Jump to content

ଟାଡାଲାଫିଲ

ଉଇକିପିଡ଼ିଆ‌ରୁ
ଟାଡାଲାଫିଲ
Clinical data
Pronunciation/təˈdæləfɪl/ tə-DAL-ə-fil
Trade namesCialis, Adcirca, Tadacip, others
AHFS/Drugs.commonograph
MedlinePlusa604008
data
Pregnancy
category
  • B
Routes of
administration
By mouth (tablets)
Legal status
Legal status
  • AU: S4 (Prescription only)
  • US: ℞-only
  • ℞ (Prescription only)
Pharmacokinetic data
BioavailabilityVaries
Protein binding94%
MetabolismLiver (predominantly CYP3A4)
MetabolitesCatechol metabolite
Elimination half-life17.5 hours
ExcretionFeces (~61%), urine (~36%)[]
Identifiers
  • (6R,12aR)-6-(1,3-benzodioxol-5-yl)-2-methyl-2,3,6,7,12,12a-hexahydropyrazino[1',2':1,6]
    pyrido[3,4-b]indole-1,4-dione
ECHA InfoCard100.214.024 Edit this at Wikidata
Chemical and physical data
FormulaC22H19N3O4
Molar mass୩୮୯.୪୧ g·mol−1
3D model (JSmol)
  • O=C1N(CC(N2[C@@H]1CC3=C([C@H]2C4=CC5=C(OCO5)C=C4)NC6=C3C=CC=C6)=O)C
  • InChI=1S/C22H19N3O4/c1-24-10-19(26)25-16(22(24)27)9-14-13-4-2-3-5-15(13)23-20(14)21(25)12-6-7-17-18(8-12)29-11-28-17/h2-8,16,21,23H,9-11H2,1H3/t16-,21-/m1/s1 checkY
  • Key:WOXKDUGGOYFFRN-IIBYNOLFSA-N checkY
  (verify)

ଟାଡାଲାଫିଲ, ଅନ୍ୟମାନଙ୍କ ମଧ୍ୟରେ ବେପାର ନାମ ସିଆଲିସ, ହେଉଛି ଏକ ଔଷଧ ଯାହା ବିନାଇନ ପ୍ରୋଷ୍ଟାଟିକ ହାଇପରପ୍ଲାସିଆ (BPH), ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ ଓ ଲିଙ୍ଗ ଉତ୍ଥାନ ଅସୁବିଧାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] ଏହା ପାଟିରେ ଦିଆଯାଇଥିବା ଏକ ବଟିକା | [] ଏହାର ପ୍ରଭାବ ସାଧାରଣତଃ ଅଧ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଅବଧି ୩୬ ଘଣ୍ଟା ପର୍ଯ୍ୟନ୍ତ ରହେ | []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଲାଲ ଚର୍ମ ଏବଂ ଅଇ ଲାଗେ |[] ହୃଦ୍‌ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ସତର୍କତା ପରାମର୍ଶ ଦିଆଯାଇଛି। [] ବିରଳ କିନ୍ତୁ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଏକ ପ୍ରାୟାପିଜ୍ମ ଯୋଗୁ ଲିଙ୍ଗ କ୍ଷତି, ଦୃଷ୍ଟି ଶକ୍ତି ସମସ୍ୟା ଏବଂ ଶ୍ରବଣହାନୀ ହୋଇପାରେ | [] ନାଇଟ୍ରୋଭାସୋଡାଇଲେଟର ଶ୍ରେଣୀର ନାଇଟ୍ରୋଗ୍ଲିସେରିନ ଗ୍ରହଣ କରୁଥିବା ଲୋକଙ୍କ ପାଇଁ ଟାଡାଲାଫିଲ ସୁପାରିଶ କରାଯାଏ ନାହିଁ, କାରଣ ଏହା ଯୋଗୁ ରକ୍ତଚାପର ଗୁରୁତର ହ୍ରାସ ହୋଇପାରେ। [] ଟାଡାଲାଫିଲ ହେଉଛି ଏକ ପିଡିଇ୫ ପ୍ରତିରୋଧକ ଯାହା ଲିଙ୍ଗରେ ରକ୍ତ ପ୍ରବାହକୁ ବୃଦ୍ଧି କରି ଉତ୍ଥାନ କରାଏ ଓ ଯୌନ ଇଚ୍ଛା ବୃଦ୍ଧି କରେ ।[] ଏହା ଫୁସଫୁସର ରକ୍ତନଳୀମାନଙ୍କୁ ମଧ୍ୟ ବିସ୍ତାର କରିଥାଏ ଯାହା ଫଳରେ ଫୁସଫୁସ ଧମନୀ ଚାପ ହ୍ରାସ ପାଇଥାଏ | []

୨୦୦୩ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଟାଡାଲାଫିଲ ଅନୁମୋଦିତ ହୋଇଥିଲା। [] ଏହା ଆମେରିକା ଏବଂ ଯୁକ୍ତରାଜ୍ୟରେ ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [] ଯୁକ୍ତରାଜ୍ୟରେ ୨୦୧୯ ମସିହା ସୁଦ୍ଧା ଏହାର ଡୋଜ ପିଛା ମୂଲ୍ୟ ୮୦ପି ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୧.୯୧ ଡଲାର ଅଟେ। [] ୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଏହା ୨୮୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [] []

  1. "Cialis (tadalafil) Tablets, for Oral Use. Full Prescribing Information". Lilly USA, LLC. Indianapolis, IN 46285, USA. Archived from the original on 5 November 2016. Retrieved 5 November 2016.
  2. ୨.୦ ୨.୧ ୨.୨ "Tadalafil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 20 September 2020. Retrieved 8 April 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Tadalafil Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Archived from the original on 20 September 2020. Retrieved 8 April 2019.
  4. British national formulary : BNF 76 (76 ed.). Pharmaceutical Press. 2018. p. 796. ISBN 9780857113382.
  5. British national formulary : BNF 76 (76 ed.). Pharmaceutical Press. 2018. p. 796. ISBN 9780857113382.
  6. "NADAC as of 2019-05-15". Centers for Medicare and Medicaid Services (in ଇଂରାଜୀ). Archived from the original on 2019-05-30. Retrieved 29 May 2019.
  7. "The Top 300 of 2020". ClinCalc. Archived from the original on 18 March 2020. Retrieved 11 April 2020.
  8. "Tadalafil - Drug Usage Statistics". ClinCalc. Archived from the original on 8 July 2020. Retrieved 11 April 2020.