୍ର ରାଉତ ଓ ମୃତ୍ୟଞ୍ଜୟ କରଙ୍କ ଦ୍ୱାରା ଏକ ପ୍ରାରମ୍ଭିକ ଶିକ୍ଷଣ, ଦିବା ୨:୩୦ରୁ ୩:୧୫ ଘଟିକା ଯାଏ ଓ ୧.୧୫ ଘଣ୍ଟା ବିରତି ପରେ ୪:୩୦ ରୁ ୫ ଘଟିକା ପର୍ଯ୍ୟନ୍ତ ଉପରେ ଉଲ୍ଲିଖିତ ଦୁଇ ଉଇକିଆଳିଙ୍କ ସମେତ ସୁଭାସିସ ପାଣିଗାହିଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।
  • ମୋଟ ୨୧ ଜଣ ଛାତ୍ର ସକାଳ ଅଧିବେଶନରେ ଯୋଗଦେଇଥିବା ବେଳେ ୧୩ ଜଣ ଉପରଓଳିର କର୍ମଶାଳାରେ ଯୋଗଦେଇଥିଲେ ।
  • ଛାତ୍ରମାନେ ନିଜର ଉଇକିପିଡ଼ିଆ ଖାତା ଖୋଲିବା ସହିତ ନିଜେ ଆଗ୍ରହୀ ଥିବା ବିଭିନ୍ନ ପ୍ରସଙ୍ଗ ଖୋଜି ସେସବୁକୁ ସମ୍ପାଦନା କରିଥିଲେ । କିଛି ଛାତ୍ର ନୂଆ ପ୍ରସଙ୍ଗ ମଧ୍ୟ ତିଆରି କରିଥିଲେ ।

ଅସୁବିଧା ଓ ସମାଧାନ[ସମ୍ପାଦନା]

  • ଅନୁଷ୍ଠାନରେ କିଛି ଆଭ୍ୟନ୍ତରୀଣ ଅସୁବିଧା ହେତୁ ଅନୁଷ୍ଠାନରେ ଧାରଣା ଚାଲିଥିବାରୁ ଛାତ୍ରମାନେ ଅଧିକ ସମୟ ଦେଇ ଭଲ ଭାବେ ଉଇକିପିଡ଼ିଆରେ ସମ୍ପାଦନା କରିବା ଶିଖିପାରି ନଥିଲେ ।
  • ଆଗକୁ ମାସରେ ଦୁଇଟି କର୍ମଶାଳା ପାଇଁ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ସେ ଏହା ବିଚାର କରି ଅକ୍ଟୋବର ପ୍ରଥମ/ଦ୍ୱିତୀୟ ସପ୍ତାହରେ ଜଣାଇବାର ପ୍ରତିଶ୍ରୁତି ଦେଇଛନ୍ତି ।