Jump to content

ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ

ଉଇକିପିଡ଼ିଆ‌ରୁ
ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ
Combination of
TelmisartanAngiotensin II receptor antagonist
HydrochlorothiazideThiazide diuretic
Clinical data
Trade namesMicardisPlus, Micardis HCT, others
MedlinePlusa611031
data
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth
Legal status
Legal status
  • ℞ (Prescription only)
  (verify)

ଟେଲମିସାର୍ଟାନ/ହାଇଡ୍ରୋକ୍ଲୋରୋଥିଆଜାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ମାଇକାର୍ଡିସ୍ HCT, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ଏହା ଟେଲମିସାର୍ଟାନ ନାମକ ଏକ ଆଞ୍ଜିଓଟେନସିନ୍ ୨ ରିସେପ୍ଟର ଆଣ୍ଟାଗିନିଷ୍ଟ ଓ ହାଇଡ୍ରୋକ୍ଲୋରୋଥିଆଜାଇଡ ନାମକ ଏକ ଡାଇୟୁରେଟିକର ମିଶ୍ରଣ | [] ଟେଲିମିସାର୍ଟାନ ବ୍ୟବ‌ହାର ଫଳପ୍ରଦ ନ ହେଲେ ଏହା ବ୍ୟବହୃତ ହୋଇପାରେ | [] ଏହା ପାଟିରେ ଦିଆଯାଏ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଉପର ଶ୍ୱାସନଳୀ ସଂକ୍ରମଣ, ବାନ୍ତି, ତରଳ ଝାଡ଼ା ଏବଂ ଥକାପଣ ହୋଇପାରେ | [] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ବୃକ୍‌କ ସମସ୍ୟା, ଇଲେକ୍ଟ୍ରୋଲାଇଟ ସମସ୍ୟା, ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ | [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଆଞ୍ଜିଓଟେନସିନ ୨ର ପ୍ରଭାବକୁ ଅବରୋଧ କରି ଟେଲମିସାର୍ଟାନ୍ କାମ କରୁଥିବାବେଳେ କୃକ୍‌କର ଜଳ ବଜାୟ ରଖିବା କ୍ଷମତା ହ୍ରାସ କରି ହାଇଡ୍ରୋକ୍ଲୋରୋଥିଆଜାଇଡ କାର୍ଯ୍ୟକ୍ଷମ ହୁଏ | []

ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏହି ମିଶ୍ରଣକୁ ୨୦୦୦ ମସିହାର ଅନୁମୋଦନ କରାଯାଇଥିଲା | [] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] [] [] ଏକ ମାସର ଔଷଧର ମୂଲ୍ୟ ବାବଦ ୨୦୧୮ରେ ଯୁକ୍ତରାଜ୍ୟରେ ୧୭ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୧୯ ମସିହାରେ ୬୫ ଡଲାର ଥିଲା ।

  1. ୧.୦ ୧.୧ "DailyMed - TELMISARTAN AND HYDROCHLOROTHIAZIDE tablet". dailymed.nlm.nih.gov. Archived from the original on 18 May 2020. Retrieved 29 October 2019.
  2. ୨.୦ ୨.୧ ୨.୨ ୨.୩ "DailyMed - TELMISARTAN AND HYDROCHLOROTHIAZIDE tablet". dailymed.nlm.nih.gov. Archived from the original on 18 May 2020. Retrieved 29 October 2019.
  3. ୩.୦ ୩.୧ British national formulary : BNF 76 (76 ed.). Pharmaceutical Press. 2018. p. 178. ISBN 9780857113382.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. p. 178. ISBN 9780857113382.
  5. "Hydrochlorothiazide and telmisartan Uses, Side Effects & Warnings". Drugs.com (in ଇଂରାଜୀ). Archived from the original on 29 June 2019. Retrieved 29 October 2019.
  6. "World Health Organization model list of essential medicines: 21st list 2019". 2019. {{cite journal}}: Cite journal requires |journal= (help)
  7. "Hydrochlorothiazide/telmisartan Prices, Coupons & Patient Assistance Programs". Drugs.com. Archived from the original on 29 October 2019. Retrieved 29 October 2019.