ଉଇକିପିଡ଼ିଆ:କର୍ମଶାଳା/ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ପ୍ରକଳ୍ପ/୨୦୧୪-୨୦୧୫

ଉଇକିପିଡ଼ିଆ‌ରୁ

ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳର ୨୦୧୪ ମସିହାର ଓଡ଼ିଆ ଗଣମାଧ୍ୟମର ଛାତ୍ରମାନଙ୍କ ପାଇଁ ଏହି ପ୍ରକଳ୍ପଟିର ନିର୍ମାଣ କରାଯାଇଛି । ଏଥିରେ ଭାଗ ନେଇ ସେମାନେ ଓଡ଼ିଆ ଉଇକିପିଡ଼ିଆ ବାବଦରେ ଜାଣିବା ସହ ଏଥିରେ ସମ୍ପାଦନା କରି କିପରି ବିଭିନ୍ନ ବିଷୟରେ ଥିବା ପ୍ରସଙ୍ଗ ସବୁକୁ ଉନ୍ନତ କରିବେ ଓ ନୂଆ ପ୍ରସଙ୍ଗମାନ ତିଆରି କରିବେ ତାହା ଶିଖିପାରିବେ । ଏଥି ସହିତ ଓଡ଼ିଆ ଉଇକିପିଡ଼ିଆ କିପରି ସେମାନଙ୍କର ପାଠପଢ଼ା ଓ ଚାକିରୀ କ୍ଷେତ୍ରରେ ସାହାଯ୍ୟ କରିବା ତାହା ଶିଖାଯିବ ।

କର୍ମଶାଳା[ସମ୍ପାଦନା]